Sign in
Sign in
Recover your password.
A password will be e-mailed to you.
ଭିଜିଲାନ୍ସ ପଞ୍ଝାରେ ଶିକ୍ଷା ବିଭାଗ ଅଧିକାରୀ, ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ
ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗୁରୁବାର ଦିନ ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ (DEO)ଙ୍କ କାର୍ଯ୍ୟାଳୟରେ ଜଣେ ପ୍ରୋଗ୍ରାମରଙ୍କୁ ଧରିଛନ୍ତି। ସେ ବାକି ଥିବା ବିଲ୍ ପରିଶୋଧ ପାଇଁ ୩୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛନ୍ତି। ଚନ୍ଦ୍ରଜିତ ପରିଜା ନାମକ ଏହି!-->…
୨୨୦ ଔଷଧ ଦୋକାନରେ ଡ୍ରଗ୍ସ ବିଭାଗର ରେଡ୍, ନିଶା ଇଞ୍ଜେକସନ୍ ଓ ଯନ୍ତ୍ରପାତି ଜବତ
ଭୁବନେଶ୍ୱର : ରାଜ୍ୟରେ ବେଆଇନ ଔଷଧ ବିକ୍ରି ବିରୋଧରେ ଭେଷଜ ନିୟନ୍ତ୍ରଣ ନିର୍ଦ୍ଦେଶାଳୟର ବଡ଼ ଧରଣର ଚଢ଼ାଉ । ପ୍ରାୟ ୨୨୦ଟି ଔଷଧ ଦୋକାନରେ ଚଢ଼ାଉ କରାଯାଇଥିବା ବେଳେ ୧୩୭ଟି ଦୋକାନ ବିରୋଧରେ ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ସ ଆଇନ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ ହୋଇଛି । ଖୋଲିଛି ମାଳ ମାଳ ଔଷଧ!-->…
ଆସନ୍ତା ୨୫ରୁ ଭୁବନେଶ୍ବରରୁ ପୁଣେକୁ ଉଡ଼ିବ ଇଣ୍ଡିଗୋ ବିମାନ
ଭୁବନେଶ୍ବର: ବିମାନ ଯାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର। ଆସନ୍ତା ୨୫ ତାରିଖରୁ ଭୁବନେଶ୍ବର-ପୁଣେ ମଧ୍ୟରେ ନୂଆ ବିମାନ ସେବା ଆରମ୍ଭ କରିବ ଇଣ୍ଡିଗୋ। ଏହି ବିମାନ ସପ୍ତାହର ପ୍ରତ୍ୟେକ ଦିନ ଚଳାଚଳ କରିବ ବୋଲି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।ନୂଆ ବିମାନ ସେବା ଆରମ୍ଭ!-->…
ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ, ଧରା ହେଲେ ୧୬୨ ୱାରେଣ୍ଟି
କଟକ : ଦୁର୍ଗାପୂଜା ପାଇଁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରି ଦେଇଛି କମିଶନରେଟ ପୋଲିସ । ଜାମିନ ବିହୀନ ଗିରଫ ପରୱାନା ତାଲିକାରେ ଥିବା ୧୬୨ ଜଣ ୱାରେଣ୍ଟିଙ୍କୁ ପୋଲିସ ଧରି ଥିବା ସୂଚନା ଦେଇଛନ୍ତି କଟକ ଡିସିପି । ପ୍ରସ୍ତୁତ ହୋଇଥିବା ତିନି ଶହରୁ ଉର୍ଦ୍ଧ୍ବ ତାଲିକା ଭିତରୁ,!-->…
ରାଜ୍ୟରୁ ମୌସୁମୀ ବିଦାୟ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର : ଫେରୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଜିଠୁ ରାଜ୍ୟରୁ ଆରମ୍ଭ ହେଲା ମୌସୁମୀ ବିଦାୟ ପ୍ରକ୍ରିୟା । ବରଗଡ , ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି l ଆଗାମୀ ୩-୪ ଦିନ!-->…
ଶୋଇଥିବା ବେଳେ ମଦ୍ୟପ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ
ଆଳି: ସ୍ୱାମୀକୁ ହତ୍ୟାକଲା ସ୍ତ୍ରୀ । ତଣ୍ଟି ଉପରେ ଛିଡ଼ା ହୋଇ ସ୍ୱାମୀକୁ ହତ୍ୟା କରି ଥିବା ସ୍ୱୀକାର କରିଛି ସ୍ତ୍ରୀ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ମାଳପାଟଣା ଗାଁରେ ସ୍ୱାମୀଙ୍କୁ ହତ୍ୟା କରିଛି ସ୍ତ୍ରୀ । ମୃତକ ହେଉଛନ୍ତି ନିରଞ୍ଜନ ସାହୁ। ଗତକାଲି ବିଳମ୍ବିତ ରାତିରେ ନିରଞ୍ଜନ!-->…
OAS ଅଧିକାରୀ ସ୍ତରରେ ଅଦଳବଦଳ, ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବଙ୍କୁ ROTIର ଯୁଗ୍ମ ସଚିବ ଦାୟିତ୍ବ
ଭୁବନେଶ୍ବର: OAS ଅଧିକାରୀ ସ୍ତରରେ ଅଦଳବଦଳ । ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ । ତ୍ରିଲୋଚନ ମହାନ୍ତିଙ୍କୁ ଭୁବନେଶ୍ବରସ୍ଥିତ ROTIର ଯୁଗ୍ମ ସଚିବ ଭାବେ ନୂଆ ନିଯୁକ୍ତି କରାଯାଇଛି । ଗୀତାଞ୍ଜଳି ନାୟକଙ୍କୁ E&IT ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି । କୁକୁମିନା!-->…
ଛାତ୍ର ସଂସଦ ନିର୍ବାଚନ ପାଇଁ ସରଗରମ କଲେଜ କ୍ୟାମ୍ପସ
ନୟାଗଡ଼: ଛାତ୍ର ସଂସଦ ନିର୍ବାଚନ ପାଇଁ ନୟାଗଡ଼ ଜିଲ୍ଲାର ପ୍ରମୁଖ ଛାତ୍ର ସଂଗଠନ ଓ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ତୀବ୍ର ହେବାରେ ଲାଗିଛି ।ଛାତ୍ର ସଂଗଠନ ଗୁଡ଼ିକ ପ୍ରାର୍ଥୀ ଚୟନ କରି ପ୍ରଚାର ଆରମ୍ଭ କରିଥିବା ବେଳେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବାକୁ ଜିଲ୍ଲା!-->…
ବ୍ୟାସନଗର କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା: କ୍ୟାମ୍ପସରେ ବୋମାମାଡ଼, ଛାତ୍ରଛାତ୍ରୀ ଆତଙ୍କିତ
ଯାଜପୁର ରୋଡ: ନିର୍ବାଚନ ପୂର୍ବରୁ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ବୋମା ମାଡ଼ । ବୋମାମାଡ଼ ପରେ ଛାତ୍ରଛାତ୍ରୀ ଭୟଭୀତ । ପୋଲିସର ତଦନ୍ତ ଆରମ୍ଭ । ସୂଚନା ଅନୁଯାୟୀ ଆଜି ଭୋର ସାଢ଼େ ୩ଟା ସମୟରେ ପ୍ରଥମେ ଯାଜପୁର ରୋଡ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟର!-->…
ଟ୍ରକ୍ ଧକ୍କାରେ ଦମ୍ପତି ମୃତ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଅଞ୍ଚଳରେ ଥିବା ଜାତୀୟ ରାଜପଥ-୩୫୩ (NH-353) ଉପରେ ଗୁରୁବାର ଦିନ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳ ସମୟରେ ଖଡିଆଳ ଥାନା ଅଧୀନ ତିଖାଲି ଛକ ନିକଟରେ ଏହି ଦୁର୍ଘଟଣା!-->…