ଅନୁଗୋଳ ପୋକତୁଙ୍ଗା ଗାଁ ମୁକୁଳା ଡ୍ରେନରେ ପଡି ଜଣେ ମୃତ

add-all

ଅନୁଗୋଳ: ନୂତନ ବର୍ଷରେ ଅଘଟଣ। ଅନୁଗୋଳ ଜିଲ୍ଲା ପୋକତୁଙ୍ଗା ଗାଁରେ ଘଟିଛି ଏହି ଅଘଟଣ। ମୁକୁଳା ଡ୍ରେନରେ ପଡି ଜଣଙ୍କର ମୃତ୍ଯୁ ହୋଇଛି। ମୃତକ ଜଣଙ୍କ ହେଲେ ପୋକତୁଙ୍ଗା ଗାଁର ମଙ୍ଗୁଳୁ ଗୋଛାୟାତ। ବିଳମ୍ବିତ ରାତିରେ ଘରକୁ ଯାଉଥିବା ବେଳେ ଡ୍ରେନରେ ପଡି ପ୍ରାଣ ଯାଇଥିବା ଜଣାପଡିଛି।

ad-week
Leave A Reply

Your email address will not be published.