Sign in
Sign in
Recover your password.
A password will be e-mailed to you.
ଆସିକା ମାପ ଓଜନ ବିଭାଗ କୋମାରେ : ଖାଉଟିଙ୍କୁ ଓଜନ ରେ ବ୍ୟାପକ ଠକେଇ ଅଭିଯୋଗ ..!
ବ୍ରହ୍ମପୁର: ଆସିକା ସହର ରେ ମାପ ଓଜନ ରେ ଗ୍ରାହକ ମାନଙ୍କୁ ବ୍ୟବସାୟୀ ମାନେ ବ୍ୟାପକ ଠକେଇ କରୁଛନ୍ତି। ଆସିକା ତାଲୁକା ଛକରେ ଥିବା ମାପ ଓଜନ ବିଭାଗ ଅଧିକାରୀ ମାନେ ନାଇଁରେ ତେଲ ଦେଇ ଶୋଇଥିବା ଲକ୍ଷ କରାଯାଇଛି। କର୍ମଚାରୀ ଅଭାବ ଦର୍ଶାଇ ଥିବା ଯୋଗୁଁ ଗ୍ରାହକ ମାନେ ଓଜନ ରେ ଠକେଇ ହେଉଛନ୍ତି।!-->…
ଆସିକାରେ ବିଜେପି ବିଜେଡ଼ି ମଧ୍ୟରେ ଛକା ପଞ୍ଝା : ଅଶାନ୍ତର ବାତାବରଣ ଦିନକୁ ଦିନ ବଢୁଛି …..!
କୁହୁଳୁଛି ପାଉଁଶ ତଳର ନିଆଁ...
ଅରିବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମାମଲା
ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି ମୁଖ୍ୟ ଅରିବିନ୍ଦ କେଜ୍ରିୱାଲଙ୍କ ନାଁରେ FIR । ଦିଲ୍ଲୀର ଶିଖ ଗୁରୁଦ୍ବାର ପରିଚାଳନା କମିଟି ବା DSGMC ପକ୍ଷରୁ ରୁଜୁ ହୋଇଛି ଏହି ମାମଲା। କେଜ୍ରିୱାଲଙ୍କ ସମେତ ଦଳର ବିଧାୟକ ଓ କର୍ମୀଙ୍କ ବିରୋଧରେ ମଧ୍ୟ FIR ହୋଇଛି। ଆପ୍ ନେତା ଓ କର୍ମୀମାନେ!-->…
ଜିବୁଟିରୁ ୟେମେନ ଯାଉଥିବା ବେଳେ ନୌକା ଦୁର୍ଘଟଣା, ୧୫ ଶିଶୁଙ୍କ ସମେତ ୧୦୯ ମୃତ
ନୂଆଦିଲ୍ଲୀ: ପୂର୍ବ ଆଫ୍ରିକାର ଜିବୁଟି ଉପକୂଳରେ ଏକ ବଡ଼ ଧରଣର ଡଙ୍ଗା ଦୁର୍ଘଟଣା ଘଟିଛି । ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ସମୁଦ୍ରରେ ବୁଡ଼ିଯିବାରୁ ଅତି କମରେ ୧୦୯ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୫ ଜଣ ଶିଶୁ ଥିବା ଜଣାପଡ଼ିଛି । ଅନ୍ତର୍ଜାତୀୟ ସଂଗଠନ!-->…
ଆସନ୍ତାକାଲି ପ୍ରଧାନ ବିଚାରପତିଙ୍କୁ ଭେଟିବେ ଖଡ଼ଗେ ଓ ରାହୁଲ, ଦେଶରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଅଭିଯୋଗ
ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନ ବିଚାରପତିଙ୍କୁ ଭେଟିବେ ଖଡ଼ଗେ ଓ ରାହୁଲ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବଡ଼ ଅଭିଯୋଗ ଦେଶରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ସୃଷ୍ଟି କରୁଛନ୍ତି ଅରାଜକତା । ସିଜେଆଇଙ୍କ ନିକଟରେ କୌଣସି ଦାବି!-->…
CJP ନେତା ଅଭିଜିତ ଦୀପକେ, ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ମୁକ୍ତ କରିବାକୁ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: କକରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ରବିବାର ବଡ଼ ଆଶ୍ୱସ୍ତି ମିଳିଛି । ଦିଲ୍ଲୀ କ୍ୟାଣ୍ଟର ମାଜିଷ୍ଟ୍ରେଟ୍ କୋର୍ଟ ଏହି ତିନି ଜଣଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି । ଦିଲ୍ଲୀ ପୋଲିସ ତିନି ଜଣଙ୍କୁ ନେଇ!-->…
ପାକିସ୍ତାନରେ ଧର୍ମନିନ୍ଦା ବିବାଦ, ଘର ଛାଡ଼ିଲେ ୩୫ରୁ ଅଧିକ ଖ୍ରୀଷ୍ଟିଆନ୍ ପରିବାର
ପାକିସ୍ତାନ: ପାକିସ୍ତାନରେ ଧର୍ମନିନ୍ଦା ଅଭିଯୋଗ ପରେ ଖ୍ରୀଷ୍ଟିଆନ୍ ପରିବାର ଭୟଭୀତ!-->…
ରିୟାଦ ବିମାନବନ୍ଦର ଉପରେ ଆକ୍ରମଣ, ୧୨ ମୃତ
ନୂଆଦିଲ୍ଲୀ: ରିୟାଦର କିଙ୍ଗ ଖାଲିଦ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିବା ଭୟାବହ ହୁତି ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣ । ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ୪ ଜଣ ସାଉଦି ନାଗରିକ ଏବଂ ବାଂଲାଦେଶ, ଆମେରିକା, ଇଜିପ୍ଟ, ଜର୍ଡାନ, ସିରିଆ, ପାଲେଷ୍ଟାଇନ ଓ ସୁଦାନର ୮ ଜଣ!-->…
ବିଷାକ୍ତ ଖାଦ୍ୟ ଖାଇ ଦମ୍ପତିଙ୍କ ମୃତ୍ୟୁ
ରାଇରଙ୍ଗପୁର : ବିଷାକ୍ତ ଖାଦ୍ୟ ଖାଇ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ନିକଟ ଜାଟିପାଣି ଗ୍ରାମରେ ଦମ୍ପତିଙ୍କ ମୃତ୍ୟୂ ଘଟିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବାରୁ ବିଷାକ୍ତ ଖାଦ୍ୟ ନେଇ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ସୂଚନା ଅନୁଯାୟୀ, ବିଶୋଇ ଥାନା!-->…
ଡକାୟତି ଯୋଜନା ପଣ୍ଡ, ୯ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ
ରାଇରଙ୍ଗପୁର: ବହଳଦା ଅଞ୍ଚଳରେ ଦୁଇଟି ପୃଥକ ସ୍ଥାନରେ ପୁଲିସ ଟିମ୍ ସମନ୍ବିତ ଭାବେ ଚଢ଼ାଉ କରି ଡକାୟତି ଉଦ୍ୟମକୁ ପଣ୍ଡ କରିଛନ୍ତି। ଏହି ଚଢ଼ାଉରେ ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ଥିବା ୯ ଜଣ ପେଷାଦାର ଅପରାଧୀଙ୍କୁ ଗିରଫ କରାଯାଇଛି। ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ!-->…