ଭିଜିଲାନ୍ସ ଜାଲରେ ରାୟଗଡାର ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ

add-all

କଟକ: ଭିଜିଲାନ୍ସ ଜାଲରେ ରାୟଗଡା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ। ଲାଞ୍ଚ ଟଙ୍କା ନେଇ ବାଇକରେ ଯାଉଥିବାବେଳେ କିଶୋର ଚନ୍ଦ୍ର ନାୟକଙ୍କୁ ଧରିଲା ଭିଜିଲାନ୍ସ। ତାଙ୍କ ନିକଟରୁ ନଗଦ ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ଟି ସ୍ଥାନରେ ଯାଞ୍ଚ ଚାଲିଛି।

ad-week
Leave A Reply

Your email address will not be published.