Sign in
Sign in
Recover your password.
A password will be e-mailed to you.
ଘରେ ପଶିଲା ବନ୍ୟା ପାଣି, ନିଷ୍କାସନ ଦାବିରେ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ
ବାସୁଦେପୁର : ଚାଷ ଗଲା, ବାସ ବି ଗଲା। ୪ ଥର ବନ୍ୟା ପାଣି ଆସି ସବୁ ବୁଡାଇ ଦେଲା। ବାସହରା କଲାଣି ବହୁ ପରିବାରକୁ। ପାଣି ନିଷ୍କାସନ ପଥକୁ ଅବରୋଧ ପାଇଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ପାଣି ନିଷ୍କାସନ ଦାବିରେ ସୁଦର୍ଶନପୁର ପଞ୍ଚାୟତ ମାଛ ହାଟ ଛକରେ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ।!-->…
ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଜଳବନ୍ଦୀ ଅବସ୍ଥାରେ ରାଚାକୋନା ଗାଁର ୫୦୦ରୁ ୭୦୦ ଲୋକ: ପ୍ରଶାସନ ନିରବ
ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ମାଝାପାରା ପଞ୍ଚାୟତ ଅନ୍ତର୍ଗତ ରାଚାକୋନା ଗ୍ରାମରେ ବନ୍ୟା ଓ ଭୂସ୍ଖଳନ କାରଣରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଠାରୁ ଗାଁର ପ୍ରାୟ ୫୦୦ ରୁ ୭୦୦ ବାସିନ୍ଦା ଜଳବନ୍ଦୀ ଅବସ୍ଥାରେ ଫସି ରହିଛନ୍ତି।
ଗାଁକୁ ଯିବା!-->!-->!-->…
୮ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ଆରଆଇ
ମାଲକାନଗିରି: ଝରାପାଲ୍ଲି ରାଜସ୍ୱ ନିରୀକ୍ଷକ ସୁରଜ ବାଲାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି । ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରାଯାଇଛି । ଜଣେ ଯୁବକଙ୍କ ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ସୁରଜ ବାଲା ୮ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ!-->…
ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳ ବର୍ଷିବ, ସତର୍କତା ଅବଲମ୍ବନ କରିବାକୁ ଆଇଏମଡିର ପରାମର୍ଶ
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଓଡ଼ିଶାର ୧୦ଟି ଜିଲ୍ଲାକୁ ଏକ ସତର୍କ ସୂଚନା ଜାରି କରିଛି।ଘଡ଼ଘଡ଼ି ଏବଂ ବଜ୍ରପାତ ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ସତର୍କତା ଜାରି କରାଯାଇଛି।
ମଙ୍ଗଳବାର ସକାଳେ ଜାରି ହୋଇଥିବା ସତର୍କତା ଅନୁଯାୟୀ, ଆଗାମୀ ତିନି ଘଣ୍ଟା ମଧ୍ୟରେ!-->!-->!-->…
ଆସିକା ଏସ୍ଡ଼ିପିଓଙ୍କ ନେତୃତ୍ୱରେ ନଳବଣ୍ଟା ଗ୍ରାମ ଉପରେ ଚଢ଼ାଉ ବିପୁଳ ପରିମାଣର ବାଣ ଜବତ !
ଆସିକା : ଗଞ୍ଜାମ ଜିଲ୍ଲାର ମିନିଶିବକାସି ରୂପେ ପରିଚିତ ନଳବଣ୍ଟା ଗ୍ରାମ। ଏଠାରେ ବର୍ଷ ତମାମ ବିଭିନ୍ନ କିସମର ବାଣ ଘରେ ଘରେ ପ୍ରସ୍ତୁତ ହୁଏ।ଏଠିକାର ବାଣର ଚାହିଦା ଜିଲ୍ଲା ସମେତ ଜିଲ୍ଲା ବାହାରେ ବି ରହିଛି।
ଆସିକା ଏସ୍ଡ଼ିପିଓ ସୌରଭ ରଞ୍ଜନ ପ୍ରଧାନ ଓ ଥାନା ଅଧିକାରୀ ସୁଧୀର କୁମାର!-->!-->!-->…
ମାଲକାନଗିରି ବୈଦ୍ୟୁତିକ ଶ୍ରମିକ ସଂଘ ପକ୍ଷରୁ ସ୍ଥାନୀୟ ବୈଦ୍ୟୁତିକ ପ୍ରକଳ୍ପଗୁଡ଼ିକରେ ସ୍ଥାନୀୟ ଶ୍ରମିକମାନଙ୍କୁ…
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ହେଉଥିବା ସମସ୍ତ ସ୍ଥାନୀୟ ୱାୟାରିଂ ଏବଂ ମରାମତି ପ୍ରକଳ୍ପଗୁଡ଼ିକରେ ସ୍ଥାନୀୟ ଟେକ୍ନିସିଆନ୍ ଓ ଶ୍ରମିକମାନଙ୍କୁ ସର୍ବାଧିକ ପ୍ରାଥମିକତା ଦେବା ପାଇଁ "ମା ଭୈରବୀ ବୈଦ୍ୟୁତିକ ଶ୍ରମିକ ସଂଘ" ମାଲକାନଗିରି ଜିଲ୍ଲାପାଳ ଓ ଦୌରା ଜଜ୍ଙ୍କୁ ଆନୁଷ୍ଠାନିକ!-->…
ଛିନତାଇ ବେଳେ ବାଇକରୁ ଖସିପଡ଼ିଲା ଲୁଟେରା, କାବୁ କଲେ ଲୋକେ…
ଭୁବନେଶ୍ୱର : ଲୁଟ୍ କରୁଥିଲେ, ଗଳି ପଡ଼ିଲେ । ମହିଳାଙ୍କ ବେକରୁ ଚେନ୍ ଲୁଟ୍ ଉଦ୍ୟମ ପଣ୍ଡ । ବାଇକରୁ ଖସି ପଡ଼ିଲା ଲୁଟେରା । ଭୁବନେଶ୍ବର ଏମ୍ସ ହସ୍ପିଟାଲ ସମ୍ମୁଖରେ ଘଟଣା ଘଟିଛି । ରୋଗୀଙ୍କୁ ଏମ୍ସ ହସ୍ପିଟାଲ ନେଇ ଆସିଥିବା ମହିଳାଙ୍କୁ ଟାର୍ଗେଟ କରିଥିଲେ ଲୁଟେରା । ମହିଳାଙ୍କ ବେକରୁ!-->…
ଆସିକା ଭୂ-ବନ୍ଦୋବସ୍ତ କେବଳ ଧର୍ମକୁ ଆଖିଠାର ବଡ଼ ବଡ଼ିଆ ମାନଙ୍କୁ ପଟ୍ଟା ଦିଆ ଯାଉଛି…..!
ବିଧାୟକଙ୍କୁ ଖୁସି କରିବାକୁ ସର୍ଭେ ଓ ପଟ୍ଟା ପ୍ରଦାନ ସାଧାରଣ ଲୋକ ଜଳକା …..?ବ୍ରହ୍ମପୁର :ଆସିକା ସହର ରେ ଦେଶ ସ୍ୱାଧୀନତା ପର ଠାରୁ ଭୂ ବନ୍ଦୋବସ୍ତ ହୋଇନଥିବା ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ସମସ୍ୟା ଦେଇ ଗତିକରୁଛନ୍ତି।କିଛି ମାସ ପୂର୍ବେ ରାଜସ୍ୱ ବିଭାଗ ପକ୍ଷରୁ ଲୋକଙ୍କୁ ଭୁଆଁ!-->…
ନୂଆଗାଁ ବ୍ଲକ ପରିସରରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର : ୮୭ଟି ଅଭିଯୋଗ ମଧ୍ୟରୁ ୨୭ଟିର…
ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଏବଂ ଆରକ୍ଷୀ ଅଧୀକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ଉପସ୍ଥିତ ରହି!-->…
ବିମାନ ଟିକେଟ ମହଙ୍ଗା ନେଇ ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା, ଧାର୍ଯ୍ୟ ନିୟମ ପାଳନ କରିନପାରିଲେ ଉଡ଼ାଣ ବନ୍ଦ କର
ନୂଆଦିଲ୍ଲୀ : ପର୍ବପର୍ବାଣୀ ଏବଂ ଛୁଟି ସମୟରେ ବିମାନ ଟିକେଟ ଦାମ୍ ମହଙ୍ଗା ହେବା ମାମଲାରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି । ଜଷ୍ଟିସ ବିକ୍ରମ ନାଥ ଏବଂ ସନ୍ଦୀପ ମେହତାଙ୍କ ପୀଠ କହିଛି କି, ଯଦି ଏୟାରଲାଇନ୍ସ ଧାର୍ଯ୍ୟ ନିୟମ ପାଳନ କରିପାରୁନାହିଁ, ତେବେ ଉଡ଼ାଣ ବନ୍ଦ କରିଦେଉ!-->…