ତାର ଚୋରି କରିବାକୁ ଆସି ବିଦ୍ୟୁତ୍ ଆଘାତରେ ଯୁବକ ମୃତ

add-all

ଖୋର୍ଦ୍ଧା: ତାର ଚୋରି କରିବାକୁ ଆସି ବିଦ୍ୟୁତ୍ ଆଘାତରେ ଯୁବକ ମୃତ। ଖୋର୍ଦ୍ଧା ଜଙ୍କିଆ ଥାନା ଛଣଗିରି ମେଳନ ପଡିିଆ ନିକଟ ବିଦ୍ୟୁତ୍ ଖୁଣ୍ଟରୁ ତାର ଚୋରି କରୁଥିବା ବେଳେ କରେଣ୍ଟ ଲାଗି ଯୁବକଙ୍କ ମୃତ୍ୟୁ ହୋଇଛି।

ମୃତକ ହେଲେ ଛଣଗିରି ଗାଁର ଶେଖ କୁନା। ସ୍ଥାନୀୟ ଅଞ୍ଚଳରେ ଅନେକ ସମୟରେ କରେଣ୍ଟ ରହୁନଥିବାରୁ ତାର ଚୋରି ହେଉଥିଲା। ତେଣୁ ବିଦ୍ୟୁତ୍ ବିଭାଗ ପକ୍ଷରୁ କରେଣ୍ଟ ଦିଆଯାଇଥିଲା। ସନ୍ଦେହ କରାଯାଉଛି କି, ଯୁବକ ଜଣକ କରେଣ୍ଟ ନଥିବା ଭାବି ଖୁଣ୍ଟ ଉପରେ ଚଢିଯାଇଥିଲେ।

ad-week
Leave A Reply

Your email address will not be published.