ଲମତାପୁଟରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର: ୮୨ଟି ଅଭିଯୋଗ ପଞ୍ଜୀକୃତ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ…

କୋରାପୁଟ : ଲମତାପୁଟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୮୨ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୨୪ଟି ବ୍ୟକ୍ତିଗତ ଏବଂ ୫୮ଟି ଗ୍ରାମୀଣ ତଥା ଗୋଷ୍ଠୀଗତ ସମସ୍ୟା ଭିତ୍ତିକ…

ଉପଖଣ୍ଡ ସ୍ତରୀୟ ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ବ୍ରହ୍ମପୁର : ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାରଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡ ସ୍ତରୀୟ ଶାରଦୀୟ ଦୁର୍ଗାପୂଜା ବୈଠକ ଅନୁଷ୍ଠିତ ହୋଇଛି l ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଉକ୍ତ ବୈଠକରେ ୪୫ ଟି ପୂଜା ମଣ୍ଡପର ସଭାପତି ଏବଂ ସଂପାଦକଙ୍କ ସମେତ ମୁରବୀ ସ୍ଥାନୀୟ ବ୍ୟକ୍ତିବିଶେଷ…

ଲାଞ୍ଚ ନେବା ବେଳେ ପ୍ରଧାନଶିକ୍ଷକଙ୍କୁ ଧରିଲା ଭିଜିଲାନ୍ସ

ବାଲିପାଟଣା: ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ। ଲାଞ୍ଚ ନେବା ବେଳେ ରେଡ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ । ମଧ୍ୟାହ୍ନ ଭୋଜନ ବିଲ୍ ପାସ କରିବା ପାଇଁ ଲାଞ୍ଚ ନେବା ବେଳେ ବାଲିପାଟଣା ଥାନା ଗୁଆପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେଖ ରିଆଜ ଅଲ୍ଲୀଙ୍କୁ ଧରିଛି ଭିଜିଲାନ୍ସ…

ସେବା ସେତୁରେ ‘ପିଏମ୍ ସୂର୍ଯ୍ୟ ଘର’ ସଚେତନତା କାର୍ଯ୍ୟକ୍ରମ : ଗୋଟିଏ ଦିନରେ ୨୮୦ ଉପଭୋକ୍ତାଙ୍କ ପଞ୍ଜୀକରଣ

ସମସ୍ତଙ୍କ ପାଖରେ ମୁଫ୍ତ ବିଜୁଳି ଯୋଜନାର ସୁଫଳ ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ : ଛତ୍ରପୁର ବିଧାୟକ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଜିଲ୍ଲାରେ ୫୦ ହଜାର ସୋଲାର ପ୍ୟାନେଲ ସ୍ଥାପନ ଲକ୍ଷ୍ୟ : ଗଞ୍ଜାମ ଜିଲ୍ଲାପାଳ ଛତ୍ରପୁର : ମାସବ୍ୟାପୀ ଚାଲୁଥିବା ‘ସେବା ସେତୁ ଅଭିଯାନ’ ଅବସରରେ…

ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ର ସଦସ୍ୟ ଭାବେ ସୁଧୀର ସାବତ ମନୋନୀତ

ବ୍ରହ୍ମପୁର : ଓଡ଼ିଶା ସରକାର ଯୋଜନା ଓ ସମନ୍ୱୟ ବିଭାଗ ବିଜ୍ଞପ୍ତି ଚିଠି ନଂ. ୧୪୭୯ /ପି, ଭୁବନେଶ୍ୱର, ତାରିଖ ୦୩-୧୦-୨୦୨୬ ପ୍ରକାରେ ଓଡ଼ିଶା ଜିଲ୍ଲା ଯୋଜନା କମିଟି ଆଇନ, ୧୯୯୮ (୧୯୯୮ ର ଓଡ଼ିଶା ଆଇନ ୮) ର ଧାରା ୩ ର ଉପ-ଧାରା (୩) ର କ୍ଲଜ୍ (iii) ସହ ଧାରା ୪ ର ଉପ-ଧାରା (୧) ଅନୁଯାୟୀ…

ନଵୀକୃତ କଳିଙ୍ଗ ଷ୍ଟୁଡିଓ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: କଳିଙ୍ଗ ଷ୍ଟୁଡିଓରେ ପୁଣି ଶୁଭିବ ଲାଇଟ- କ୍ୟାମେରା- ଆକ୍ସନ। ହୋଇପାରିବ ବିଶ୍ବସ୍ତରୀୟ ଫିଲ୍ମ ନିର୍ମାଣ । କାରଣ ପ୍ରାୟ ୧୬୫ କୋଟି ଟଙ୍କା ବ୍ୟୟରେ ନୂଆ ରୂପ ପାଇଛି କଳିଙ୍ଗ ଷ୍ଟୁଡିଓ । ସୋମବାର ନବୀକୃତ କଳିଙ୍ଗ ଷ୍ଟୁଡିଓର କଂପ୍ଲେକ୍ସକୁ ଲୋକାର୍ପଣ କରିଛନ୍ତି…

ହୋଟେଲରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ମୁରଲୀଧରନଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ଏସ୍.କେ ମୁରଲୀଧରନଙ୍କ ପରଲୋକ । ଭୁବନେଶ୍ୱର ସ୍ଥିତ ଏକ ହୋଟେଲରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ମୁରଲୀଧରନଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ତାଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଛି । ମୁରଲୀଧରନଙ୍କ ମୃତ୍ୟୁରେ .ଓଡ଼ିଆ…

ଆସନ୍ତାକାଲି କୋରାପୁଟ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, HAL ୟୁନିଟ୍ କରିବେ ପରିଦର୍ଶନ

କୋରାପୁଟ : ଆସନ୍ତାକାଲି ଦିନିକିଆ କୋରାପୁଟ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସୁନାବେଡ଼ା HAL ପରିଦର୍ଶନ ସହ ପ୍ରତିରକ୍ଷା ଉତ୍ପାଦନ କାର୍ଯ୍ୟର ସମୀକ୍ଷା କରିବେ । ପ୍ରତିରକ୍ଷା ମନ୍ତ୍ରୀ ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ର…

୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ୱ ନିରୀକ୍ଷକ

ଭୁବନେଶ୍ୱର : ଲିଗାଲ୍‌ ହେୟାର ସାର୍ଟିଫିକେଟ୍‌ର ତଦନ୍ତ ରିପୋର୍ଟ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେଶରୀନଗର ରାଜସ୍ୱ ନିରୀକ୍ଷକ ନିରଞ୍ଜନ ସିଂହ । ଆଜି ଭୁବନେଶ୍ୱର ୟୁନିଟ୍‌-୬ସ୍ଥିତ କେଶରୀନଗର ଆର୍‌ଆଇ ସର୍କଲ୍‌ରେ ତାଙ୍କୁ ୫ ହଜାର ଟଙ୍କା…

ଆସନ୍ତା ୧୫ରେ ଛାତ୍ର ସଂସଦ ନିର୍ବାଚନ, ଆଚରଣବିଧି ଓ ଗାଇଡଲାଇନ ଜାରି କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଆସନ୍ତା ୧୫ ତାରିଖରେ ହେବ ଛାତ୍ର ସଂସଦ ନିର୍ବାଚନ । ୭ ତାରିଖରେ କଲେଜ ପକ୍ଷରୁ ପ୍ରକାଶ ପାଇବ ବିଜ୍ଞପ୍ତି । ୯ରେ ନାମାଙ୍କନ ହେବ । ୧୬ ତାରିଖରେ ଶପଥ ଗ୍ରହଣ ସମାରୋହ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏ ଦେଇ ସୂଚନା…