ଦିଲ୍ଲୀରେ ସିଜେପିର ପ୍ରଦର୍ଶନ ବେଳେ ପୋଲିସ ବର୍ବରତାକୁ ନେଇ ଅନଶନ ଧମକ ଦେଲେ ସୋନମ ୱାଙ୍ଗଚୁକ୍

ଲେହ: ଦିଲ୍ଲୀରେ କକ୍ରୋଚ ଜନତା ପାର୍ଟି (ସିଜେପି)ର ପ୍ରଦର୍ଶନ ଓ ପ୍ରଦର୍ଶନକାରୀଙ୍କୁ ଅଟକ କରାଯିବା ଘଟଣାକୁ ନେଇ ଆକ୍ଟିଭିଷ୍ଟ ସୋନମ ୱାଙ୍ଗଚୁକ୍ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ଓ ଦିଲ୍ଲୀ ପ୍ରୋଟେଷ୍ଟକୁ ସମର୍ଥନ କରିଛନ୍ତି। ଏ ନେଇ ସେ ଏକ୍ସ ରେ ଏକ ଭିଡିଓ ସେୟାର କରିଛନ୍ତି। କହିଛନ୍ତି…

ରୁଷ୍‌ରୁ ତେଲ କିଣିବ ଆମେରିକା, ଘୋଷଣାକୁ ନେଇ ଜେଲେନସ୍କିଙ୍କ ସମାଲୋଚନା

ୱାସିଂଟନ: ଆମେରିକା ସହ ବିଶ୍ବ ବଜାରକୁ ରୁଷ୍‌ ଡିଜେଲ ଯୋଗାଇବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଏହି ଘୋଷଣା କରିଛନ୍ତି। ବିଶ୍ବ ବଜାରରେ ଅଶୋଧିତ ଦରକୁ କମାଇବା ଲାଗି ରୁଷ୍‌ ରାଜି ହୋଇଛି। ଟ୍ରମ୍ପ ପ୍ରଶାସନ ରୁଷ୍‌ ତେଲ ଉପରେ ଲଗାଇଥିବା କଟକଣାକୁ ଅସ୍ଥାୟୀ…

ମଣିପୁରରେ ପୁଣି ହିଂସା: ୫ ଜଣଙ୍କୁ ଗୁଳି କରି ହତ୍ୟା

ଇମ୍ଫାଲ: ମଣିପୁରର କାମଜୋଙ୍ଗ ଓ ଉଖରୁଲ ଜିଲ୍ଲାରେ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ନୂତନ ସଂଘର୍ଷରେ ଜଣେ ମହିଳାଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ନାଗା ବହୁଳ କାମଜୋଙ୍ଗ ଜିଲ୍ଲାର କୁକି-ପ୍ରଧାନ ଚାସାଦ ଗାଁରେ ଜଣେ ୨୨ ବର୍ଷୀୟ ଯୁବକ ଓ ଜଣେ ୪୨ ବର୍ଷୀୟ ମହିଳାଙ୍କ ମୃତ୍ୟୁ…

ସିଇସିଙ୍କ ଇସ୍ତଫା ଦାବିରେ ଚେନ୍ନାଇରେ ପ୍ରତିବାଦ କରୁଥିବା ବେଳେ ୧୦୦ରୁ ଅଧିକ ଯୁବକ ଅଟକ

ଚେନ୍ନାଇ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ଦାବିରେ ଶନିବାର ଚେନ୍ନାଇରେ ପ୍ରତିବାଦ କରୁଥିବା ୧୦୦ରୁ ଅଧିକ ଛାତ୍ର ଓ ଯୁବ ସଂଗଠନର କର୍ମୀଙ୍କୁ ପୁଲିସ ଅଟକ ରଖିଛି। ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟସ୍‌ ଫେଡେରେସନ୍‌ (ଏଆଇଏସ୍‌ଏଫ୍‌) ଓ ଅଲ୍‌ ଇଣ୍ଡିଆ…

ପାନାମାରେ ଶକ୍ତିଶାଳୀ ଭୂକମ୍ପ ଝଟକା; ଅନେକ କୋଠା କ୍ଷତିଗ୍ରସ୍ତ, ସୁନାମି ଆଲର୍ଟ ଜାରି

ନୂଆଦିଲ୍ଲୀ: ପନାମାରେ ଶକ୍ତିଶାଳୀ ଭୂକମ୍ପର ଝଟକାରେ ଥରି ଉଠିଲା ଧରିତ୍ରୀ । ଦକ୍ଷିଣ ପନାମାରେ ୭.୭ ଓ ୬.୬ ତୀବ୍ରତାର ଦୁଇଟି ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିଲା । ଏହା ପରେ ଏକାଧିକ ଥର ଆଫ୍ଟରଶକ୍‌ ମଧ୍ୟ ଅନୁଭୂତ ହୋଇଥିଲା । ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଲୋକମାନେ…

ଭୋଟ୍ ଜାଲିଆତି ଅଭିଯୋଗରେ ପ୍ରତିବାଦ କରୁଥିବା ବେଳେ ମମତା, କେଜିରୱାଲଙ୍କ ସମେତ ବହୁ ନେତା ଅଟକ

ନୂଆଦିଲ୍ଲୀ: CJPଙ୍କ ପ୍ରତିବାଦକୁ ନେଇ ଦିଲ୍ଲୀରେ ବିଶୃଙ୍ଖଳା ସୃଷ୍ଟି ହୋଇଛି । ଏହି ସମୟରେ, ଆଜି ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ କରୁଥିବା TMC ମୁଖ୍ୟ ମମତା ବାନାର୍ଜୀଙ୍କୁ ଅଟକ ରଖାଯାଇଛି । TMC ସାଂସଦମାନଙ୍କ ସହିତ ବାନାର୍ଜୀ ସାଉଥ୍…

ସିଜେପିର ପ୍ରତିବାଦ ନେଇ ଦିଲ୍ଲୀରେ ୪୫ ମେଟ୍ରୋ ଷ୍ଟେସନ୍ ବନ୍ଦ, ୬୬ରୁ ଅଧିକ ଟ୍ରେନ୍ ବାତିଲ୍

ନୂଆଦିଲ୍ଲୀ : ଦିଲ୍ଲୀର ଜନ୍ତରମନ୍ତରରେ ସିଜେପିର ପ୍ରତିବାଦ ନେଇ ପୋଲିସ ଛାଉଣୀ, ଲକଡାଉନ ଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୪୦ ହଜାର ସୁରକ୍ଷାକର୍ମୀ ମୁତୟନ, ଇଣ୍ଟରନେଟ୍ ଓ ମେଟ୍ରୋ ସେବା ଉପରେ କଟକଣା ଲାଗିଛି । ଦିଲ୍ଲୀ ସୀମାରେ କଡ଼ା ଯାଞ୍ଚ ସହ ରାସ୍ତାରେ ବ୍ୟାରିକେଡ୍ ବ୍ୟବସ୍ଥା…

CJPର ଆନ୍ଦୋଳନ ପୂର୍ବରୁ ବିମାନରୁ ଅଭିଜିତ ଦିପକେଙ୍କୁ ଉଠାଇନେଲା ପୋଲିସ

ନୂଆଦିଲ୍ଲୀ: SIR ବିରୋଧରେ ଦିଲ୍ଲୀରେ ହାଇଡ୍ରାମା ଚାଲିଛି। ୧୫୦୦ରୁ ଅଧିକ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ CJP ପ୍ରତିଷ୍ଠାତା ଅଭିଜିତ ଦିପକେଙ୍କୁ ମଧ୍ୟ ହେପାଜତରେ ନିଆଯାଇଛି। ଦିଲ୍ଲୀରେ SIR ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ବିରୋଧ ଅଧିକ ତେଜିଛି।…

ଦୁର୍ଗାପୂଜା ଓ ଭସାଣି ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ବୈଠକ : ଡିଜେ ବ୍ୟାନ୍

ବାଲିଗୁଡ଼ା, ୧୦/୧୦ : ଶାରଦୀୟ ଦୁର୍ଗାପୂଜା ଓ ଭସାଣିକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଏବଂ ସୁରକ୍ଷିତ କରିବାକୁ ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନର କଡ଼ା ଆଭିମୁଖ୍ୟ। ପୂଜା ଓ ଭସାଣି ଶୋଭାଯାତ୍ରାରେ ଡିଜେ ବାଜା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଥିବା ବେଳେ ବିକଟାଳ ଶବ୍ଦ କରି ଦ୍ରୁତଗତିରେ…

ଶିବ ପଦ୍ମା ହାବିଟାଟ୍ସ’ ପ୍ରକଳ୍ପ ଉପରେ ‘ଓରେରା’ ର କଡ଼ା କାର୍ଯ୍ୟାନୁଷ୍ଠାନ, ବେଆଇନ ନିର୍ମାଣ…

ବ୍ରହ୍ମପୁର : ବ୍ରହ୍ମପୁର ବିକାଶ ପ୍ରାଧିକରଣ (BDA) ଅଧୀନରେ ଥିବା ଆବାସିକ ପ୍ରକଳ୍ପ ‘ଶିବ ପଦ୍ମା ହାବିଟାଟ୍ସ’ର ଡୁପ୍ଲେକ୍ସ ସ୍କିମ୍ ‘ଡିଭାଇନ୍ ବ୍ଲିସ୍’ ରେ ହୋଇଥିବା ବେଆଇନ ନିର୍ମାଣ ଓ ନିୟମ ଉଲ୍ଲଂଘନ ବିରୋଧରେ ଓଡ଼ିଶା ରିଅଲ ଇଷ୍ଟେଟ୍ ରେଗୁଲେଟରୀ ଅଥରିଟି (ORERA) କଡ଼ା ଆଦେଶ…