Sign in
Sign in
Recover your password.
A password will be e-mailed to you.
ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ମଝି ଆକାଶରେ ଲାଗିଲା ନିଆଁ
ନୂଆଦିଲ୍ଲୀ : ମଝି ଆକାଶରେ ବିମାନରେ ଲାଗିଲା ନିଆଁ । ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲା ଇଣ୍ଡିଗୋ ବିମାନ ଦିଲ୍ଲୀ-ଚେନ୍ନାଇ ଇଣ୍ଡିଗୋ ବିମାନ। ହାଇଦ୍ରାବାଦରେ ବିମାନର ଜରୁରୀ ଅବତରଣ। ବିମାନ ଉଡ଼ାଣ ଭରିବା ପରେ ଜଣେ ଯାତ୍ରୀଙ୍କର ଏକ ବୈଦ୍ୟୁତିକ ଉପକରଣରୁ ହଠାତ୍ ଧୂଆଁ ବାହାରିବା ଯୋଗୁଁ!-->…
ମା ‘ ପାଟଖଣ୍ଡା ଦୁର୍ଗାପୂଜା ସମିତି ପକ୍ଷରୁ ପଞ୍ଚୁଦଣ୍ଡ ପରିଚାଳନା ସମିତିକୁ ନିମନ୍ତ୍ରଣ
ବାଲିଗୁଡ଼ା : ଧର୍ମୀୟ ଭାବନା, ଭକ୍ତି ଓ ଭାଇଚାରାର ମହାନ ପରମ୍ପରାକୁ ଆଧାର କରି ବାଲିଗୁଡ଼ାରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଥିବାବେଳେ ଏହାକୁ ନେଇ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏହି ପବିତ୍ର ଅବସରରେ ଶ୍ରୀ ଶ୍ରୀ ଶ୍ରୀ ମା’!-->!-->!-->…
କାର୍ ସିକ୍ରେଟ ଚାମ୍ବରରୁ ୯ କୋଟି ଟଙ୍କାର ବିଦେଶୀ ସୁନା ଜବତ, ଦୁଇ ଗିରଫ
ନୂଆଦିଲ୍ଲୀ : ୯ କୋଟି ଟଙ୍କାର ବିଦେଶୀ ସୁନା ଜବତ । ଘଟଣାରେ ଦୁଇ ଗିରଫ । DRI ପକ୍ଷରୁ ଜାତୀୟ ରାଜପଥରେ ପାଟ୍ରୋଲିଂ ବେଳେ ଜବତ ହେଲା ବିପୁଳ ପରିମାଣର ସୁନା । ଦୀର୍ଘ ସମୟ ଧରି ପିଛା କରିବା ପରେ କୋଲକାତାରୁ ହାଇଦ୍ରାବାଦ ଯାଉଥିବା ଏକ କାରକୁ ବିଶାଖାପାଟଣାରେ ଅଟକାଇଥିଲେ DRI ଅଧିକାରୀ ।!-->…
ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ ମାମଲାରେ ଆଉ ୩ ଗିରଫ : କଲରାପତରିଆ ବାଘ ନଖ, ଦାନ୍ତ ଓ ଶିଙ୍ଗ ସହ ୨ ହରିଣ ଖପୁରୀ ଜବତ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାରେ ବନ୍ୟଜନ୍ତୁ ଶିକାର ଓ ଅବୈଧ ବନ୍ୟଜନ୍ତୁ ଅଙ୍ଗପ୍ରତ୍ୟଙ୍ଗ କାରବାର ବିରୋଧରେ ବନ ବିଭାଗର ତଦନ୍ତ ଜୋରଦାର ହୋଇଛି। କଲରାପତରିଆ ବାଘ ଛାଲ ଚୋରା କାରବାର ମାମଲାରେ ଆଉ ୩ ଜଣଙ୍କୁ ଗିରଫ କରିଛି ବାଲିଗୁଡ଼ା ବନଖଣ୍ଡ। ଅଭିଯୁକ୍ତଙ୍କଠାରୁ ୪ଟି ବାଘ ନଖ, ୪ଟି ଦାନ୍ତ,!-->…
ଛାତ୍ର ସଂସଦ ନିର୍ବାଚନ: ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଡିଜିପିଙ୍କ ବୈଠକ, ହିଂସା ରୋକିବା ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଡିଜିପିଙ୍କ ବୈଠକ । ଜିଲ୍ଲା ଏସପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଭିଡିଓ କନଫରେନ୍ସିଂରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଆସନ୍ତା୧୫ ତାରିଖରେ ହେବାକୁ ଥିବା ଛାତ୍ର ସଂସଦ!-->…
ଗ୍ୟାସ୍ ଲିକ୍ ହୋଇ ଘରେ ଲାଗିଲା ନିଆଁ: ଶିଶୁ କନ୍ୟା ମୃତ, ବାପା-ମା ଗୁରୁତର
ଯାଜପୁର: ଗ୍ୟାସ୍ ଲିକ୍ ହୋଇ ଲାଗିଲା ନିଆଁ, ୪ବର୍ଷର ଶିଶୁ କନ୍ୟା ମୃତ । ବାପା ଓ ମା ଗୁରୁତର । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅରାବଳ ଗାଁରେ ଅଭାବନୀୟ ଘଟଣା । ଅଭିରାମ ମଲିକଙ୍କ ଘରେ ଚା ଓ ରୁଟି ତିଆରି ହେଉଥିବା ବେଳେ ହଠାତ୍ ଗ୍ୟାସ୍ ଲିକ୍ ହୋଇଥିଲା । ଫଳରେ ନିଆଁ!-->…
ପଟ୍ଟାମୁଣ୍ଡାଇ ୟୁ କେ ମହାବୀର କଲେଜରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା: ନିର୍ବାଚନ ବାତିଲ, ସାଇନ୍ ଡାଏ ଘୋଷଣା
ରାଜନଗର: ୟୁ କେ ମହାବୀର କଲେଜରେ ନିର୍ବାଚନ ବାତିଲ । ପଟ୍ଟାମୁଣ୍ଡାଇ ୟୁ କେ ମହାବୀର କଲେଜରେ ନିର୍ବାଚନ ବାତିଲ । ସାଇନ୍ ଡାଏ ଘୋଷଣା । ଆଇନ୍ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି କଲେଜ ଅଧ୍ୟକ୍ଷ ଘୋଷଣା କଲେ ସାଇନ୍ ଡାଏ । ଗତକାଲି ଛାତ୍ର ସଂସଦ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀ!-->…
ଟ୍ରଲରକୁ ପଛପଟୁ ପିଟିଲା ବସ୍, ୩୩ ଆହତ ୧୦ ଗୁରୁତର
ସମ୍ବଲପୁର: ଟ୍ରଲରକୁ ପଛପଟୁ ପିଟିଲା ବସ୍ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟରେ ଦୁର୍ଘଟଣା । ବସ୍ ରେ ଥିବା ଏକ କମ୍ପାନୀ ର ୩୩ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ମାନଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଗତକାଲି!-->!-->!-->…
ପାର୍ବଣ ପୂର୍ବରୁ ଆକ୍ସନ ମୋଡରେ କେନ୍ଦୁଝର ପୋଲିସ, ପାଟ୍ରୋଲିଂ ବେଳେ ଦେଶୀ ବନ୍ଧୁକ ଓ ଗୁଳି ଜବତ
ଆନନ୍ଦପୁର: କେନ୍ଦୁଝର ପୋଲିସର କଡ଼ା ପଦକ୍ଷେପ । ଆନନ୍ଦପୁର ଏସ୍ଡିପିଓ କମଳ କୁମାର ପଣ୍ଡାଙ୍କ ନେତୃତ୍ୱରେ ରବିବାର ସକାଳୁ ଚାଲିଥିଲା ଚେକିଂ । ଏହି ସମୟରେ ବାପ-ପୁଅଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକଏବଂ ବିପୁଳ ପରିମାଣର ଗୁଳି ଜବତ କରାଯାଇଛି। କେନ୍ଦୁଝର ଏସ୍ପି ନୀତିନ କୁଶଲକର ଦାଗୁଡୁଙ୍କ!-->…
ସିଜେପି ଆନ୍ଦୋଳନ ବେଳେ ମେଟ୍ରୋ ଷ୍ଟେସନ ବନ୍ଦ ଓ ଟ୍ରେନ ବାତିଲ ନେଇ କାଲି ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ : ସିଜେପି ଆନ୍ଦୋଳନ ବେଳେ କାହିଁକି ବନ୍ଦ ହେଲା ମେଟ୍ରୋ ଷ୍ଟେସନ ଓ ଟ୍ରେନ? କାଲି ସୁପ୍ରିମ କୋର୍ଟରେ ହେବ ଶୁଣାଣି । ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନକୁ ରୋକିବାକୁ ପ୍ରଶାସନ ପକ୍ଷରୁ ଉଠାଯାଇଥିବା ପଦକ୍ଷେପ ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ। ଜଷ୍ଟିସ ଜୟମାଲା ବାଗଚି!-->…