୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ବରିଷ୍ଠ ଲାବୋରଟୋରୀ ଟେକ୍ନିସିଆନ୍‌…

add-all

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ବରିଷ୍ଠ ଲାବୋରଟୋରୀ ଟେକ୍ନିସିଆନ୍‌ । ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍‌। ସୁବର୍ଣ୍ଣପୁର ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବରିଷ୍ଠ ଲାବ୍‌ରେଟୋରୀ ଟେକ୍ନିସିଆନ୍‌ ଅକ୍ଷୟ କୁମାର ପଟ୍ଟନାୟକ। ମେଡିକାଲ ପରୀକ୍ଷା ରିପୋର୍ଟ ଦେବା ପାଇଁ ନେଉଥିଲେ ଲାଞ୍ଚ।

ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଛି ଟେଷ୍ଟ ରିପୋର୍ଟ। କିନ୍ତୁ ଅକ୍ଷୟ ପଟ୍ଟନାୟକ ଜଣଙ୍କ ପିଛା ୧୫୦ ଟଙ୍କା ନେଉଥିଲେ। ୬୦ଜଣ ଗରିବ ଗ୍ରାମବାସୀଙ୍କଠାରୁ ନେଉଥିଲେ ଏହି ଲାଞ୍ଚ। ଟ୍ରାପ୍‌ ପରେ ଦୁଇଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ।

ad-week
Leave A Reply

Your email address will not be published.