୫-ଟି ସଚିବଙ୍କ ଦାରିଙ୍ଗବାଡି ଗସ୍ତ ପାଇଁ ତଦାରଖ କଲେ କନ୍ଧମାଳ ଏସ ପି…

add-all

ଦାରିଙ୍ଗବାଡ଼ି ,୧୨/୬: ଆସନ୍ତା ୧୬ ତାରିଖରେ ୫-ଟି ସଚିବ ଭିକେ ପାଣ୍ଡିଆନ କନ୍ଧମାଳ ଜିଲ୍ଲା ଗସ୍ତରେ ଆସୁଥିବା ବେଳେ ୧୭ ତାରିଖରେ ୫-ଟି ସଚିବ ଦାରିଙ୍ଗବାଡ଼ି ଆସିବାର କାର୍ଯ୍ୟକ୍ରମ ରହିଛି l ଏଥିପାଇଁ ଦାରିଙ୍ଗବାଡ଼ିରେ କିଛି କାର୍ଯ୍ୟକ୍ରମରେ ସଚିବ ଯୋଗଦେବା ସହିତ କିଛି ସରକାରୀ କାର୍ଯ୍ୟାଳୟ ପରିଦର୍ଶନ କରିବା ନେଇ ସୂଚନା ମିଳିଛି l ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପ୍ରସ୍ତୁତି ଜୋରଦାର ହୋଇଥିବା ବେଳେ ସୋମବାର ୫-ଟି ସଚିବ ଙ୍କ ଗସ୍ତ ନେଇ କନ୍ଧମାଳ ଏସ ପି ଶୁଭେନ୍ଦୁ ପାତ୍ର ରାଶିପଦା ସ୍ଥିତ ହେଲି ପ୍ୟାଡ ରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିବା ବେଳେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ରଣଜିତ ,ବିଡିଓ ଗଦାଧର ପାତ୍ର, ତହସିଲଦାର ଡଃ ଅଶୋକ ଦାସ ଥାନା ଅଧିକାରୀ କୌଶିକ ମାଝୀ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ପ୍ରମୁଖ ରାଶି ପଦା କଲେଜ ପଡିଆ ଠାରେ ପହଞ୍ଚି ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବା ସହିତ କାର୍ଯ୍ୟର ତଦାରଖ କରି ଥିବା ଜଣା ପଡ଼ିଛି।

ad-week
Leave A Reply

Your email address will not be published.