ଗୋବିନ୍ଦ ସାହୁ ମୃତ୍ୟୁ ମାମଲା: ‘ମୁଲାକାତ ରେଜିଷ୍ଟର’ ଯାଞ୍ଚ…

add-all

ଭୁବନେଶ୍ବର: କଣ୍ଟାବାଞ୍ଜି ସବ ଜେଲରେ ଗୋବିନ୍ଦ ସାହୁ ମୃତ୍ୟୁ ମାମଲାକୁ ନେଇ ତଦନ୍ତ ଜାରି ରହିଛି। ଆଜି କଣ୍ଟାବାଞ୍ଜି ସବଜେଲରେ କ୍ରାଇମବ୍ରାଞ୍ଚ ଅଧିକାରୀମାନଙ୍କ ପକ୍ଷରୁ ତନାଘନା କରାଯାଇଥିଲା। ଜେଲର କିଛି କଏଦୀଙ୍କ ସହ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ଅଧିକାରୀ ପଚରାଉଚୁରା କରିଥିଲେ। ଏହାପରେ ଜେଲର କ୍ରାଇମବ୍ରାଞ୍ଚ ପକ୍ଷରୁ ‘ମୁଲାକାତ ରେଜିଷ୍ଟର’କୁ ଯାଞ୍ଚ କରାଯାଇଛି। ଘଟଣାଦିନ କେଉଁମାନେ ଗୋବିନ୍ଦକୁ ଭେଟିଥିଲେ ଜାଣିବାକୁ ଉଦ୍ୟମ ଜାରି ରହିଛି।

ad-week
Leave A Reply

Your email address will not be published.