ଚାନ୍ଦପୁର ବାଇପାସ୍‌ ନିକଟରେ ଦୁର୍ଘଟଣା; ଜଣେ ମୃତ, ୬ ଆହତ…

newyr25

ରଣପୁର: ଚାନ୍ଦପୁର ବାଇପାସ୍‌ ନିକଟରେ ଦୁର୍ଘଟଣା ଘଟି ଜଣେ ମୃତ୍ୟୁବରଣ କରିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଚାନ୍ଦପୁର ବାଇପାସ୍‌ ନିକଟ ଗୌରଚନ୍ଦ୍ରପୁର ଛକରେ ଏହି ଦୁର୍ଘଟଣା ଘଟିଛି।

ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ପଛପଟୁ ଟ୍ରକ୍‌ ଧକ୍କା ଦେବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଭ୍ୟାନ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଥିବା ବେଳେ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।ମୃତକ ହେଲେ ବିରଞ୍ଚି ତାଡ଼।

Leave A Reply

Your email address will not be published.