କଟକ ମୁହାଁ ୧୬ଟିକିଆ ହାତୀପଲ, ଲୋକେ ଭୟଭୀତ

add-all

କଟକ: ସହର ମୁହାଁ ହାତୀପଲ। କଟକ ସହର ନିକଟ ମହାନଦୀ ପଠାରେ ୧୬ ଟିକିଆ ହାତୀପଲ ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟାରେ ଧବଳେଶ୍ବର ପଟୁ ମହାନଦୀ ପାର ହୋଇ ହାତୀପଲ ଆଗକୁ ବଢ଼ୁଛନ୍ତି। କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖ ପଠାରେ ହାତୀ ଦେଖିବାକୁ ମିଳୁଛି। ହାତୀଙ୍କ ଗତିବିଧି ଉପରେ ବନ ବିଭାଗ ନଜର ରଖିଛି। ଅନ୍ୟପଟରେ ଲୋକେ ହାତୀପଲ ଆସୁଥିବା ଦେଖି ଭୟଭୀତ ହୋଇପଡ଼ିଛନ୍ତି।

ad-week
Leave A Reply

Your email address will not be published.