ବାରଙ୍ଗ ଏଏସଆଇଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

add-all

ଭୁବନେଶ୍ବର:  ବାରଙ୍ଗ ଏଏସଆଇଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର।  ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କଲା ପୋଲିସ। ନନ୍ଦନକାନନ ପୋଦା ସାହିରେ ଘରୁ ଝୁଲନ୍ତା ମୃତ ଦେହ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠାଇଲା ପୋଲିସ।  ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।  ଘଟଣା ସ୍ଥଳରେ ନନ୍ଦନକାନନ ଥାନା ପୋଲିସ ଓ ସାଇଣ୍ଟ ଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି। ବ୍ୟବଛେଦ ପରେ ଜଣାପଡ଼ ଏହା ହତ୍ୟା ନା ଆତ୍ମହତ୍ୟା।

ad-week
Leave A Reply

Your email address will not be published.