ଇମ୍ରାନଙ୍କ ମୁକ୍ତି ଦାବିରେ ଆନ୍ଦୋଳନ, ଇସଲାମାବାଦରେ ୧୪୪ ଲାଗୁ, ପାର୍ଟିର ୨୦୦୦ କର୍ମୀ ଗିରଫ

ନୂଆଦିଲ୍ଲୀ : ପାକିସ୍ତାନରେ ପୁଣିଥରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁକ୍ତି ଦାବି ନେଇ ବିକ୍ଷୋଭ ଆରମ୍ଭ ହୋଇଛି । ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହରିକ୍-ଏ-ଇନସାଫ୍ଟି ପକ୍ଷରୁ ଖୈବର ପଖତୁନଖ୍ୱାରୁ ଇସ୍ଲାମାବାଦ ଅଭିମୁଖେ ଏକ ଶୋଭାଯାତ୍ରା ବାହାରିଛି । ସରକାରଙ୍କ…

ଲକ୍ଷ୍ମୀପୁରରେ ଡଙ୍ଗା ଓଲଟି ୩ ମୃତ

ଆସାମ : ଆସାମ ଲକ୍ଷ୍ମୀପୁରରେ ଡଙ୍ଗା ଓଲଟିବା ଯୋଗୁଁ ୩ ଜଣଙ୍କ ଜୀବନ ଚାଲିଯାଇଛି । ଲକ୍ଷ୍ମୀପୁର ଜିଲ୍ଲାର ଗିଲାମରା ଅଞ୍ଚଳ ସ୍ଥିତ ମେରବିଲରେ ଡଙ୍ଗା ଓଲଟିବା ଯୋଗୁଁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାମ କରିଥିଲା । ଖବର ମୁତାବକ,…

ମନମୁଖୀ ଭାବେ ଭୋଟର ତାଲିକାରୁ ନାଁ କାଟିହେବନି: ଜଷ୍ଟିସ୍ ଭୂୟାଁ

ନୂଆଦିଲ୍ଲୀ: ଭୋଟ୍ ଦେବାର ଅଧିକାରକୁ ନେଇ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଜଣେ ଭାରତୀୟ ନାଗରିକଙ୍କ ଭୋଟ୍ ଦେବାର ଅଧିକାର ସମ୍ବିଧାନର ମୌଳିକ ଢାଞ୍ଚା ସହ ଅତି ନିବିଡ଼ ଭାବେ ଜଡ଼ିତ ବୋଲି ସେ ସ୍ପଷ୍ଟ କରିଛନ୍ତି।…

ଉତ୍ତର ପ୍ରଦେଶ ରାଜ୍ୟସଭା ନିର୍ବାଚନ: ୮ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ନୂଆ ଚେହେରାଙ୍କୁ ସୁଯୋଗ

ଦିଲ୍ଲୀ: ଉତ୍ତର ପ୍ରଦେଶରେ ହେବାକୁ ଥିବା ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ନିଜର ୮ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ସମସ୍ତଙ୍କୁ ଚକିତ କରିଦେଇଛି। ଏହି ନୂଆ ତାଲିକାରେ ଦଳ ନିଜର ସମସ୍ତ ୮ ଜଣ ପୁରୁଣା ସାଂସଦଙ୍କୁ ବାଦ୍ ଦେଇ ସମ୍ପୂର୍ଣ୍ଣ ନୂଆ ଚେହେରାଙ୍କୁ…

ଋଷରେ ପ୍ଲେଗ୍ ଆତଙ୍କ; ଗବେଷଣା କେନ୍ଦ୍ରର ଜଣେ କର୍ମଚାରୀଙ୍କ ମୃତ୍ୟୁ, କ୍ବାରେଣ୍ଟାଇନରେ ୨୦୦ ବ୍ୟକ୍ତି

ନୂଆଦିଲ୍ଲୀ : ରୁଷିଆର ସାଇବେରିଆ ଅଞ୍ଚଳରେ ନ୍ୟୁମୋନିକ୍ ପ୍ଲେଗକୁ ନେଇ ଆତଙ୍କ । ଇର୍କୁଟସ୍କ ଅଞ୍ଚଳର ଏକ ପ୍ଲେଗ୍ ଗବେଷଣା କେନ୍ଦ୍ରରେ କାମ କରୁଥିବା ଜଣେ ଯୁବତୀ କର୍ମଚାରୀଙ୍କ ମୃତ୍ୟୁ ପରେ ସତର୍କତା ବଢ଼ାଇଛନ୍ତି ରୁଷିଆ କର୍ତ୍ତୃପକ୍ଷ । ମୃତ ମହିଳା ପ୍ଲେଗ୍ ଜୀବାଣୁରେ ସଂକ୍ରମିତ…

ମେନିଆପାଜୁ ଜଙ୍ଗଲରୁ ହାତୀର ଗଳିତ ଶବ ଉଦ୍ଧାର

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ବନ୍ୟ ପ୍ରାଣୀ ସପ୍ତାହ ପାଳନ ଚାଲିଥିବା ବେଳେ ଜାମୁଖୋଲ ବିଟର ମେନିଆପାଜୁ ଜଙ୍ଗଲରୁ ଏଜ ହାତୀର ଗଳିତ ମୃତ ଦେହ ଠାବ କରାଯାଇଛି । ୭ ଦିନ ତଳେ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସୂଚନା ପାଇ ଘଟଣା ସ୍ଥଳରେ ବନ ବିଭାଗ ପକ୍ଷରୁ ଏକ ଟିମ ପହଞ୍ଚି ତଦନ୍ତ…

ମାଲକାନଗିରିରୁ ଛତିଶଗଡ଼ ଯାଉଥିଲା ୨୪୫ କେଜି ଗଞ୍ଜେଇ : ବସ୍ ମାଲିକ ଓ ସହଯୋଗୀ ଗିରଫ, ୧.୭୨ କୋଟି ଟଙ୍କାର ସାମଗ୍ରୀ ଜବତ

ମାଲକାନଗିରି : ମାଲକାନଗିରିରୁ ଛତିଶଗଡ଼କୁ ଚୋରାଚାଲାଣ ହେଉଥିବା ୨୪୫ କେଜି ଗଞ୍ଜେଇ ଛତିଶଗଡ଼ର ଗୋରେଲା-ପେଣ୍ଡ୍ରା-ମରୱାହି ଜିଲ୍ଲା ପୁଲିସ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୧ କୋଟି ୨୨ ଲକ୍ଷ ଟଙ୍କା ବୋଲି ପୁଲିସ କହିଛି। ଏଥିସହ ପ୍ରାୟ ୫୦ ଲକ୍ଷ ଟଙ୍କାର ବସ୍ ଓ ୩ଟି ମୋବାଇଲ ମଧ୍ୟ ଜବତ…

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଡାକ୍ତର ମାନସ ରଞ୍ଜନ ପଣ୍ଡା

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ଡାକ୍ତର ମାନସ ରଞ୍ଜନ ପଣ୍ଡା ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ମୁଖ୍ୟ…

ଉମରକୋଟରେ ଜିଲ୍ଲାସ୍ତରୀୟ ସାରସ୍ୱତ ଆଲୋଚନାଚକ୍ର ଓ କବିତା ପାଠ ଉତ୍ସବ

ଉମରକୋଟ : ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ତଥା ନବରଙ୍ଗପୁର ଜିଲ୍ଲାର ସାରସ୍ୱତ ପରମ୍ପରାକୁ ନେଇ ଏକ ଜିଲ୍ଲାସ୍ତରୀୟ ଏକଦିବସୀୟ ସାରସ୍ୱତ ଆଲୋଚନାଚକ୍ର ଓ କବିତା ପାଠ ଉତ୍ସବ ଉମରକୋଟସ୍ଥିତ ଏସ୍‌.ଏସ୍‌. ଇଣ୍ଟରନ୍ୟାସନାଲ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଦାସିଆ…

OAS ସ୍ତରରେ ବଡ଼ ଅଦଳବଦଳ, ଗୋଟିଏ ଦିନରେ ୨୭ ଅଧିକାରୀଙ୍କ ବଦଳି

ଭୁବନେଶ୍ବର: ରାଜ୍ୟ ସରକାର ଆଜି (ସୋମବାର) ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଗୋଟିଏ ଦିନରେ ୨୭ଜଣ ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ କାର୍ଯ୍ୟାଳୟର…