ମା କ୍ଷେତ୍ରବାସୀ ପୀଠ , ଚୁନିଦା, କଲେଇ ଗ୍ରା.ପ,ଭଦ୍ରକ ଠାରେ ପଞ୍ଚମ ବାର୍ଷିକ୨୦୨୩ ଆମ ଗାଁ ରଜ ମହୋତ୍ସବ ପାଳିତ…

ଭଦ୍ରକ : ତା ୧୪/୧୫/୧୬/୧୭ରିଖ ଚାରି ଦିନ ବ୍ୟାପି ଏହି ମହୋତ୍ସବ ପାଳନ କରାଯିବ ବୋଲି କମିଟିର ଗୌର ଗୋପାଳ ଜେନା, ନିତ୍ୟାନନ୍ଦ ବେହେରା, ବାବୁଲା ରାଉତ ଓ କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି l ଉଦଘାଟକ ଭାବେ ସରପଞ୍ଚ ନିରଞ୍ଜନ ମଲ୍ଲିକ, ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ନାରାୟଣ ଖିଲାର, ବିଶିଷ୍ଟ ଅତିଥି ଭାବେ ନାଟ୍ୟକାର ନିର୍ମଳ ରାଉତ, ପ୍ରଧାନ ଶିକ୍ଷକ ଭୀମସେନ ପରିଡା, ଶେଖର ଜେନା, ମୁଖ୍ୟବକ୍ତା ଭାବେ ଶିକ୍ଷକ ନେତା ପ୍ରଭାକର ପରିଡା, ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ସନ୍ତୋଷ ଦାସ,ପ୍ରତିଦିନ ବିଭିନ୍ନ ଖେଳ ଓ ହସ୍ତ କଳା , ଦକ୍ଷତା ଶକ୍ତି ପ୍ରତିଭା, ନୃତ୍ୟ, ସଂଗୀତ, ବାଦ୍ୟ କଳା , ଭାବ ଅଭିନୟ, ରୂପବତୀ / ରୁପ କନ୍ୟା ଆଦି ଉପରେ ପ୍ରତିଯୋଗୀତା ଆୟୋଜନ କରାଯିବ ବୋଲି କମିଟି ପ୍ରକାଶ କରିଛି ।ଉଦଯାପନୀ ଉତ୍ସବ ରେ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ l

ad-week
Leave A Reply

Your email address will not be published.