ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ ଜେଲ ୱାର୍ଡର ନିଲମ୍ବିତ

add-all

ଭୁବନେଶ୍ବର:ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ ଜେଲ ୱାର୍ଡରକୁ ନିଲମ୍ବିତ କରାଯାଇଛି। କଣ୍ଟାବାଞ୍ଜି ଜେଲ ୱାର୍ଡର ଅକ୍ଷୟ କୁମାର ମହାନ୍ତି ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ଯୋଗୁ ଜେଲ ୱାର୍ଡର ନିଲମ୍ବିତ କରାଯାଇଛି। ଜେଲ ୱାର୍ଡର ଅକ୍ଷୟ କୁମାର ମହାନ୍ତିଙ୍କୁ ନିଲମ୍ବନ ନେଇ ସମ୍ବଲପୁର ଜେଲ ଡିଆଇଜିଙ୍କ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.