Sign in
Sign in
Recover your password.
A password will be e-mailed to you.
ମାଲକାନଗିରିରେ ‘ସେବା ସଂକଳ୍ପ ଜ୍ୟୋତି ଯାତ୍ରା’: ଯୁବପିଢ଼ି ଓ ଜନମାନସରେ ନୂତନ ଉତ୍ସାହ, ବିକଶିତ ଭାରତ ଗଠନ ପାଇଁ ଶପଥ…
ମାଲକାନଗିରି: ରାଜ୍ୟରେ ଜନସେବା, ଦେଶଭକ୍ତି ଏବଂ ସାମାଜିକ ଦାୟିତ୍ୱବୋଧର ବାର୍ତ୍ତା ପ୍ରସାର କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା 'ବିକଶିତ ଭାରତ ସେବା ସଂକଳ୍ପ ଅଭିଯାନ' ଅଧୀନରେ 'ସେବା ସଂକଳ୍ପ ଜ୍ୟୋତି ଯାତ୍ରା' ଏବେ ସାରା ଓଡ଼ିଶାରେ ଏକ ବଡ଼ ଜନଆନ୍ଦୋଳନର ରୂପ ନେଇଛି।!-->!-->!-->…
ବନ୍ଦ ପାଳନ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଶାନ୍ତି-ଶୃଙ୍ଖଳା ରକ୍ଷା ସହ ଜନସାଧାରଣଙ୍କ ସୁରକ୍ଷାକୁ…
ଭୁବନେଶ୍ବର: ଆସନ୍ତା ୮ ଅକ୍ଟୋବରରେ ରାଜନୈତିକ ଦଳ ପକ୍ଷରୁ ଓଡ଼ିଶା ବନ୍ଦକୁ ନଜରରେ ରଖି ରାଜ୍ୟରେ ଶାନ୍ତି-ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏକ!-->…
କ୍ୟାମ୍ପସ୍ ନିର୍ବାଚନ ତାଲିକାରୁ ଲ’ କଲେଜ ବାଦ୍, ମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ
ଭୁବନେଶ୍ବର : ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ବେଶ୍ ଉତ୍ସାହ । ସାରା ରାଜ୍ୟରେ କଲେଜ ନିର୍ବାଚନକୁ ନେଇ ମାହୋଲ ସରଗରମ ଥିବାବେଳେ ଏଥର ଛାତ୍ର ସଂସଦ ନିର୍ବାଚନରୁ ବାଦ୍ ପଡିଛି କ୍ୟାପିଟାଲ ଲ’ କଲେଜ । ଉଚ୍ଚଶିକ୍ଷା!-->…
ଓଡ଼ିଶା ବନ୍ଦକୁ ନେଇ ବିଜେଡିର ୟୁ ଟର୍ଣ୍ଣ, ଆନ୍ଦୋଳନରେ ଦଳ ସାମିଲ ହେବନି କହିଲେ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ
ଭୁବନେଶ୍ଵର: ବିଜେଡିର ୟୁ ଟର୍ଣ୍ଣ। ଅଧା ଘଣ୍ଟା ତଳେ ଦଳ କହିଲା ଆମେ ଆସନ୍ତାକାଲି ଇଣ୍ଡି ମେଣ୍ଟ ଦ୍ଵାରା ଆହୂତ ଓଡ଼ିଶା ବନ୍ଦକୁ ସମର୍ଥନ ଦେବୁ। ହେଲେ ଏବେ ଦଳ ସ୍ପଷ୍ଟ କରିଛି ଯେ, ଓଡ଼ିଶା ବନ୍ଦ ଆନ୍ଦୋଳନକୁ ଦଳ ସମର୍ଥନ ଦେବ ନାହିଁ। ଏହାର ସୂଚନା ଦେଇଛନ୍ତି ଦଳ ମୁଖ୍ୟ ସଚେତକ ପ୍ରମିଳା!-->…
ଛାତ୍ର ସଂସଦ ନିର୍ବାଚନ ପାଇଁ ପୋଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଗଠନ ହେଲା କୁଇକ ରେସ୍ପନ୍ସ ଟିମ୍
ଭୁବନେଶ୍ବର: କଲେଜ ଛାତ୍ର ସଂସଦ ନିର୍ବାଚନ ନେଇ ପୋଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସିମାନଙ୍କ ସହ ବୈଠକ । ଏଥିପାଇଁ ବିଶେଷ ଆରେଞ୍ଜମେଣ୍ଟ କରାଯାଇଛି । କୁଇକ ରେସ୍ପନ୍ସ ଟିମ୍ ଗଠନ ହୋଇଛି । ରାଜଧାନୀରେ ୧୩ଟି ସ୍ଥାନରେ କଲେଜ ଇଲେକ୍ସନ ହେବ । ସେଥିପାଇଁ କ୍ୟାମ୍ପସରେ ପୋଲିସ!-->…
ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ
ରାୟଗଡ଼ା: ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶାନ୍ତିନଗରରେ ଅଭାବନୀୟ ଘଟଣା । ମୃତ ଦୁଇ ନାବାଳିକା ହେଲେ ପୂଜାରୀଗୁଡ଼ା ପଞ୍ଚାୟତ ବଡ଼ନାୟକଗୁଡ଼ା ଗାଁର ୧୨ ବର୍ଷୀୟ ନିଲୁ କାଡ୍ରାକା ୧୨ ବର୍ଷୀୟ କାମି ତିଆକା । ଦୁଇ ନାବାଳିକା ଶାନ୍ତିନଗର!-->…
ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ; ୯ରୁ ନାମାଙ୍କନ
ଭୁବନେଶ୍ବର : ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆସନ୍ତା ୯ ତାରିଖ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ । ୧୦ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ୧୪ ତାରିଖରେ ହ୍ବାଏ ଆଇ ଷ୍ଟାଣ୍ଡ୍ ଫର୍!-->…
ଆସନ୍ତାକାଲି ଜାରି ରହିବ ବସ୍ ସେବା, ଓଡ଼ିଶା ବନ୍ଦକୁ ସମର୍ଥନ କରୁନି ରାଜ୍ୟ ବସ୍ ମାଲିକ ସଂଘ
ଭୁବନେଶ୍ୱର: ଓଡ଼ିଶା ବନ୍ଦକୁ ସମର୍ଥନ କରୁନି ଓଡ଼ିଶା ରାଜ୍ୟ ବସ୍ ମାଲିକ ସଂଘ । ଗୋଟେ ଦିନ ବସ୍ ବନ୍ଦ ହେଲେ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବେ । ବସ୍ ମାଲିକ ବଡ଼ କ୍ଷତିର ସମ୍ମୁଖୀନ ହେବ । ତେଣୁ ଆସନ୍ତାକାଲି ବସ୍ ସେବା ଚାଲିବ । ଯେଉଁଠି ପିକେଟିଙ୍ଗରେ ବନ୍ଦ କରାଯିବ!-->…
ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ, ୭ ଜଣ IAS ଅଧିକାରୀଙ୍କୁ ନୂଆ ଦାୟିତ୍ୱ
ଭୁବନେଶ୍ୱର: ଓଡ଼ିଶା ପ୍ରଶାସନରେ ଛୋଟଧରଣର ଅଦଳବଦଳ । ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ । ୭ ଜଣ IAS ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳଙ୍କୁ ବଦଳି କରାଯାଇଥିବାବେଳେ ଉଭୟ ଜିଲ୍ଲାରେ ନୂଆ ଜିଲ୍ଲାପାଳ ନିଯୁକ୍ତ!-->…
ଓଡିଶା ବନ୍ଦକୁ ସମର୍ଥନ: ଆସନ୍ତାକାଲି ଗଡିବନି କୌଣସି ଅଟୋ
ଭୁବନେଶ୍ୱର: କାଲି ଗଡିବନି କୌଣସି ଅଟୋ । ରାଜଧାନୀ ଅଟୋ ଚାଳକ ସଂଘର ଆହ୍ୱାନ । ଆସନ୍ତାକାଲି ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀ ସମେତ ରାଜ୍ୟର ସମସ୍ତ ଜାଗାରେ ଅଟୋ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି । କୌଣସି ପ୍ରକାରର ଅନଲାଇନ୍ କିମ୍ବା ଅଫଲାଇନ୍ ଅଟୋ ଚାଲିବ ନାହିଁ ।!-->…