ଶ୍ରୀମନ୍ଦିର ସ୍ନାନବେଦୀ ନିକଟ ବ୍ଯାରିକେଡ୍ରେ ପଶିଲା ୭ ବର୍ଷ ଝିଅର ମୁଣ୍ଡ, ଅଧ ଘଣ୍ଟା ପରେ ହେଲା ସୁରକ୍ଷିତ ଉଦ୍ଧାର…

add-all

ପୁରୀ: ପୁଣି ବ୍ଯାରିକେଡ୍‌ରେ ପଶିଲା ୭ ବର୍ଷୀୟା ଝିଅର ମୁଣ୍ଡ। ସ୍ନାନବେଦୀ ନିକଟରେ ଥିବା ବ୍ଯାରିକେଡ୍‌ରେ ପଶିଲା ମୁଣ୍ଡ। ଖେଳୁଥିବା ସମୟରେ ପଶିଗଲା ନାବାଳିକାର ମୁଣ୍ଡ। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା କଟର୍‌ ମେସିନ୍‌ ସହାୟତରେ ପ୍ରାୟ ଅଧଘଣ୍ଟା ପରେ ସୁରକ୍ଷିତ ଉଦ୍ଧାର ହେଲା ନାବାଳିକା। ପ୍ରାୟ ଅଧଘଣ୍ଟାକାଳ ବ୍ଯାରିକେଡ୍‌ ଭିତରେ ନାବାଳିକାର ମୁଣ୍ଡ ରହିଯାଇଥିବା ଜଣା ପଡିଛି। ନାବାଳିକା ଜଣକ ହେଉଛନ୍ତି କୋରାପୁଟ ଜୟପୁର ଅଞ୍ଚଳର ବୋଲି ସୂଚନା ମିଳିଛି ।

ad-week
Leave A Reply

Your email address will not be published.