ଜୟପୁର ମାଲକାନଗିରି ମୂଖ୍ୟ ରାସ୍ତା ଗାଡ଼ି ମୁହାଁ ମୁହିଁ ଧକ୍କା ଅଳ୍ପ କେ ବର୍ତୀଲେ ଯାତ୍ରୀ…

add-all

ମାଲକାନଗିରି,:ଆଜି ସକାଳୁ ଜୟପୁର ଠାରୁ ମାଲକାନଗିରି ମୂଖ୍ୟ ରାସ୍ତା ରେ ଏକ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ସୂଚନା ମୁତାବକ ଜୟପୁର ପଟୁ ଆସୁଥିବା ଏକ OD30B7080ERTIGA ଗାଡ଼ି ମାଲକାନଗିରି ଠାରୁ ଜୟପୁର ଅଭିମୁଖେ ଯାଉଥିବା OD30C5115 Mahindra XUV ଗାଡ଼ି ସହ ମୁହାମୁହି ଧକ୍କା ହୋଇଛି ଘଟଣା ରେ କୋୖଣସି ଧନଜୀବନ ନଷ୍ଟ ହୋଇନଥିବା ବେଳେ ଗାଡ଼ି ଥିବା ଯାତ୍ରୀ ମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ଏବଂ ସମସ୍ତ ଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ଘଟଣା ସ୍ଥଳରେ ଦୁଇଟି ଗାଡ଼ି ପଡ଼ିଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.