Sign in
Sign in
Recover your password.
A password will be e-mailed to you.
ଡ୍ରଗ୍ସକୁ ବାରଣ କରିବାରୁ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକଙ୍କ ପୁରା ପରିବାରକୁ ହତ୍ୟା, ୨ ନିଶାଡି ଗିରଫ
ଢାକା: ବାଂଲାଦେଶର ରଙ୍ଗପୁର ସହରରେ ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଦୁଇମହଲା ଘର ଭିତରୁ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ, ତାଙ୍କ ସ୍ତ୍ରୀ, ଝିଅ ଓ ପୁଅଙ୍କ ଗଳିତ ମୃତଦେହ ପୁଲିସ ଉଦ୍ଧାର କରିଛି ହେଲେ ଏହା ଆତ୍ମହତ୍ୟା ନୁହେଁ ବରଂ ଥିଲା ହତ୍ୟା।!-->…
ପ୍ରେମିକ ପାଇଁ ବାପା-ମାଆଙ୍କୁ ବିଷ ଇଞ୍ଜେକ୍ସନ ଦେଇ ଆତ୍ମହତ୍ୟା କଲେ ଯୁବତୀ
ହାଇଦ୍ରାବାଦ: ଅଜବ ଘଟଣା ସାରା ଦେଶକୁ ଚକିତ କରିଛି। ପ୍ରେମିକର ପ୍ରେମ ପାଇବା ପାଇଁ ପ୍ରଥମେ ବିଷ ଇଞ୍ଜେକ୍ସନ ଦେଇ ନିଜ ବାପା-ମାଆଙ୍କୁ ହତ୍ୟା କରିଥିଲା। ଏହି ମାମଲାରେ ସେ ଜେଲ ଦଣ୍ଡ ମଧ୍ୟ ପାଇଥିଲା। ଜେଲରୁ ଫେରିବା ପରେ ସେହି ବିଷ ଇଞ୍ଜେକ୍ସନ ନିଜେ ଲଗାଇ ଆତ୍ମହତ୍ୟା କରିଛି ଯୁବତୀ।!-->…
ତାମିଲନାଡୁ ସରକାରଙ୍କ ବଡ଼ ଘୋଷଣା : ବର୍ଷକୁ ମିଳିବ ୩ ମାଗଣା ଗ୍ୟାସ ସିଲିଣ୍ଡର, ଫ୍ରି ବସ୍ ସେବା
ତାମିଲନାଡୁ : ତାମିଲନାଡୁ ସରକାରଙ୍କ ଆଉ ଏକ ବଡ଼ ଘୋଷଣା । ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଟିଭିକେ ସୁପ୍ରିମୋ ବିଜୟ ଗରିବ ପରିବାରକୁ ବାର୍ଷିକ ତିନୋଟି ମାଗଣା ସିଲିଣ୍ଡର ଦେବା ନେଇ ଘୋଷଣା କରିଛନ୍ତି । ଅନ୍ନପୂର୍ଣ୍ଣୀ ସୁପର୍ ସିକ୍ସ ନାମରେ ଏହି ଯୋଜନା ଆରମ୍ଭ ହୋଇଛି । ଏହାଦ୍ୱାରା!-->…
ମାଆକୁ ମାରି ଘରେ ପ୍ଲାଷ୍ଟର କରିଦେଲା ପୁଅ !
ପୁରୀ : ମାଆକୁ ମାରି ଘରେ ପ୍ଲାଷ୍ଟର କରିଦେଲା ପୁଅ । ପୁରୀ କୁମ୍ଭାରପଡ଼ାରେ ହଇଚଇ । ଭଡ଼ାଘରର ରୋଷେଇ ଘରର ସ୍ଲାବ ତଳେ ଶବ ପୋତି ଦେଇଥିବା ସନ୍ଦେହ କରିଛନ୍ତି ଘର ମାଲିକ । ଘର ମାଲିକ ମନୋରମା ସାହୁଙ୍କ ସୂଚନା ଅନୁଯାୟୀ ଦୁଇ ମାସ ତଳେ ଜଣେ ମାଆ ଏବଂ ପୁଅ ଆସି ତାଙ୍କ ଘରେ ଆସି ଭଡ଼ା!-->…
ବିଦ୍ୟୁତ୍ ଆଘାତରେ ଦୁଇ ଯୁବ ଚାଷୀ ମୃତ
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦର ଥାନା ବେନୁଖଣ୍ଡା ଗ୍ରାମରେ ଅଘଟଣ । ବିଲରେ କାମ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ଦୁଇ ଯୁବକଙ୍କ ମୃତ୍ୟୁ । ମୃତକ ଦୁଇଜଣ ହେଲେ ଅଜୟ କୁମାର ସାହୁ ଓ ସାଗର ଭୋଇ। ସୂଚନା ଅନୁସାରେ, ବିଲରେ ଟ୍ରାକ୍ଟର ଯୋଗେ ହଳ କରି!-->…
ଲୋକଙ୍କ କାମ ନହେଲେ ସରକାରୀ ବାବୁ ଗଣିବେ ତଣ୍ଡ
ଭୁବନେଶ୍ୱର : ଲୋକଙ୍କ କାମ ନହେଲେ ଅଧିକାରୀ ଗଣିବେ ତଣ୍ଡ । ଏଣିକି କୌଣସି ସରକାରୀ ସେବା ମିଳିବାରେ ବିଳମ୍ବ ହେଲେ ଅଧିକାରୀଙ୍କୁ ଗଣିବେ ତଣ୍ଡ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗର ମୁଖ୍ୟଙ୍କୁ ଏନେଇ ଚିଠି କରାଯାଇଛି । ଓଡ଼ିଶାରେ ସରକାରୀ ସେବା ପ୍ରଦାନରେ ବିଳମ୍ବ!-->…
ସୋଲାର କରେଣ୍ଟ ଲାଗି ହାତୀ ମୃତ
ଢେଙ୍କାନାଳ: ସୋଲାର କରେଣ୍ଟ ଲାଗି ଦନ୍ତାର ମୃତ୍ୟୁ ହୋଇଛି । ଢେଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ରେଞ୍ଜ ବେଗା ପଞ୍ଚାୟତ ଶ୍ରୀମନ୍ତପୁର ନିକଟରେ ଅଘଟଣ ଘଟିଛି । ଧାନ କ୍ଷେରେ ସୋଲାର କରେଣ୍ଟ ଲଗାଯାଇଥିଲା । ହାତୀଟି କ୍ଷେତରେ ବୁଲୁଥିବାବେଳେ ସୋଲାର କରେଣ୍ଟ ଲାଗିଥିଲା । ମୃତ ହାତୀ ଛୁଆର ବୟସ!-->…
ବିଜୁ ମହିଳା ଜନତାଦଳର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ହେଲେ ସୁସଂଗଠିକା ଅନିମା
ଆସିକା : ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦଳର ମୟୂରଭଂଜ, ବାଲେଶ୍ୱର, ଗଞ୍ଜାମ, କଟକ ମହାନଗର ସାଙ୍ଗଠନିକ ଜିଲ୍ଲାର ମହିଳା ସଭାନେତ୍ରୀ ଏବଂ କାର୍ଯ୍ୟକାରୀ ସଭାନେତ୍ରୀ ମାନଙ୍କ ନାମ ଘୋଷଣା କରିଛନ୍ତି । ବିଜୁ ମହିଳା ଜନତା ଦଳର ଗଞ୍ଜାମ ଜିଲ୍ଲା ଅନ୍ୟତମ କାର୍ଯ୍ୟକାରୀ ସଭାନେତ୍ରୀ!-->…
ଭିଜିଲାନ୍ସ ଜାଲରେ ସିନିଅର୍ ରେଭିନିଉ ଆସିଷ୍ଟାଣ୍ଟ, ୩ କୋଟି ସରକାରୀ ଅର୍ଥ ହେରଫେର ଅଭିଯୋଗ
ଜଗତସିଂପୁର : ୩ କୋଟିରୁ ଅଧିକ ସରକାରୀ ଅର୍ଥ ହେରଫେର । ଗିରଫ ହୋଇଥିବା ତିର୍ତ୍ତୋଲ ବ୍ଲକର ପୂର୍ବତନ ସ୍ୱତନ୍ତ୍ର ରାଜସ୍ବ ସହାୟକ ଭଞ୍ଜ କିଶୋର ବେହେରାଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସର ବଡ଼ ଧରଣର ଚଢ଼ାଉ । ଏକକାଳୀନ ଜଗତସିଂହପୁର ଜିଲ୍ଲାର ୬ଟି ସ୍ଥାନରେ!-->…
ଟିପିଏସ୍ଓଡିଏଲ୍ ପକ୍ଷରୁ ‘ଗ୍ରୀନ୍ ଚାମ୍ପିଅନ୍’ମାନଙ୍କୁ ସମ୍ବର୍ଦ୍ଧନା
ବ୍ରହ୍ମପୁର: ସ୍ୱଚ୍ଛ ଶକ୍ତି ଓ ସ୍ଥାୟୀ ଭବିଷ୍ୟତ ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ, ସ୍ୱାଧୀନତା ଦିବସ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ଗ୍ରାହକ ଓ କର୍ମଚାରୀମାନଙ୍କୁ ‘ଗ୍ରୀନ୍ ଚାମ୍ପିଅନ୍’ ଭାବେ!-->…