Sign in
Sign in
Recover your password.
A password will be e-mailed to you.
କାର୍ରେ CNG ଭର୍ତ୍ତି ବେଳେ ଭୟଙ୍କର ବିସ୍ଫୋରଣ
ଗୁଜୁରାଟ: ଗୁଜରାଟର ବଡୋଦରାରେ ଏକ ହୃଦୟବିଦାରକ ଦୁର୍ଘଟଣା CCTV କ୍ୟାମେରାରେ କଏଦ ହୋଇଛି । ଏହି ଘଟଣା କରଜନ ନିକଟସ୍ଥ ନ୍ୟାସନାଲ ହାଇୱେ-୪୮ରେ ଘଟିଛି । CNG ଷ୍ଟେସନରେ କାର୍ରେ CNG ଭର୍ତ୍ତି କରାଯାଉଥିବା ସମୟରେ ହଠାତ୍ ଜୋରଦାର ବିସ୍ଫୋରଣ ଘଟିଥିଲା । ସୂଚନା ଅନୁସାରେ, CNG ଭର୍ତ୍ତି!-->…
ଔଷଧ କମ୍ପାନୀରେ ବଏଲର ବିସ୍ଫୋରଣ: ୫ ମୃତ, ୧୦ ଆହତ
ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ସତ୍ୟବେଦୁ ମଣ୍ଡଳ ଅଞ୍ଚଳର ଶ୍ରୀ ସିଟିରେ ଥିବା ଏକ ପ୍ରାଇଭେଟ ଔଷଧ କମ୍ପାନୀରେ ବଏଲର ବିସ୍ଫୋରଣ ଯୋଗୁଁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଫଳରେ ୫ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି । ଏହି ଘଟଣା!-->…
ହର୍ମୁଜରେ ପୁଣି ମିସାଇଲ ଆଟାକ୍, ୫ ଭାରତୀୟ ଉଦ୍ଧାର
ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀରେ ଏକ କୁୱେତ ପତାକାଯୁକ୍ତ ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ପୁଣିଥରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜାହାଜରେ ଥିବା ୫ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଓମାନରେ ଥିବା ଭାରତୀୟ ଦୂତାବାସ ଶୁକ୍ରବାର ଦିନ କହିଛି ଯେ ସେମାନେ!-->…
ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆସନ୍ତା ୧୦ରୁ ସିଜେପିର ଜନ୍ତର ମନ୍ତର ୨.୦
ନୂଆଦିଲ୍ଲୀ: ଅକ୍ଟୋବର ୧୦ରୁ ଜନ୍ତର ମନ୍ତର ୨.୦ । ଆରମ୍ଭ ହେବ ଦିଲ୍ଲୀ ଚଲୋ ଅଭିଯାନ । ଚେତାବନୀ ଦେଲା ସିଜେପି । ଯେଉଁଠି ପୋଲିସ ଅଟକାଇବ ସେହି ସ୍ଥାନ ପାଲଟିବ ଜନ୍ତରମନ୍ତର । ଗାନ୍ଧିବାଦୀ ମାର୍ଗରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ଅଭିଜିତ୍ ଦୀପକେ ।!-->…
ଛାତ୍ରାବାସରେ ଅଷ୍ଟମ ଶ୍ରେଣୀର ଦୁଇ ଛାତ୍ରଙ୍କ ବ୍ୟାଗରୁ ମଦ ବୋତଲ ସହ ମାରଣାସ୍ତ୍ର ଜବତ
ପାଟଣା: ଆଶ୍ରମ ବିଦ୍ୟାଳୟ ଛାତ୍ରାବାସରୁ ଅଷ୍ଟମ ଶ୍ରେଣୀର ଦୁଇ ଛାତ୍ରଙ୍କ ବ୍ୟାଗରୁ ମଦ ବୋତଲ, ଛୁରୀ ଓ କିଛି ମାଦକ ଦ୍ରବ୍ୟ ମିଳିବା ପରେ ଭୟଭୀତ ଛାତ୍ରାବାସର ଛାତ୍ରଛାତ୍ରୀ । ଘଟଣା ପରେ ସମ୍ପୃକ୍ତ ଦୁଇ ଛାତ୍ରଙ୍କ ଅଭିଭାବକଙ୍କୁ ଡକାଇ ସେମାନଙ୍କୁ ବିଦ୍ୟାଳୟରୁ ବିଦା କରିଛନ୍ତି ବିଦ୍ୟାଳୟ!-->…
ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ ଉପରେ ୧୦୦ କିମି ବେଗରେ ଦୌଡ଼ିଲା ବନ୍ଦେ ଭାରତ
ଶ୍ରୀନଗର: ଜମ୍ମୁ-କଶ୍ମୀରର ପାହାଡ଼ିଆ ରାସ୍ତାରେ ଏବେ ଆହୁରି ବେଗରେ ଦୌଡ଼ିବ ବନ୍ଦେ ଭାରତ। ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ ଚେନାବ ରେଲୱେ ବ୍ରିଜ୍ ଉପରେ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଦୌଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ୍। ଏହା ସହ ଭାରତର ପ୍ରଥମ କେବଲ୍-ଷ୍ଟେ ରେଲୱେ ବ୍ରିଜ୍!-->…
ସରକାରୀ ବସ୍ କଣ୍ଡକ୍ଟର ସାଜି ଟିକେଟ୍ କାଟିଲେ ମୁଖ୍ୟମନ୍ତ୍ରୀ ବିଜୟ
ଚେନ୍ନାଇ: ହଠାତ୍ ନିଜ ଆଲିସାନ୍ କାରରୁ ଓହ୍ଲାଇ ବସ୍ରେ ଚଢିଲେ ମୁଖ୍ୟମନ୍ତ୍ରୀ! ହାତରେ ମେସିନ୍ ଧରି ଟିକେଟ୍ କାଟିଲେ ବିଜୟ! ତାମିଲନାଡୁରେ ଗାନ୍ଧୀ ଜୟନ୍ତୀ ଦିନ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଲା, ଯାହା ବସ୍ରେ ଥିବା ଯାତ୍ରୀଙ୍କୁ ଚକିତ କରିଦେଇଥିଲା। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ!-->…
ଅନ୍ତଃରାଜ୍ୟ ଅପରାଧୀ ଟୁନା ହରିଜନ ଘରେ ବୁଲଡୋଜର ଆକ୍ସନ
ନବରଙ୍ଗପୁର : କୁଖ୍ୟାତ ଅନ୍ତଃରାଜ୍ୟ ଅପରାଧୀ ଟୁନା ହରିଜନଙ୍କ ଘରେ ବୁଲଡୋଜର ଚଳାଇଲା ପ୍ରଶାସନ । ଅପରାଧୀ ଟୁନା ହରିଜନଙ୍କ ଘରକୁ ଭାଙ୍ଗିଲା ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ଟୁନା ଦୁଇଟି ସରକାରୀ ଜମିକୁ ଜବର ଦଖଲ କରି ଘର ନିର୍ମାଣ କରିଥିଲା । ଆଜି ପ୍ରଶାସନ ପକ୍ଷରୁ ଏଇ ଦୁଇ ଜାଗାରୁ ଜବର!-->…
ନୟାପଲ୍ଲୀ ଦୁଷ୍କର୍ମ ମାମଲା: ଚୋରି କରିବାକୁ ଆସି ଦୁଷ୍କର୍ମ କରିଥିବା କହିଲେ ପୋଲିସ କମିଶନର
ଭୁବନେଶ୍ୱର : ଅଭିଯୁକ୍ତର ଡାହାଣ ଗୋଡରେ ବାଜିଛି ଗୁଳି । ଚୋରି କରିବାକୁ ଆସି ଦୁଷ୍କର୍ମ କରିଥିବା ନେଇ କହିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ଲାଇଟର ଗନ୍ ରେ ଅଭିଯୁକ୍ତ ଦେଇଥିଲା ଧମକ । ପୂର୍ବରୁ ଆସି ପୀଡିତାଙ୍କ ଘରକୁ ରେକି କରିଥିଲା । ପରେ ସୁଯୋଗ ଦେଇ ଘରେ ପଶିଥିଲା ।!-->…
ଏସ୍ଆଇଆର୍ ପ୍ରସଙ୍ଗ; ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟର୍ଙ୍କ ଘରେ ବିଏଲ୍ଓ
ଭୁବନେଶ୍ୱର : ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ଯେଉଁ ସବୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସମାପ୍ତ ହୋଇଛି, ସେଠାରେ ଚୂଡ଼ାନ୍ତ ଭୋଟର୍ ତାଲିକାରୁ ବାଦ୍ ପଡ଼ିଥିବା ଭୋଟର୍ ଏବଂ ପ୍ରଥମଥର ପାଇଁ ଭୋଟର ତାଲିକାରେ ସାମିଲ ହେଉଥିବା ଯୁବ ଭୋଟରଙ୍କୁ ପଞ୍ଜୀକରଣ ପାଇଁ ଏକ!-->…