Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀ 3S ଫର୍ମୁଲା ; ରାଜ୍ୟ ସୂଚନା ସେବା ଅଧିକାରୀଙ୍କୁ ଟାସ୍କ, ସୋସିଆଲ ମିଡିଆର କର ସଠିକ ବ୍ୟବହାର
ଭୁବନେଶ୍ୱର ୦୯।୧୦ : ସୂଚନା ସେବାରେ ଓଡ଼ିଶା ପଛରେ, ସୋସିଆଲ ମିଡିଆରେ ଆଗେଇବାକୁ ରାଜ୍ୟ ସୂଚନା ସେବା ଅଧିକାରୀଙ୍କୁ ଟାସ୍କ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଲେ, କଣ୍ଟେଣ୍ଟ ଉପରେ ଫୋକସ କର । ନକାରାତ୍ମକ ନୁହେଁ, ସକାରାତ୍ମକ ଖବର ପ୍ରସାରଣ ଉପରେ ଗୁରୁତ୍ବ ଦିଅ ।
ସେ!-->!-->!-->…
କେଏଫ୍ସି ବିରୋଧରେ ଆଇନଗତ ଲଢ଼େଇ: ପଚା ଚିକେନ୍ ଖାଇ ଶିଶୁ ଅସୁସ୍ଥ, ଗ୍ରାହକ ଅଦାଲତରେ ୪.୫ ଲକ୍ଷ ଟଙ୍କାର କ୍ଷତିପୂରଣ…
ବ୍ରହ୍ମପୁର : ବ୍ରହ୍ମପୁର ସହରର ଜନତା ସିଟି ସେଣ୍ଟରସ୍ଥିତ ପ୍ରସିଦ୍ଧ ଫାଷ୍ଟଫୁଡ୍ ଆଉଟଲେଟ୍ କେଏଫ୍ସି (ମେସର୍ସ ଦେବଯାନୀ ଇଣ୍ଟରନ୍ୟାସନାଲ ଲିମିଟେଡ୍)ର ଅବହେଳା ଓ ନିମ୍ନମାନର ଖାଦ୍ୟ ପରିବେଷଣ ଯୋଗୁଁ ଜଣେ ୮ ବର୍ଷର ଶିଶୁ ଗୁରୁତର ଫୁଡ୍ ପଏଜନିଂର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି!-->!-->!-->…
ବ୍ରହ୍ମପୁରରେ ‘ସେବା ସଂକଳ୍ପ ଅଭିଯାନ – ୨୦୨୬’ ଓ ଶ୍ରମିକ ସଚେତନତା ଶିବିର
(୮୨୫ ଜଣ ହିତାଧିକାରୀଙ୍କୁ ୨ କୋଟି ୬୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ପ୍ରଦାନ)
ବ୍ରହ୍ମପୁର : ସ୍ଥାନୀୟ ଖୋଡ଼ାଶିଙ୍ଗୀ କଲ୍ୟାଣ ମଣ୍ଡପଠାରେ ‘ସେବା ସଂକଳ୍ପ ଅଭିଯାନ – ୨୦୨୬’ ଅନ୍ତର୍ଗତ ଶ୍ରମିକ କଲ୍ୟାଣ ଓ ସାମାଜିକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
!-->!-->!-->!-->!-->!-->!-->…
ଛତ୍ରପୁରରେ ପର୍ଯ୍ୟଟନ ନିବେଶକ ସମ୍ମିଳନୀ : ଗଞ୍ଜାମରେ ପର୍ଯ୍ୟଟନ ନିବେଶର ଅପାର ସମ୍ଭାବନା ରହିଛି – ପର୍ଯ୍ୟଟନ…
ନିବେଶକଙ୍କ ପାଇଁ ଗଞ୍ଜାମର ଦ୍ୱାର ସର୍ବଦା ଉନ୍ମୁକ୍ତ: ଜିଲ୍ଲାପାଳ
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ସହ ଘରୋଇ ନିବେଶକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆଜି ଛତ୍ରପୁରସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ପର୍ଯ୍ୟଟନ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
!-->!-->!-->!-->!-->…
ଗଞ୍ଜାମରେ ମାଷ୍ଟର ଟ୍ରେନରଙ୍କ ପାଇଁ ଜିଲ୍ଲାସ୍ତରୀୟ ତାଲିମ ଶିବିର
ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ
ଛତ୍ରପୁର : ଆସନ୍ତା ୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାର ମାଷ୍ଟର ଟ୍ରେନରମାନଙ୍କ ପାଇଁ ଆଜି ଛତ୍ରପୁରସ୍ଥିତ!-->!-->!-->!-->!-->…
ଗଞ୍ଜାମରେ ଭିକ୍ଷୁକ ଥଇଥାନ କେନ୍ଦ୍ର ‘ଆସ୍ଥା ନିଳୟ’ ଉଦ୍ଘାଟିତ
(ଜିଲ୍ଲାକୁ ଭିକ୍ଷାମୁକ୍ତ କରିବା ସହ ଉଦ୍ଧାର ବ୍ୟକ୍ତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ମୁଖ୍ୟ ଲକ୍ଷ୍ୟ)
ବ୍ରହ୍ମପୁର : ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ସହାୟତା, ଗଞ୍ଜାମ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର!-->!-->!-->!-->!-->…
କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ
କୋରାପୁଟ : ସେବା ସଂକଳ୍ପ ଅଭିଯାନ ଉପଲକ୍ଷେ କୋଟପାଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ଵେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। କୋଟପାଡ଼ ବିଧାୟକ, ପରିଷଦ ଅଧ୍ୟକ୍ଷ ଶଙ୍କର ରାଓ, ସନ୍ଦୀପ ଧାୱନ ପ୍ରମ୍ମୁଖ ଉପସ୍ଥିତ ରହି ଶିବିରର ଶୁଭାରମ୍ଭ କରିଥିଲେ l ରକ୍ତଦାନ ଶିବିରରେ!-->!-->!-->…
କୋରାପୁଟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ପାଳିତ
(ଗୋପବନ୍ଧୁ ପାର୍କରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ)
"ମନୁଷ୍ୟ ଜୀବନର ମହତ୍ତ୍ବ କେବଳ ନିଜ ପାଇଁ ବଞ୍ଚିବାରେ ନୁହେଁ, ବରଂ ଅନ୍ୟର ହିତ ସାଧନ ଏବଂ ଦେଶସେବାରେ ନିଜକୁ ଉତ୍ସର୍ଗ କରିବାରେ ହିଁ ନିହିତ ଅଛି।"
— ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ!-->!-->!-->!-->!-->!-->!-->!-->…
ଇଣ୍ଡିଆ ମେଣ୍ଟର ୧୨ ଘଣ୍ଟିଆ ‘ଚକଅଖ ବନ୍ଦ’: ରାଜଗାଙ୍ଗପୁରରେ ଆଂଶିକ ପ୍ରଭାବ, ଜରୁରୀ ସେବା ବାଧାପ୍ରାପ୍ତ…
ରାଜଗାଙ୍ଗପୁର : ଦେଶବ୍ୟାପୀ 'ଇଣ୍ଡିଆ' (INDIA) ମେଣ୍ଟର ଆହ୍ୱାନ କ୍ରମେ ଆଜି ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରେ ୧୨ ଘଣ୍ଟିଆ 'ଚକଅଖ ବନ୍ଦ' ଆନ୍ଦୋଳନ ପାଳିତ ହୋଇଛି। ସ୍ଥାନୀୟ ବିଧାୟକ ଡକ୍ଟର ସି.ଏସ୍. ରାଜେନ୍ ଏକ୍କାଙ୍କ ନେତୃତ୍ୱରେ କରାଯାଇଥିବା ଏହି ଆନ୍ଦୋଳନକୁ ମିଶ୍ରିତ ତଥା!-->!-->!-->…
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ
କ୍ଷତିପୂରଣ ଦାବିରେ ଗୋନା-ରାଇଘର ମୁଖ୍ୟ ରାସ୍ତା ଅବରୋଧ….
ଉମରକୋଟ / ରାଇଘର : ନବରଙ୍ଗପୁର ଜିଲ୍ଲା ସୀମାନ୍ତ ରାଇଘର ବ୍ଲକ ପାରୁଆ ପଞ୍ଚାୟତ ଅନ୍ତର୍ଗତ ଘୁମୁରାପଦର ଗ୍ରାମରେ ଏକ ଦୁଃଖଦାୟକ ଘଟଣା ଘଟିଯାଇଛି। ବିଦ୍ୟୁତ ବିଭାଗର ଚରମ ଅବହେଳା ଯୋଗୁଁ ଜଣେ ଚାଷୀଙ୍କ ଜୀବନ ଯାଇଥିବା!-->!-->!-->!-->!-->…