କେ.ନୂଆଗାଁ ଥାନା ଇଲାକାରେ ଦିନକୁ ଦିନ ବଢ଼ୁଛି ଚୋରୀ

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ଅନ୍ତର୍ଗତ କେ.ନୂଆଗାଁ ଥାନା ଅଧିନସ୍ଥ ଧାନଘର ମନ୍ଦିରରେ ଚୋରୀ । ସୂଚନା ପ୍ରକାରେ ଗତ ବିଳମ୍ବିତ ରାତିରେ ଧାନଘର ଠାରୁ ମା ବାଳକୁମାରୀ ଯିବା ମୂଖ୍ୟ ରାସ୍ତା ପାର୍ଶ୍ବରେ ଥିବା ଶ୍ରୀ ଗୋପେଶ୍ୱର ମହାଦେବ ଓ ଶ୍ରୀ ରାଧା ଗୋପୀନାଥ ମନ୍ଦିରରେ ଚୋର ମାନେ

ବାଲିଗୁଡାରେ ବ୍ଳକ ସ୍ତରୀୟ ସର୍ଗିଫୁଲ ମହୋତ୍ସବ ଉଦଯାପିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ସ୍ତରୀୟ ସର୍ଗିଫୁଲ ମହୋତ୍ସବ- ୨୦୨୫ ବଡ଼ଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଅତିଥି ଭାବେ କାଉନସିଲର ଅଜୟ ଦିଗାଲ ,ବ୍ଳକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦୀପକ କନୱାର

ଗୁମ୍ମାଝରଣ ଜଳପ୍ରପାତରେ ଭାସିଗଲେ ୨ ଯୁବକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୁମ୍ମାଝରଣ ଜଳପ୍ରପାତରେ ଭାସିଯାଇ ୨ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି। ସେମାନେ ହେଲେ ଜେ. ଶ୍ରୀକାନ୍ତ ଏବଂ ଲିଙ୍ଗରାଜ ମହାପାତ୍ର। ଉଭୟଙ୍କ କୋରାପୁଟ ଜିଲା ଜୟପୁରରେ। ମଙ୍ଗଳବାର କିଛି ପର୍ଯ୍ୟଟକ ଗୁମ୍ମାଝରଣ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ

ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ

ସମ୍ବଲପୁର : ୧୨୦ ଗ୍ରାମ ବ୍ରାଉନ ସୁଗର ଜବତ, ଜଣେ ଗିରଫ ।  ସମ୍ବଲପୁର ଟାଉନ ପୋଲିସ ଦ୍ୱାରା ବ୍ରାଉନ ସୁଗର ଜବତ ହୋଇଛି ।  ଦୁଇ ଗିରଫ ଅଭିଯୁକ୍ତ ହେଲେ ମହମ୍ମଦ ନୁମାଲ ଓ ମହମ୍ମଦ ସହେଲ  l  ଏହି ଘଟଣାରେ ୩ଜଣ ମହିଳାଙ୍କୁ ମଧ୍ୟ ଅଟକ ରଖାଯାଇଛି  l  ଭିଏସଏସ ମାର୍ଗ ଠାରେ ବ୍ରାଉନ ସୁଗର କାରବାର

ଏସସିବିରେ ଆଇସିୟୁରେ ଯୁବତୀଙ୍କୁ ଅସଦାଚରଣ !

କଟକ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼ ଡାକ୍ତରଖାନାର ଆଇସିୟୁ ଓ୍ବାର୍ଡ ଭିତରେ ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ମଙ୍ଗଳବାଗ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି

ବାଂଲାଦେଶୀ ନାବାଳିକା ଚାଲାଣ: ୧୦ ଜଣଙ୍କ ନାଁରେ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି। ଭୁବନେଶ୍ଵର ସ୍ପେଶାଲ କୋର୍ଟରେ ଏନ୍‌ଆଇଏ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ବାଂଲାଦେଶୀ ନାବାଳିକା ମାନଙ୍କୁ ଚାକିରି ଦେବା ନାଁରେ ଆଣି ଅନୈତିକ କାର୍ଯ୍ୟରେ ଲଗାଉଥିବା

ଆନ୍ଧ୍ର ପୋଲିସକୁ ବଡ଼ ସଫଳତା : ଆନ୍ଧ୍ର ଛତିଶଗଡ଼ ସୀମାରେ ଏନକାଉଣ୍ଟରରେ ମାଓ ନେତା ହିଡମା ସମେତ ଛଅ ନକ୍ସଲ…

ମାଲକାନଗିରି : ମାଲକାନଗିରି ସୀମାନ୍ତ ଆନ୍ଧ୍ର ପୋଲିସକୁ ବଡ଼ ସଫଳତା ଆନ୍ଧ୍ର ଛତିଶଗଡ଼ ସୀମାରେ ଏନକାଉଣ୍ଟରରେ ମାଓ ନେତା ହିଡମା ସମେତ ଛଅ ଜଣ ନିହତ । ଆନ୍ଧ୍ରପ୍ରଦେଶ ପୋଲିସ ଆଲୁରି ଜିଲ୍ଲାର ମାରେଡୁମିଲ୍ଲୀ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ରହିଥିବା ଖବର ପାଇବା ପରେ ସେଠାରେ ମାଓବାଦୀ ଓ ପୋଲିସ

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ରୁକୁଡା ଡ୍ୟାମ

ବଣାଇଁ : ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ନରେନ୍ଦ୍ର ପଞ୍ଚାୟତ ନିକଟବର୍ତ୍ତୀ ରୁକୁଡା ଡ୍ୟାମ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଇକୋ ଟୁରିଜିମ ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ହାତକୁ ନେଇଛନ୍ତି। ବିଗତ ବର୍ଷ ଗୁଡ଼ିକରେ ଖଣ୍ଡାଧାର ଜଳପ୍ରପାତ ସହ ଟେନସା ନେଚର କ୍ୟାମ୍ପରେ

ଜନଜାତି ଗୌରବ ଦିବସ ପାଳିତ

ବଣାଇ : ବଣାଇ ବ୍ଲକ ଅନ୍ତର୍ଗତ ବକୁଳି ଡ଼ିହି ଠାରେ ବନବାସୀ ଶବରୀ କନ୍ୟା ଆଶ୍ରମ ଦେଓଗାଁ ବଣାଇ ଗଡ଼ ଆନୁକୂଲ୍ୟରେ ଭଗବାନ ବିର୍ସା ମୁଣ୍ଡାଙ୍କର 150 ତମ ଜନ୍ମ ଜୟନ୍ତୀ ଅବସରରେ ଜନଜାତି ଗୌରବ ଦିବସ ପାଳିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷକ

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣୀ ଶିବିର

ବଣାଇ : ବଣାଇ ବ୍ଲକ ଅନ୍ତର୍ଗତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ଆଜି ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ସୁରଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଯୁଗ୍ମ ଜନ ଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି