ବର୍ଷା ଅନୁଭବ ବିବାଦ ମାମଲା: ୧୯ ତାରିଖରେ ପରବର୍ତ୍ତୀ ଶୁଣାଣି

add-all

କଟକ: ହାଇକୋର୍ଟରେ ବର୍ଷା ଓ ଅନୁଭବ ବିବାଦ ମାମଲା। ଆସନ୍ତା ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ସୋସିଆଲ ମିଡିଆରେ ପରସ୍ପର ବିରୋଧରେ ଆକ୍ଷେପ ନେଇ ହାଇକୋର୍ଟରେ ଦାୟର ହୋଇଥିଲା ମାମଲା। ଅନୁଭବ ସୋସିଆଲ ମିଡିଆରେ କରିଥିବା ଟିପ୍ପଣୀକୁ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ।

ad-week
Leave A Reply

Your email address will not be published.