ଗାତରେ ପଡ଼ି ଦୁଇ ଶିଶୁ କନ୍ୟା ମୃତ…

add-all

ଚିତ୍ରକୋଣ୍ଡା: ରାସ୍ତା କାମ ପାଇଁ ଖୋଳା ଯାଇଥିବା ଗାତରେ ଖସି ପଡ଼ି ଦୁଇଟି ଶିଶୁ କନ୍ୟା ମୃତ। ଏଭଳି ଅଭାନୀୟ ଘଟଣା ଘଟିଛି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଢେପ ସାହିରେ। ସୁଭଦ୍ରା କମାର(୪ବର୍ଷ) ଏବଂ ସୁମୀ ଜାନମ(୩ ବର୍ଷ) ଏହି ଦୁହେଁ ଖେଳୁଥିବା ସମୟରେ ଗାତରେ ଖସି ପଡିଥିବା ଆଶଙ୍କା କରାଯାଉଛି। ଗାତରେ ପାଣି ଭରି ରହିଥିବାରୁ ଏଭଳି ଘଟଣା ହୋଇଥିବା ଜଣାପଡିଛି।

ad-week
Leave A Reply

Your email address will not be published.