ମନ୍ତ୍ରୀଙ୍କ ଶରୀରରେ ବୋଳି ଦେଲେ ଏପରି ଜିନିଷ, ଅ‍ବସ୍ଥା ହେଲା ଅସମ୍ଭାଳ

add-all

ଭୋପାଳ : ମନ୍ତ୍ରୀଙ୍କ ଶୋଭାଯାତ୍ରା ବେଳେ ଘଟିଲା ଅଜବ କାଣ୍ଡ। ଫୁଲମାଳ ପିନ୍ଧାଇବା ବାହାନାରେ କେହି ମନ୍ତ୍ରୀଙ୍କ ଶରୀରରେ କିଛି କୁଣ୍ଡାଇ ହେବା ଜିନିଷ ଘଷି ଦେଇଥିଲେ। ଫଳରେ ମନ୍ତ୍ରୀଙ୍କ ଅବସ୍ଥା ଅସମ୍ଭାଳ ହେଲା। ସଭାରେ ଭାଷଣ ଦେବେ କ’ଣ, ଦେହ ସାରା କୁଣ୍ଡାଇ କୁଣ୍ଡାଇ କୁଣ୍ଡାଇ ମନ୍ତ୍ରୀଙ୍କ ଅବସ୍ଥ ଅସମ୍ଭାଳ ହେଲା। ଶେଷରେ ନିଜକୁ ଆଉ ସମ୍ଭାଳି ପାରିଲେନି ମନ୍ତ୍ରୀ । ଯେଉଁ ଗାଁରେ ସରକାରଙ୍କ ବିକାଶ ଯୋଜନାର ଡିଣ୍ଡିମ ପିଟୁଥିଲେ ସେଠାରେ ରାତି ଅଧରେ ଗାଧୁଆ ପାଧୁଆ କରି ସଫା ବସ୍ତ୍ର ପିନ୍ଧି ବାହାରିଲେ। ଏପରି ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟପ୍ରଦେଶରେ ଘଟିଛି। ମଧ୍ୟପ୍ରଦେଶ ମୁନଗୋଲି ବିଧାୟକ ବ୍ରିଜେନ୍ଦ୍ର ସିଂ ଯାଦବ ।

ad-week
Leave A Reply

Your email address will not be published.