Sign in
Sign in
Recover your password.
A password will be e-mailed to you.
ଏସଆଇଆର ପ୍ରକ୍ରିୟାରେ ଭୋଟର ତାଲିକାରେ ନାମ ସାମିଲ ପାଇଁ ୩୩,୫୧୫ଟି ଫର୍ମ-୬ ଆବେଦନ ଗ୍ରହଣ
ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଭୋଟର ତାଲିକାରେ ନାମ ସାମିଲ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୭, ୮ ଓ ୯ ତାରିଖରେ ରାଜ୍ୟବ୍ୟାପୀ ଏକ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟାରେ ଭୋଟର ତାଲିକାରେ ନାମ!-->…
ରେଭେନ୍ସାରେ ଛାତ୍ର ଆନ୍ଦୋଳନ: ପୋଲିସ-ଛାତ୍ରଛାତ୍ରୀ ମୁହାଁମୁହିଁ
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି। ଏଆଇଡିଏସ୍ଓ ପକ୍ଷରୁ ସଭାପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ସ୍ୱପ୍ନାରାଣୀ ପ୍ରଧାନଙ୍କ ନାମାଙ୍କନ ଖାରଜ ହେବା ପରେ ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା!-->…
ଜେଲ୍ ଓ୍ବାର୍ଡରଙ୍କ ସନ୍ଦେହଜନକ ମୃତ୍ୟୁ: କ୍ୱାର୍ଟର୍ସରୁ ଗଳିତ ମୃତଦେହ ଉଦ୍ଧାର
କୋରାପୁଟ: କ୍ବାର୍ଟର୍ସରୁ ଉଦ୍ଧାର ହେଲା ଜେଲ ଓ୍ବାର୍ଡରଙ୍କ ମୃତଦେହ । କୋରାପୁଟ ଜେଲରେ ୱାର୍ଡର ଭାବେ କାର୍ଯ୍ୟରତ ଦାମୋଦର ତ୍ରିପାଠୀଙ୍କ ମୃତଦେହ ଏକ କ୍ୱାର୍ଟର୍ସ ଭିତରୁ ଉଦ୍ଧାର କରାଯାଇଛି । ମୃତକଙ୍କ ଘର ଜୟପୁରସ୍ଥିତ କେଲାନଗରରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ମିଳିଥିବା!-->!-->!-->…
ନୟାଗଡ଼ ମଡେଲ ଡିଗ୍ରୀ କଲେଜରେ ନିର୍ବାଚନ ବାତିଲ୍ ପ୍ରତିବାଦରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ
ନୟାଗଡ଼ : କଲେଜ ନିର୍ବାଚନ ପାଇଁ କ୍ୟାମ୍ପସ ସରଗରମ । ସରିଲାଣି ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ । ଦିନ ୩ଟାରେ ଆସିବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ତେବେ ଏଭଳି ସ୍ଥିତିରେ କିଛି ସ୍ଥାନରେ ନିର୍ବାଚନ ବାତିଲ୍ ପ୍ରତିବାଦରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ । ନୟାଗଡ଼ ମଡେଲ ଡିଗ୍ରୀ କଲେଜ!-->…
ରେଳ ଲାଇନରେ ଶୋଇ ଭିଡିଓ ବନାଇବା ବେଳେ ଚାଲିଗଲା ନାବାଳକର ଜୀବନ
ବୌଦ୍ଧ: ରେଳ ଲାଇନରେ ଶୋଇ ଷ୍ଟଣ୍ଟ ଭିଡିଓ ବନାଇ ଭାଇରାଲ ହୋଇଥିଲେ । ଏହାକୁ ନେଇ ପୋଲିସ ଗତବର୍ଷ ଜୁଲାଇ ମାସରେ ପୋଲିସ ନାବାଳକଙ୍କୁ ତାଗିଦ ବି କରିଥିଲା । ହେଲେ ଏଥର କିନ୍ତୁ ଆଉ ବର୍ତ୍ତିଲେନି । ସମାନ ଢଙ୍ଗରେ ରେଳଲାଇନରେ ଶୋଇ ଭିଡିଓ ବନାଇବା ବେଳେ ଚାଲିଗଲା ନାବାଳକର ଜୀବନ । ଏଭଳି ଏକ!-->…
ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧି ବାଛିବାକୁ ସଜବାଜ, ମଇଦାନରେ ୩୧ ପ୍ରାର୍ଥୀ
ବାଲିଗୁଡ଼ା : ଦୀର୍ଘ ୪୬ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଆରମ୍ଭ ହୋଇଛି ରାଜନୈତିକ ଉଷ୍ମତା। ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ଯୋଗାଡ଼ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ବେଳେ ନାମାଙ୍କନ ପ୍ରତ୍ୟାହାର ପରେ!-->…
“ଶାନ୍ତି ଓ ନ୍ୟାୟ କ୍ଷେତ୍ରରେ ଅବଦାନ ପାଇଁ NGO ବର୍ଗରେ ‘ଗ୍ଲୋବାଲ୍ ସଷ୍ଟେନେବିଲିଟି ଆୱାର୍ଡ ୨୦୨୬’ ଜାତୀୟ…
ନୂଆଦିଲ୍ଲୀ, ୧୦ ଅକ୍ଟୋବର ୨୦୨୬: ଓଡ଼ିଶାର ଇଣ୍ଡିଆନ୍ ସୋସାଇଟି ଫର୍ ରୁରାଲ୍ ଡେଭଲପମେଣ୍ଟ (ISRD), ବ୍ରହ୍ମପୁର ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ–୧୬ " ମହିଳା ସଶକ୍ତୀକରଣ, ଶିଶୁ ସୁରକ୍ଷା ଏବଂ ନ୍ୟାୟ" ପ୍ରାପ୍ତି କ୍ଷେତ୍ରରେ ତୃଣମୂଳସ୍ତରୀୟ ଅବଦାନ ପାଇଁ NGO ବର୍ଗରେ!-->!-->!-->!-->!-->…
ଆସିକା ମେଡିକାଲ ପୋଷ୍ଟ-ମର୍ଟମ ଛକରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣିଲେ.. !
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଆସିକା ମେଡିକାଲ ପୋଷ୍ଟମୋଟମ ଛକ ଉପରେ ଯୁବକକୁ ହାଣି ଦେଲେ ଅଜଣା ଦୁର୍ବୁତ୍ତ l ଘଟଣା ଘଟିବା ପରେ ଗୁରୁତର ଅଵସ୍ଥାରେ ଯୁବକକୁ ଆସିକା ମେଡିକାଲ କୁ ଚିକିତ୍ସା ପାଇଁ ନିଆଯାଇଥିଲା । ଯୁବକ ଜଣକ ଧରାକୋଟ ଥାନା ଓଳମ୍ବା ଗ୍ରାମର ରାଜା ଭୂୟାଁ ସୂଚନା ମିଳିଥିବା!-->…
ରାୟଗଡ଼ା ଆଇନସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା ଶିବିର
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ଦାମୋଦର ରଥ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ଜିଲ୍ଲା!-->…
ଦେବଗଡ଼ କଲେଜରେ ପ୍ରାର୍ଥୀପତ୍ର ନାକଚ ନେଇ ଛାତ୍ର ଅଶାନ୍ତି, ଟାୟର ଜାଳି ରାସ୍ତା ଅବରୋଧ
ଦେବଗଡ଼: ଦୀର୍ଘ ଆଠ ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ରାଜଧାନୀ ଭୁବନେଶ୍ଵରଠୁ ନେଇ ଗ୍ରାମାଞ୍ଚଳ କଲେଜ ପର୍ଯ୍ୟନ୍ତ ସବୁଠି ମାହୋଲ ସରଗରମ। ଅନେକ କଲେଜରେ ନିର୍ବାଚନକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଲାଣି। ଏହି କ୍ରମରେ ଦେବଗଡ ମହାବିଦ୍ୟାଳୟରେ ଛାତ୍ର!-->…