କୋଟିଏ ଟଙ୍କାର କଳସ ଦାନ କଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ…

add-all

ଭୁବନେଶ୍ୱର:  କୋଟିଏ ଟଙ୍କାର କଳସ ଦାନ କଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ନଵ କିଶୋର ଦାସ। ମହାରାଷ୍ଟ୍ର ଅହମଦନଗର ଜିଲ୍ଲାର ଶନି ଶିଙ୍ଗଣାପୁରରେ ଥିବା ଭଗବାନ ଶନିଙ୍କ ମନ୍ଦିରରେ ସୁନାର କଳସ ଦାନ କରିଛନ୍ତି । ଏହି କଳସ ୭୦୦ ଗ୍ରାମ ସୁନା ଓ ୫ କେଜି ରୂପାରେ ନିର୍ମିତ ହୋଇଛି। ଯାହାର ଦାମ ପାଖାପାଖି ଏକ କୋଟି ଟଙ୍କା।

ସବୁଠୁ ବଡକଥା ହେଲା ଯେ, ଏହି ଶନିମନ୍ଦିର ଏହା ପ୍ରଥମ କରି ସବୁଠୁ ବଡ ଦାନ ବୋଲି ସୂଚନା ମିଲିଛି । ଶନିବାର ସଂଧ୍ୟା ଆଳତି ସମୟରେ ଶନିଦେଵଙ୍କ ପ୍ରତିମୃତ୍ତି ନିକଟରେ ସପରିବାର ପହଞ୍ଚି ରିତି ନୀତି ଆନୁସାରେ କଳସ ଅର୍ପଣ କରିଥିଲେ। କଳସଟି ଆନନ୍ଦ ଭଲଗତ ନାମକ ଜଣେ ସୁନାରୀ ତିଆରି କରିଛନ୍ତି। କଳସରେ ଶ୍ରୀ ଶନେସ୍ଵରାୟ ନମଃ ଲେଖା ଥିନା ଶନିଦେନଙ୍କ ମନ୍ତ୍ର ଖୋଦିକି ଲେଖା ହୋଇଛି।

ad-week
Leave A Reply

Your email address will not be published.