ଗୋପବନ୍ଧୁ ଦାସଙ୍କ ୯୫ ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସଫେଇ କାର୍ଯ୍ୟକ୍ରମ

add-all

ଫୁଲବାଣୀ : ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ଦୈନିକ ଖବର କାଗଜ ସମାଜର ମିଳିତ ଆନୁକୁଲ୍ୟରେ ଗୋପବନ୍ଧୁ ଦାସଙ୍କ ୯୫ ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ସଫେଇ କାର୍ଯକ୍ରମ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସର ରେ ଅନୁଷ୍ଟିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ଯକ୍ରମକୁ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ଶାରୀରିକ ଅଧିକାରୀ ରଙ୍କନିଧି ବେହେରା ଯୋଗ ଦେଇ ଥିବା ବେଳେ
ଅନ୍ୟ ମାନଙ୍କ ମଧ୍ୟରେ ଆର ଏସ ଏସ ର ସଭ୍ୟ ହେମନ୍ତ କୁମାର ସାହାଣୀ, ରମେଶ ଚନ୍ଦ୍ର ସାହୁ, ପୋରମନନ୍ଦ ସେଠୀ, ରାମ କୃଷ୍ଣ ବେହେରା, ଅଶୋକ କୁମାର୍ ମିଶ୍ର ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ଙ୍କ ସମତେ ସ୍ଵେଚ୍ଛାସେବୀ ମାନେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l

ad-week
Leave A Reply

Your email address will not be published.