ରାଜଧାନୀରେ ବର୍ଷ ଆରମ୍ଭରୁ ବୁଲିଲା ଖଣ୍ଡା…

add-all

ଭୁବନେଶ୍ବର: ରାଜଧାନୀରେ ବର୍ଷ ଆରମ୍ଭରୁ ବୁଲିଲା ଖଣ୍ଡା। ପତିଆର ଜାହିର କରିବାକୁ ନୂଆବର୍ଷରେ ଖଣ୍ଡା ଧରି ଆତଙ୍କ । ସିସିଟିଭି ରେ କଏଦ ହେଲା ଭଙ୍ଗାରୁଜା ଚିତ୍ର। ଘଟଣା ଘଟିଛି ନୟାପଲ୍ଲୀ ଥାନା ଭୋଇ ସାହିରେ।

ଗତକାଲି ରାତିରେ କ୍ଲବ ଏବଂ ସ୍ଥାନୀୟ ଯୁବକଙ୍କ ସହ କିଛି ବଚସା ହୋଇଥିଲା ଯାହା ପରବର୍ତ୍ତି ମୁହୂର୍ତ୍ତରେ ବୁଝାମଣା ହୋଇଥିଲା ।ପରେ ବିଳମ୍ବିତ ରାତିରେ ୧୫ରୁ୨୦ ଜଣ ଯୁବକ ମାରଣାସ୍ତ୍ର ଧରି ଆତଙ୍କ ରାଜ ଚଲାଇଥିଲେ । ଏ ଘଟଣାରେ ନୟାପଲ୍ଲୀ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.