Sign in
Sign in
Recover your password.
A password will be e-mailed to you.
ସୁପ୍ରିମୋଙ୍କୁ ଭେଟିଲେ ବିଜେଡିର ନୂଆ ମିଡିଆ ଟିମ୍, ଦଳର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଗୁରୁତ୍ୱ
ଭୁବନେଶ୍ୱର: ନବୀନ ନିବାସରେ ମିଡିଆ ମନ୍ଥନ, ସୋସିଆଲ ମିଡିଆକୁ ବିଜେଡିର ଫୋକସ୍ | ବିଜେଡିର ନବନିଯୁକ୍ତ ମିଡିଆ ଟିମ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଦଳର ନୂଆ ମିଡିଆ କୋଅର୍ଡିନେଟର, ସୋସିଆଲ ମିଡିଆ ଓ ଆଇଟି ସେଲର ସଦସ୍ୟମାନେ ନବୀନଙ୍କୁ ଭେଟିଛନ୍ତି ।!-->…
ସ୍କୁଲ୍ ହଷ୍ଟେଲରେ ସର୍ପାଘାତ; ଜଣେ ଛାତ୍ର ମୃତ, ଆଉ ଜଣେ ଗୁରୁତର
ପିପିଲି: ସ୍କୁଲ୍ ହଷ୍ଟେଲରେ ୨ ଛାତ୍ରଙ୍କୁ କାମୁଡ଼ିଲା ସାପା ସାପ ଦଂଶନରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଡେଲାଙ୍ଗ ମୁନିଦା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ଏହି ଅଭାବନୀୟ ଘଟଣା ଘଟିଥିବା ଖବର!-->…
ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ; CISF ଯବାନ ଗିରଫ
ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ସୋସୋ ଥାନା ଅଞ୍ଚଳରେ ଜଣେ ୨୨ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଏକ ହୋଟେଲକୁ ଡ଼ାକିନେଇ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ମାଣ୍ଡୁକାଟି ଗ୍ରାମର ରଶ୍ମୀ ରଞ୍ଜନ ସେଠୀ (୨୯)ଙ୍କୁ ଗିରଫ କରିଛି ।!-->…
ପୂର୍ବ ଶତ୍ରୁତାରୁ ଦୁର୍ଦ୍ଦାନ୍ତ ଅପରାଧୀକୁ ନିର୍ମମ ହତ୍ୟା
ବ୍ରହ୍ମପୁର : ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଅଞ୍ଚଳରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା କରାଯାଇଛି। ଶନିବାର ରାତି ପ୍ରାୟ ୧୨ଟା ବେଳେ ଟୁନା ନାୟକ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ତାର ସାଙ୍ଗ ବିଟୁ ସାହୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି। ମୃତ ଟୁନା ନାମରେ ୮ ଟି!-->…
ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ ନାଗାଲାଣ୍ଡ ରାଜ୍ୟପାଳ
କୋଣାର୍କ : ପୁରୀ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପରେ ଆଜି ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି ନାଗାଲାଣ୍ଡର ରାଜ୍ୟପାଳ ନନ୍ଦକିଶୋର ଯାଦବ । ମନ୍ଦିରର ଅପୂର୍ବ କାରୁକାର୍ଯ୍ୟ, ସ୍ଥାପତ୍ୟ କଳା ଏବଂ ନିଖୁଣ ଭାସ୍କର୍ଯ୍ୟ ଦେଖି ରାଜ୍ୟପାଳ!-->…
ଭାଇବୋହୂକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା ଦେଢଶୂର
ଦିଗପହଣ୍ଡି : ଭାଇବୋହୂକୁ ଆକ୍ରମଣ କଲା ଦେଢଶୂର । ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ଛଟପଟ ହେଉଥିଲେ ମହିଳା । ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ । ଏପରି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତର ଡି.ଆମ୍ବଠା ଗ୍ରାମରେ ।ରିପୋର୍ଟ!-->…
ଲୋଚାପଡ଼ା ଅଞ୍ଚଳରେ ବେଆଇନ ଜୁଆ ଆଡ୍ଡା ଚଲେଇବା , ବିଶୃଙ୍ଖଳା ସୃଷ୍ଟି କରିବା ସହ ସରପଞ୍ଚ ଙ୍କୁ ଧମକ ଦେବା ପଡିଲା…
ବ୍ରହ୍ମପୁର : ଆମ୍ବପୁଆ ବିବେକ ବିହାରରେ ରହୁଥିବା ଝାଡା ଆଙ୍କୁଲିର ପ୍ରଶାନ୍ତ ସେଠି ଗତ କିଛି ଦିନ ଧରି ଲୋଚାପଡ଼ା ଅଞ୍ଚଳରେ ବେଆଇନ ଭାବେ ଚଳାଇ ଆସୁଥିଲା ଜୁଆ ଆଡ୍ଡା ,ଏହା ସହିତ ବିଶୃଙ୍ଖଳା ସୃଷ୍ଟି କରିବା ସହିତ ଅଞ୍ଚଳବାସୀଙ୍କ ସହିତ ବାରମ୍ବାର ମାରପିଟ କରି ଧମକ ଦେଇ ବଟି ମଧ୍ୟ ଆଦାୟ!-->!-->!-->…
ରାୟଗଡ଼ା ଜିଲ୍ଲାରେ ବାଦ ପଡ଼ିଥିବା ଓ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ
ରାୟଗଡ଼ା : ସ୍ୱତନ୍ତ୍ର ସଂଘନ ସଂଶୋଧନ (SIR) ପ୍ରକ୍ରିୟା ସମାପ୍ତ ପରେ ନିର୍ବାଚନ ତାଲିକାରୁ ବାଦ ପଡ଼ିଥିବା ତଥା ପ୍ରଥମ ଥର ଭୋଟ ଦେବାକୁ ଯୋଗ୍ୟ ଯୁବ ଓ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ ନିମନ୍ତେ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଅଭିଯାନ (Special Drive for!-->…
ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କୁ ଗୁଳି କରି ହତ୍ୟା
ଅମୃତସର: ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମଧୁସୂଦନ ଓର୍ଫ ମ୍ୟାଡ ସନ୍ଧୁଙ୍କୁ ଗୁଳି କରି ହତ୍ୟା କରାଯିବାର ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଗତ କିଛି ଦିନ ହେଲା ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ମିଳି ଆସୁଥିଲା। ଏକାଧିକ ଗୁଳି ବାଜିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ପଞ୍ଜାବ!-->…
ଉତ୍କ୍ଷେପଣ ହେଲା ଭାରତର ପ୍ରଥମ ଏଆଇ ଉପଗ୍ରହ
ହାଇଦରାବାଦ : ଭାରତର ପ୍ରଥମ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପଗ୍ରହ ଉତକ୍ଷେପଣ ହୋଇଛି। ହାଇଦରାବାଦ କମ୍ପାନୀ ‘ଟେକମିଟୁସ୍ପେସ’ ଦ୍ବାରା ନିର୍ମିତ ଏହି ଉପଗ୍ରହକୁ ସ୍ପେସଏକ୍ସର ଟ୍ରନ୍ସପୋର୍ଟର-୧୮ ଅଭିଯାନରେ ଗୁରୁବାର ରାତି ୧୧ଟା୪୮ରେ ମହାକାଶକୁ ପଠାଯାଇଛି। ଏହି ଉପଗ୍ରହର ନାମ ଏମଓଆଇ-୧ଏ!-->…