ପାନୀୟ ଜଳ ସମସ୍ୟା ନେଇ ବିଡିଓଙ୍କୁ ଅଭିଯୋଗ ପତ୍ର ପ୍ରଦାନ କଲେ ସୁନ୍ଦରଦଣ୍ଡ ଓ ଲୁକ୍‌ଚେରୀ ଗ୍ରାମବାସୀ

add-all

ଦାରିଙ୍ଗବାଡ଼ି,୧୩/୧୨ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ସୁନ୍ଦରଦଣ୍ଡ ଓ ଲୁକ୍‌ଚେରୀ ଗ୍ରାମର ଗ୍ରାମବାସିଙ୍କ ପାନୀୟ ଜଳ ଯୋଗାଣରେ ସମସ୍ୟା ରହିଥିବାରୁ ଗ୍ରାମ ବାସିନ୍ଦା ଆଜି ଜୀବିକା ସୁରକ୍ଷା ମଞ୍ଚର ସହଯୋଗରେ ମହିଳାମାନେ ବ୍ଳକ କାର୍ଯ୍ୟାଲୟରେ ପହଞ୍ଚି ବିଡିଓ ଗଦାଧର ପାତ୍ରଙ୍କୁ ଭେଟି ପାନୀୟ ଜଳ ସମ୍ପର୍କରେ ଆଲୋଚନା କରିବା ସହ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ । ବିଡିଓ ଏହାର ତଦନ୍ତ କରି ସମାଧାନର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ।

ad-week
Leave A Reply

Your email address will not be published.