Sign in
Sign in
Recover your password.
A password will be e-mailed to you.
ରାୟଗଡ଼ା ଗ୍ରାମାଞ୍ଚଳରେ ଡିଜିଟାଲ୍ ଶିକ୍ଷାର ପ୍ରସାର ପାଇଁ ଇମ୍ଫାର ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ…
ରାୟଗଡ଼ା : ଡିଜିଟାଲ୍ ବୈଷମ୍ୟ ଦୂର କରିବା ଏବଂ ଗ୍ରାମାଞ୍ଚଳର ଲୋକଙ୍କୁ ଡିଜିଟାଲ୍ ଜ୍ଞାନରେ ସଶକ୍ତ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ ଇମ୍ଫା ର ସାମାଜିକ ଦାୟିତ୍ୱ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ‘ଇ-ଶିକ୍ଷା ଏକ୍ସପ୍ରେସ୍’ର ଶୁଭାରମ୍ଭ କରାଯାଇଛି। ଏହି!-->…
ଆରଡେଇ ନଦୀରେ ବୁଡ଼ିଗଲେ ଦୁଇ ଭାଇ: ଜଣଙ୍କର ମୃତଦେହ ଉଦ୍ଧାର, ଆଉ ଜଣେ ନିଖୋଜ
ଯୋଡ଼ା : ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭାଇ । କେନ୍ଦୁଝର ଝୁମ୍ପୁରା ଥାନା ତେଲି ଅର୍ଶଳା ଗାଁ ମୁସଲିମ ବସ୍ତିରେ ଅଘଟଣ । ମହମ୍ମଦ ମହିବୁର ରହେମନଙ୍କ ଦୁଇ ନାବାଳକ ସମେତ ସେହି ଗାଁର ଅନ୍ୟଜଣେ ନାବାଳକ ଆରଡେଇ ନଦୀକୁ ଗାଧେଇବାକୁ ଯାଇଥିଲେ । ଅସାବଧାନତାରୁ ୩ ଜଣ ନଦୀରେ ବୁଡ଼ି ଯାଇଥିଲେ ।!-->…
ଉମରକୋଟ କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା, ଅଣଛାତ୍ରଙ୍କୁ ଛୁରାମାଡ଼
ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା । କଲେଜରେ ଛାତ୍ର ସଂସଦ ନିର୍ବାଚନ ପ୍ରସ୍ତୁତି ବେଳେ କଲେଜ କ୍ୟାମ୍ପସ ବାହାରେ ଗତକାଲି ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ!-->…
ନାଗ ସହ ରିଲ୍ସ, ସର୍ପାଘାତରେ ଯୁବକ ମୃତ
ପୁରୀ : ମହଙ୍ଗା ପଡ଼ିଲା ନାଗ ସହ ରିଲ୍ସ । ନାଗ ସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ ଚୋଟରେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠପୁର ଗ୍ରାମର ତପନ କୁମାର ପ୍ରଧାନ । ପୁରୀ ହସ୍ପିଟାଲରେ ତପନକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସଦର ଥାନା!-->…
R&B ଡିଭିଜନ୍ -୧ରେ ୯.୨୪ କୋଟିର ସରକାରୀ ପାଣ୍ଠି ଆତ୍ମସାତ୍ ମାମଲା; ଆଉ ୩ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ R&B ଡିଭିଜନ୍-୧ର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟରେ ୯.୨୪ କୋଟି ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ୍ ଅଭିଯୋଗ ମାମଲାରେ ଓଡ଼ିଶା ଭିଜିଲାନ୍ସ ଆଉ ତିନିଜଣ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି। ଯେଉଁଥିରେ ଜଣେ ଟ୍ରେଜେରୀ କର୍ମଚାରୀ ମଧ୍ୟ!-->…
ବାଲିଗୁଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ବରାଳଦେବୀଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା : ଭାରତଲୀଳା ଓ ପ୍ରସାଦ ସେବନ ମୁଖ୍ୟ…
ବାଲିଗୁଡ଼ା, ୧୦/୧୦ : ଶାରଦୀୟ ଦୁର୍ଗାପୂଜାକୁ ନେଇ ବାଲିଗୁଡ଼ାରେ ଆଧ୍ୟାତ୍ମିକ ଉତ୍ସାହ ଓ ଭକ୍ତିମୟ ପରିବେଶ ସୃଷ୍ଟି ହେବାକୁ ଯାଉଛି। ବାଲିଗୁଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ବରାଳଦେବୀଙ୍କ ପୀଠରେ ଆସନ୍ତା ଅକ୍ଟୋବର ୧୧ ତାରିଖ ରବିବାରଠାରୁ ଶାରଦୀୟ ନବଦିନାତ୍ମକ ପୂଜା ଆରମ୍ଭ ହୋଇ ୧୯!-->!-->!-->…
ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ସାଂଗଠନିକ ଶକ୍ତି ପରୀକ୍ଷା : ନବୀନ ନିବାସରେ କନ୍ଧମାଳ ନେତାଙ୍କ ମାନସ ମନ୍ଥନ,…
ବାଲିଗୁଡ଼ା, ୧୦/୧୦ : ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ତତ୍ପରତା ବଢ଼ୁଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦଳୀୟ ସଂଗଠନକୁ ପୁନର୍ବାର ସୁଦୃଢ଼ କରିବା ଦିଗରେ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ!-->!-->!-->…
ମହିଳାଙ୍କ ଧୂପକାଠି ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ଟିପିଏସ୍ଓଡିଏଲ୍ ତରଫରୁ ଇ-ଯାନର ଶୁଭାରମ୍ଭ
ବ୍ରହ୍ମପୁର: ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ (ଏସ୍ଏଚ୍ଜି) ଦ୍ୱାରା ପ୍ରସ୍ତୁତ ପରିବେଶ ଅନୁକୂଳ ଧୂପକାଠିର ବିକ୍ରି ଓ ବଣ୍ଟନକୁ ସରଳ କରିବା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ରଙ୍ଗେଇଲୁଣ୍ଡା ବ୍ଲକ୍ର ପଞ୍ଚମା ଗ୍ରାମସ୍ଥିତ!-->…
ମଦ ବନ୍ଦ ଦାବୀକରି ଥାନାରେ ପହଁଞ୍ଚିଲେ ମହିଳା
କୋରାପୁଟ : କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ମହିଳାଙ୍କ ମଦବିକ୍ରି ବନ୍ଦଦାବୀ ତେଜିବାରେ ଲାଗିଛି l ଆଜି ଢlମନାହାଣ୍ଡି ପଞ୍ଚାୟତରୁ ଶହଶହ ମହିଳା କୋଟପାଡ଼ ଥାନାରେ ପହଂଚି ଦାବିପତ୍ର ଦେଇଛନ୍ତି l ମହିଳାମାନଙ୍କ ଅଭିଯୋଗ ହେଲା, ଅଞ୍ଚଳରେ ମଦ ମାଫିଆ ବେଆଇନ ଭାବେ!-->!-->!-->…