ପାରିବାରିକ ଅଶାନ୍ତି ଦୂର କରିବା ଆଳରେ ୩ଦିନ ଧରି ମହିଳାଙ୍କୁ ଦୁଷ୍କର୍ମ କଲା ଗୁଣିଆ

ରାଇରଙ୍ଗପୁର: ଗୁଣି ଗାରେଡ଼ି ଆଳରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ସ୍ୱାମୀଙ୍କୁ ଫେରାଇ ଆଣିବେ କହି ୩ଦିନ ଧରି ଦୁଷ୍କର୍ମ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ପାରିବାରିକ ଅଶାନ୍ତି ଦୂର କରିବା ସହ ଅଲଗା ରହୁଥିବା ସ୍ୱାମୀଙ୍କୁ ଫେରାଇ ଆଣିବାକୁ ପ୍ରତିଶ୍ରୁତି…

ଅନୁଗୋଳ ବନ୍ତଳା ଗୁଳିକାଣ୍ଡ ଘଟଣା: ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଉଠାଇନେଲା ପୋଲିସ

ଅନୁଗୋଳ: ଅନୁଗୋଳ ବନ୍ତଳା ଫାୟାରିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଉଠାଇନେଲା ପୋଲିସ । ଥାନାରେ ଅଟକ ରଖି ପଚରା ଉଚରା କରାଯାଉଛି । ମଦ୍ୟପାନ ପରେ ଗଣ୍ଡଗୋଳରୁ ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି । ବନ୍ତଳା ଥାନା ବନ୍ତଳ ଗାଁ ନିମ ଛକରେ ଫାୟାରିଂ…

ନଭେମ୍ବରରେ ପୋଲିସ SI ପରୀକ୍ଷା, ଆସନ୍ତା ୭ରୁ ୮ ଦିନ ମଧ୍ୟରେ ଆସିପାରେ ନୋଟିଫିକେସନ୍

ଭୁବନେଶ୍ୱର: ନଭେମ୍ବରରେ ପୋଲିସ SI ପରୀକ୍ଷା । ଓଡ଼ିଶା ପୋଲିସ SI ନିଯୁକ୍ତି ପରୀକ୍ଷାକୁ ନେଇ ପୁଣି ଆରମ୍ଭ ହେଉଛି ପ୍ରକ୍ରିୟା । OUSSSC ଅଧ୍ୟକ୍ଷ ରଶ୍ମିରଞ୍ଜନ ସ୍ୱାଇଁଙ୍କ ସୂଚନା ଅନୁସାରେ, ଆସନ୍ତା ୭ରୁ ୮ ଦିନ ମଧ୍ୟରେ ପରୀକ୍ଷା ସମ୍ପର୍କିତ ନୋଟିଫିକେସନ୍ ଆସିପାରେ । ନଭେମ୍ବରରେ…

ଗଞ୍ଜାମରେ ଦୁଇ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଖଲ୍ଲିକୋଟ ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଅବକାରୀ ବିଭାଗର ଦୁଇ ଜଣ ଅଧିକାରୀ ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଖଲ୍ଲିକୋଟ ଥାନା ଅଧୀନ ଭାରସା ଗ୍ରାମ ନିକଟରେ ଦୁର୍ବୃତ୍ତଙ୍କ ଏକ ଗୋଷ୍ଠୀ ଅଧିକାରୀମାନଙ୍କ…

ଦନ୍ତେୱାଡ଼ାରେ ନକ୍ସଲ-ବିରୋଧୀ ଅଭିଯାନ: ଜଙ୍ଗଲରୁ ମାଓଡମ୍ପ୍‌ ଠାବ, AK-47, ବିଜିଏଲ୍ ଲଞ୍ଚର୍ ସହ ଗୁଳିଗୋଳା ଜବତ

ଦନ୍ତେୱାଡ଼ା: ଛତିଶଗଡ଼ର ଦକ୍ଷିଣ ବସ୍ତର ଦନ୍ତେୱାଡ଼ା ଜିଲ୍ଲାରେ ସୁରକ୍ଷା ବାହିନୀ ପକ୍ଷରୁ ନକ୍ସଲ-ବିରୋଧୀ ଅଭିଯାନ ଚାଲିଛି। ଏହି କ୍ରମରେ, ଏକ ତଲାସୀ ଅଭିଯାନ ସମୟରେ ବାହିନୀ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସୁରକ୍ଷା ବାହିନୀ ବାରସୁର ଜଙ୍ଗଲରେ ନକ୍ସଲମାନଙ୍କର ଏକ ବଡ଼ ଅସ୍ତ୍ରଶସ୍ତ୍ର…

ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଲେ ହଜାର ହଜାର କର୍ମୀ

ରାୟଗଡା ରେ ସେବାଜ୍ଯୋତି ଯାତ୍ରା ଅନୁଷ୍ଠିତ ରାୟଗଡା, ୦୭/୧୦ : ଦେଶବ୍ୟାପୀ ଭାବେ ଜାରି ରହିଥିବା ‘ସେବା ସଙ୍କଳ୍ପ ଅଭିଯାନ-୨୦୨୬’ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ‘ସେବା ଜ୍ୟୋତି ଯାତ୍ରା’ କାର୍ଯ୍ୟକ୍ରମ ରାୟଗଡ଼ା ସ୍ଥିତ ଜିସିଡି ହାଇସ୍କୁଲ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା। ଏହି…

ଖଲ୍ଲିକୋଟ ରୁ ଆସିକା କୁ ଚୋରା ମଦ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ…

ଅବକାରୀ ମୋବାଇଲ ଟିମ ର ଚଢ଼ାଉ ୬ ଗିରଫ, ଅଟୋ ସହ ,୪୨୭ ଲିଟର ମଦ ଜବତବ୍ରହ୍ମପୁର : ଆସିକା ବ୍ଳକ ଇଲାକାରେ ଯେଉଁ ଭଳି ବେଆଇନ ଭାବେ ମଦ ପ୍ରସ୍ତୁତି ଓ ବିକ୍ରି ହେଉଛି ଏହାକୁ ଦେଖିଲେ ଏହା ସ୍ପଷ୍ଟ ହେଉଛି ଯେ ଆସିକା ରେ କୌଣସି ଅବକାରୀ ନୀତି ନିୟମ କାର୍ଯ୍ୟ କରୁନାହିଁ। ଗଞ୍ଜାମ ଜିଲା ରେ…

ନାକଟିସିମଡା-ଲେଣ୍ଡିବେଢା ରାସ୍ତା ଅବହେଳିତ

ବିକାଶର ଦାବି ମଧ୍ୟରେ ଯାତାୟାତ ପାଇଁ ଦୁର୍ଦ୍ଦଶା; ରାସ୍ତା ନିର୍ମାଣ ଓ ମରାମତି ପାଇଁ ଅଞ୍ଚଳବାସୀଙ୍କ ଦାବି ଉମରକୋଟ/ରାଇଘର : ସରକାରୀ ଯୋଜନାରେ ଗ୍ରାମାଞ୍ଚଳର ବିକାଶ ଓ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ନେଇ ବାରମ୍ବାର ଦାବି କରାଯାଉଥିବା ବେଳେ ନାକଟିସିମଡାରୁ ଲେଣ୍ଡିବେଢାକୁ…

ପୂର୍ତ୍ତ କାର୍ଯ୍ୟାଳୟ ଆଗରେ ଦେଓଗାଁ ଗ୍ରାମବାସୀଙ୍କ ଧାରଣା

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପଣ୍ଡରିପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେଓଗାଁ ଠାରୁ ଭାଲିଆଡିହି ରାସ୍ତା ନିର୍ମାଣକୁ ନେଇ ପୁଣିଥରେ ବିବାଦ ଦେଖାଯାଇଛି । ରାସ୍ତା ନିର୍ମାଣକୁ ଭାଲିଆଡିହି ଗ୍ରାମବାସୀ ପୁନର୍ବାର ବିରୋଧ କରିବାରୁ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ ବନ୍ଦ…

ଗଞ୍ଜାମରେ ଟିପିଏସ୍ଓଡିଏଲ୍‌ର ମେଗା ‘ସେବା ସେତୁ’ କ୍ୟାମ୍ପ

ଗୋଟିଏ ଦିନରେ ୨୮୦ ଉପଭୋକ୍ତା ରୁଫଟପ୍ ସୋଲାର ପାଇଁ ପଞ୍ଜୀକରଣ କଲେ ଜିଲ୍ଲା ପ୍ରଶାସନ, ବ୍ୟାଙ୍କ, ଆର୍‌ଇସି, ସୋଲାର ବିକ୍ରେତା ଓ ଟିପିଏସ୍ଓଡିଏଲ୍‌ର ଟିମ୍ ପକ୍ଷରୁ ଏକ ସ୍ଥାନରେ ସମସ୍ତ ପ୍ରକାର ସହାୟତା ବ୍ରହ୍ମପୁର, ଅକ୍ଟୋବର: ରୁଫଟପ୍ ସୋଲାର ସମ୍ପର୍କିତ ସୂଚନା ଓ ସୁବିଧାକୁ…