Sign in
Sign in
Recover your password.
A password will be e-mailed to you.
ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପାଇଁ ୫ ରାଜ୍ୟ ଗସ୍ତ କରିବେ ଡେପୁଟି ନିର୍ବାଚନ କମିସନର; ଇଭିଏମ୍ ଯାଞ୍ଚ ପ୍ରକ୍ରିୟା…
ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ବିଭିନ୍ନ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ଡେପୁଟି ନିର୍ବାଚନ କମିସନରଙ୍କ ନେତୃତ୍ୱରେ!-->…
ସୈନିକଙ୍କ ପାର୍ଥିବ ଶରୀର ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ୪ ଜୀବନ
ନୂଆଦିଲ୍ଲୀ : ରବିବାର ସକାଳେ ଉତ୍ତର ପ୍ରଦେଶର ସୁଲତାନପୁରର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଜଣେ ସୈନିକଙ୍କ ପାର୍ଥିବ ଶରୀର ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଚାରି ଜଣଙ୍କର ଜୀବନ ଚାଲି ଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୂଚନା ସଂଗ୍ରହ କରିଛି। ଅଧିକ!-->…
ଭାରତୀୟ ଫାର୍ମା କମ୍ପାନୀ ଉପରେ ରୁଷର ଡ୍ରୋନ୍ ଆଟାକ୍, ଜଣେ ମୃତ
ୟୁକ୍ରେନ୍: ୟୁକ୍ରେନର ସୁମି ସହରରେ ଥିବା ଏକ ଭାରତୀୟ ଔଷଧ କମ୍ପାନୀ ‘କୁସୁମ୍ ଗ୍ରୁପ୍’ ର ଏକ ବଡ଼ ଫାର୍ମାସ୍ୟୁଟିକାଲ୍ ପ୍ଲାଣ୍ଟ ଉପରେ ଶନିବାର ରୁଷର ଡ୍ରୋନ୍ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଡ୍ରୋନ୍ ମାଡ଼ରେ କାରଖାନାର ମୁଖ୍ୟ!-->…
ଇଣ୍ଡୋନେସିଆରେ ୫.୨ ତୀବ୍ରତାର ଭୂମିକମ୍ପ
ଇଣ୍ଡୋନେସିଆ: ଇଣ୍ଡୋନେସିଆରେ ରବିବାର ସକାଳୁ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୨ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି (NCS) ସୂଚନା ଅନୁଯାୟୀ, ସକାଳ ୫ଟା ୭ ମିନିଟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା ।!-->…
ସ୍ମିତଙ୍କ ସାହସକୁ ନେତନ୍ୟାହୁଙ୍କ ସଲାମ, ଇସ୍ରାଏଲ୍ ସ୍ୱାଧୀନତା ଦିବସ ପାଇଁ ମୋଦିଙ୍କ ସହ ନିମନ୍ତ୍ରଣ
ନୂଆଦିଲ୍ଲୀ: ଇସ୍ରାଏଲ୍ ସ୍ୱାଧୀନତା ଦିବସ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟ ପାଇଲଟ୍ ସ୍ମିତ ମାଚ୍ଛରଙ୍କୁ ନେତନ୍ୟାହୁଙ୍କ ନିମନ୍ତ୍ରଣ । ବିମାନ ଉଡ଼ାଣ ବେଳେ ଅସାଧାରଣ ସାହସ ପ୍ରଦର୍ଶନ କରି ୧୭୦ରୁ ଅଧିକ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ!-->…
ବେଆଇନ ଅନୁପ୍ରବେଶକୁ ନେଇ ଭାରତର ଦୃଢ଼ ପ୍ରତିବାଦ; ପାକ୍ ହାଇକମିଶନଙ୍କୁ ସମନ୍
ନୂଆଦିଲ୍ଲୀ: ସୀମାପାର୍ ବେଆଇନ ଅନୁପ୍ରବେଶ କ୍ଷେତ୍ରରେ ପାକିସ୍ତାନର ‘ନିରନ୍ତର ସହାୟତା’କୁ ନେଇ ଭାରତ ଦୃଢ଼ ପ୍ରତିବାଦ ଜଣାଇଛି । ଭାରତ ଶନିବାର ଦିନ ପାକିସ୍ତାନ ହାଇକମିଶନର ‘ଚାର୍ଜ ଡି’ଆଫେୟାର୍ସ’ (Charge d’Affaires) ସାଦ ୱାରାଇଚ୍ଙ୍କୁ ସମନ କରିଛି । ଇସଲାମାବାଦସ୍ଥିତ ଭାରତୀୟ!-->…
CEC ଜ୍ଞାନେଶ କୁମାରଙ୍କ ବିରୋଧରେ କେରଳମ୍ ସରକାରଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ
ନୂଆଦିଲ୍ଲୀ: ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଖୋଲୁଛି ଦୁର୍ନୀତିର ନୂଆ ନୂଆ ଫର୍ଦ୍ଦା ଏସଆଇଆରରେ ଦୁର୍ନୀତି ଅଭିଯୋଗରେ ଏବେ ସବୁ ବିରୋଧୀଙ୍କ ଟାର୍ଗେଟରେ ଥିବା ବେଳେ କେରଳମ୍ ସରକାରଙ୍କ ନୂଆ ଅଭିଯୋଗ ଏବେ ଚର୍ଚ୍ଚାରେ । ୨୦୦୬ରେ କେରଳମ୍ରେ ଏକ ଆତ୍ମହତ୍ୟା ଘଟଣାରେ ଜଡିତ ଥିଲେ ଜ୍ଞାନେଶ!-->…
ବିରୋଧ ପ୍ରଦର୍ଶନ ବେଳେ ଜନ୍ତର ମନ୍ତରରେ ମହିଳା ସାମ୍ବାଦିକାଙ୍କୁ ପୋଲିସର ଅସଦାଚରଣ ଅଭିଯୋଗ
ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ ବେଳେ ମହିଳା ସାମ୍ବାଦିକାଙ୍କ ସହ ପୋଲିସର ଅସଦାଚରଣ ଅଭିଯୋଗକୁ ନେଇ ବଢ଼ିଛି ବିବାଦ। ଜଣେ ବରିଷ୍ଠ ଦିଲ୍ଲୀ ପୋଲିସ ଅଧିକାରୀ ତାଙ୍କୁ ଅଶୋଭନୀୟ ଭାବେ ସ୍ପର୍ଶ କରିଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ଏପର୍ଯ୍ୟନ୍ତ FIR ରୁଜୁ!-->…
ଜନସମ୍ପର୍କ ପଦଯାତ୍ରା ବେଳେ ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ, ୩ଟି ଗାଡ଼ି ଭଙ୍ଗାରୁଜା
ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମ ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ। ମଧୁପୁରଗଡ଼ ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଚାଲିଥିବା ଜନ ସମ୍ପର୍କ ପଦଯାତ୍ରା ସମୟରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟ ଏବଂ!-->…
ଡକାଡ଼କି ହୋଇ ଚାଲିଗଲେ, ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ଆଖି ବୁଜିଲେ ସ୍ତ୍ରୀ
ଅନୁଗୋଳ: ଗୋଟିଏ ଦିନ। କେଇ ଘଣ୍ଟାର ବ୍ୟବଧାନ। ପ୍ରଥମେ ଚାଲିଗଲେ ସ୍ୱାମୀ, ଆଉ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣିବାର କିଛି ସମୟ ପରେ ଆଖି ବୁଜିଲେ ସ୍ତ୍ରୀ। ସ୍ୱାମୀଙ୍କ ଜୁଇ ନ ଲିଭୁଣୁ, ଜଳିଲା ସ୍ତ୍ରୀଙ୍କ ଜୁଇ। ଜୀବନରେ ଦୁଃଖ-ସୁଖରେ ପରସ୍ପରର ସାଥୀ ଥିଲେ। ହେଲେ ମୃତ୍ୟୁ ବି ଯେ ଏମିତି ସାଥୀ!-->…