ୟୁପିଆଇ ପେମେଣ୍ଟକୁ ନେଇ ବଡ଼ ଅପ୍‌ଡେଟ୍, ୨୦୨୭ ମସିହା ଜାନୁଆରୀ ପହିଲାରୁ ଲାଗୁ ହୋଇପାରେ ଏମ୍‌ଡ଼ିଆର୍

ନୂଆଦିଲ୍ଲୀ: ୟୁପିଆଇ ପେମେଣ୍ଟ ବ୍ୟବସ୍ଥାକୁ ନେଇ ବଡ଼ ଅପ୍‌ଡେଟ୍। ଘୁଞ୍ଚିବ UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ। ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବାର ସମ୍ଭାବନା ରହିଛି। ବିଶେଷ କରି ପର୍ବପର୍ବାଣୀ ସମୟରେ…

CJP ଆନ୍ଦୋଳନ ପୂର୍ବରୁ ଦିଲ୍ଲୀରେ ୨୩ ହଜାର ଯବାନ ମୁତୟନ, ଆନ୍ଦୋଳନରୁ ଦୂରେଇ ରହିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ଅକ୍ଟୋବର ୧୦ରେ ରାଜଧାନୀରେ ବଡ଼ ପ୍ରତିବାଦ! ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନରୁ ଦୂରେଇ ରହିବାକୁ ପରାମର୍ଶ, ବସ୍‌ରୁ PG ହଷ୍ଟେଲ୍‌ ପର୍ଯ୍ୟନ୍ତ ପୋଲିସର କଡ଼ା ନଜର। ଦିଲ୍ଲୀରେ ଆନ୍ଦୋଳନକୁ ରୋକିବା ପାଇଁ ପ୍ରସ୍ତୁତି ଜୋରଦାର! ଚାରିଆଡ଼େ ସୁରକ୍ଷା ବ୍ୟବସ୍ଥା, ରାସ୍ତାରେ ପୋଲିସର ନଜର,…

ଆସନ୍ତାକାଲିଠୁ ମୋହନ ଭାଗବତଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ । ଆସନ୍ତାକାଲିଠୁ ମୋହନ ଭାଗବତଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସମ୍ବଲପୁରରେ ସ୍ୱୟଂସେବକଙ୍କ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଅପରାହ୍ଣ ୪ଟାରେ ସେ ସମ୍ବଲପୁରରେ ପହଞ୍ଚିବେ। ଏହି ଗସ୍ତ…

ରାଜ୍ୟର ପ୍ରଥମ ଫାୟାର ସେଫ୍ଟି ଏକ୍ସପୋ ୨୦୨୬ ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଏବଂ 'ଓଡ଼ିଶା ଫାୟାର ଆଣ୍ଡ ସେଫ୍ଟି ଆସୋସିଏସନ୍' (OFSA) ର ମିଳିତ ସହଯୋଗରେ ବରମୁଣ୍ଡା ସ୍ଥିତ ଓଡ଼ିଶା ବିପତ୍ତି ନିସ୍ତାର ପ୍ରତିଷ୍ଠାନ (OFDRA) ପରିସରରେ ରାଜ୍ୟର ପ୍ରଥମ 'ଫାୟାର ସେଫ୍ଟି ଏକ୍ସପୋ ୨୦୨୬' ଉଦ୍ଘାଟିତ ହୋଇଯାଇଛି । ଏହି…

ବିଡିଓଙ୍କ ମନୋମୁଖୀ କାମକୁ ନେଇ ବ୍ଲକ ମୁଖ୍ୟ ଫାଟକରେ ତାଲା ପକାଇଲା ବିଜେଡି, ତାଲା ଭାଙ୍ଗି ଭିତରକୁ ପଶିଲା ବିଜେପି

ପଟ୍ଟାମୁଣ୍ଡାଇ: ବିଡିଓଙ୍କ ମନୋମୁଖୀ କାର୍ଯ୍ୟକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ । ମୁଖ୍ୟ ଫାଟକରେ ତାଲା ପକାଇ ଆମରଣ ଅନଶନରେ ବସିଥଲା ବିଜେଡି । ତାଲା ଭାଙ୍ଗି ଭିତରକୁ ପଶିଲା ବିଜେପି । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ପୋଲିସ ହସ୍ତକ୍ଷେପ କରି ଉଭୟ ପକ୍ଷକୁ ବୁଝାସୁଝା…

ଚୋର ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କଲା ନୟାଗଡ଼ ସଦର ଥାନା ପୋଲିସ, ୩ ଗିରଫ

ନୟାଗଡ଼ : ନୟାଗଡ଼ ସଦର ଥାନା ପୁଲିସର ବଡ଼ ସଫଳତା। ଉଦୟପୁର ଗାଁ ଚୋରି ମାମଲାର ପର୍ଦ୍ଦାଫାଶ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ବେଲବରଣୀ ଗ୍ରାମର ବେଣୁ ନାୟକ ଓ ଦୀନବନ୍ଧୁ ନାୟକ ରଣପୁର ମାଳିସାହିର ଧର୍ମେନ୍ଦ୍ର ପ୍ରଧାନ। ସେମାନଙ୍କ ନିକଟରୁ ସୁନା…

ନୟାଗଡ଼ର ଚାରି ଓ ଭଦ୍ରକର ଦୁଇଟି କଲେଜରେ ନିର୍ବାଚନ ବାତିଲ; ପ୍ରଜାମଣ୍ଡଳ ମହିଳା କଲେଜରେ ଉତ୍ତେଜନା

ନୟାଗଡ଼ : ଆଇନଶୃଙ୍ଖଳାର ଆଳ ଦେଖାଇ ନୟାଗଡ଼ ଜିଲ୍ଲାପାଳ ଜିଲ୍ଲାର ୪ଟି କଲେଜରେ ନିର୍ବାଚନ ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କଲେଜ ଗୁଡିକ ହେଲା ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ନୟାଗଡ, ମଡେଲ୍ ଡିଗ୍ରୀ କଲେଜ, ଲାଠିପଡା, ପଠାଣିସାମନ୍ତ କଲେଜ, ଖଣ୍ଡପଡା ଏବଂ ବାଲୁଙ୍କେଶ୍ଵର…

ଜିଲ୍ଲା ପାଠାଗାର ‘ଅଧ୍ୟୟନ’ର ସମସ୍ୟା ଶୁଣି ତୁରନ୍ତ ପହଞ୍ଚିଲେ ପୌର ନିର୍ବାହୀ ଅଧିକାରୀ: ତ୍ୱରିତ ସମାଧାନ…

​ନୟାଗଡ଼ : ନୟାଗଡ଼ ଜିଲ୍ଲା ପାଠାଗାର "ଅଧ୍ୟୟନ"ରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ତତ୍ପରତା ପ୍ରକାଶ ପାଇଛି l ପାଠାଗାରରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସମସ୍ୟା ସମ୍ପର୍କରେ ଖବର ପାଇବା କ୍ଷଣି ନୟାଗଡ଼ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ସ୍ନେହଲତା ଆଚାର୍ଯ୍ୟ…

ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ନୁଆସାହି

ମା’ ଦୁର୍ଗାଙ୍କ ପୀଠରେ ଶୁଭ ଖୁଣ୍ଟି ସ୍ଥାପନ, ୧୭ରୁ ପୂଜା ମହୋତ୍ସବ ବାଲିଗୁଡ଼ା, ତା, ୦୯/୧୦ : ଶାରଦୀୟ ଦୁର୍ଗାପୂଜାକୁ ନେଇ ବାଲିଗୁଡ଼ା ସହରର ନୁଆସାହି ଅଞ୍ଚଳରେ ଆରମ୍ଭ ହୋଇଛି ଧାର୍ମିକ ଉତ୍ସାହ ଓ ଆଧ୍ୟାତ୍ମିକ ପ୍ରସ୍ତୁତି। ମା’ଙ୍କ ଆଗମନ ପାଇଁ ପାରମ୍ପରିକ ରୀତିନୀତି ଅନୁଯାୟୀ…

ଆଦିବାସୀ ମହାବିଦ୍ୟାଳୟରେ ‘ବେଟି ବଚାଓ, ବେଟି ପଢ଼ାଓ’ ୟୁଥ୍ କନକ୍ଲେଭ୍

ବାଲିଗୁଡ଼ା : ବାଳିକାଙ୍କ ସୁରକ୍ଷା, ଶିକ୍ଷା ଓ ସର୍ବାଙ୍ଗୀନ ବିକାଶ ସହ ମହିଳା ସଶକ୍ତୀକରଣ ସମ୍ପର୍କରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ‘ବେଟି ବଚାଓ, ବେଟି ପଢ଼ାଓ’ ୟୁଥ୍ କନକ୍ଲେଭ୍ ଅନୁଷ୍ଠିତ ହୋଇଛି। ସମନ୍ୱିତ ଶିଶୁ ବିକାଶ…