ମଟର ସାଇକେଲରେ ପଡ଼ି ଚାଳକ ଗୁରୁତର

add-all

ଦାରିଙ୍ଗବାଡ଼ି,୧୧/୧୨ : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ପାଟା ଗ୍ରାମର କୈଳାଶ ପ୍ରଧାନଙ୍କ ପୁଅ ମିଖାଏଲ ପ୍ରଧାନ(୩୫) ଓ କୈଳାଶ ପ୍ରଧାନଙ୍କ ସାନ ଭାଇ ସୁନାରା ପ୍ରଧାନ (୫୬) ଘରୋଇ କାମରେ ବାଲିଗୁଡ଼ା ଯାଇ ଦାରିଙ୍ଗବାଡ଼ିକୁ ଫେରିବା ରାସ୍ତାରେ ସିର୍ତିଗୁଡ଼ା ନିକଟ ଗଂଜୁଗୁଡ଼ା ଗ୍ରାମ ନିକଟରେ ରାସ୍ତାର ହମ୍ପସରେ ଦୁର୍ଘଟଣା ହୋଇ ମିଖ୍ୟାଲ ପ୍ରଧାନ ଗୁରୁତର ଆହତ ହୋଇଥିଲା ବେଳେ ଦାଦା ସୁନାରା ପ୍ରଧାନ ସାମାନ୍ୟ ଆହତ ହୋଇଛନ୍ତି । ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ମିଖାଏଲ ପ୍ରଧାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଡାକ୍ତର ରେଫର କରିଥିବା ଜଣାପଡ଼ିଛି । ।

ad-week
Leave A Reply

Your email address will not be published.