ଓଲଟିଲା ସ୍କୁଲ ଭ୍ୟାନ୍, ଅଳ୍ପକେ ବର୍ତ୍ତିଲେ ୧୫ ଛାତ୍ରଛାତ୍ରୀ

ଯାଜପୁର: ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ଭ୍ୟାନ୍ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୧୫ ଛାତ୍ରଛାତ୍ରୀ । ଯାଜପୁର ଜିଲ୍ଲା ଧାନମଣ୍ଡଳ ସ୍ଥିତ ଏକ ପବ୍ଲିକ ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିବା ସମୟରେ ଧାନମଣ୍ଡଳ ନିକଟରେ ଭାରସାମ୍ୟ…

ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରେ ପୋକ, କ୍ୟାମ୍ପସରେ ଉତ୍ତେଜନା, ବ୍ୟାପକ ଭଙ୍ଗାରୁଜା

ଭୁବନେଶ୍ୱର : ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରେ ପୋକ । କ୍ୟାମ୍ପସରେ ଉତ୍ତେଜନା, ବ୍ୟାପକ ଭଙ୍ଗାରୁଜା । ​ସ୍ଥିତି ନିୟନ୍ତ୍ରଣ ପାଇଁ ନାକେଦମ ହେଲା ଜଟଣୀ ପୋଲିସ । ହଷ୍ଟେଲ ଖାଦ୍ୟରୁ ପୋକ ବାହାରିବା ଘଟଣାକୁ କେନ୍ଦ୍ର କରି ଜଟଣୀସ୍ଥିତ ଏକ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପ୍ରବଳ…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର : ଓଡ଼ିଶାରେ ଡି. ପୁରନ୍ଦେଶ୍ୱରୀ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ତାଙ୍କ ସହ ଆସିଛନ୍ତି ନବନିଯୁକ୍ତ ସହପ୍ରଭାରୀ ଡ. ସ୍ୱଦେଶ ସିଂ । ଦାୟିତ୍ୱ ମିଳିବା ପରେ ଉଭୟଙ୍କ ଏହି ଓଡ଼ିଶା ଗସ୍ତକୁ ଦଳୀୟ ସଂଗଠନ ଦୃଷ୍ଟିରୁ…

ନୟାପଲ୍ଲୀ ଦୁଷ୍କର୍ମ ଘଟଣା: ଖସିବାକୁ ଉଦ୍ୟମ ବେଳେ ଅଭିଯୁକ୍ତକୁ ଏନକାଉଣ୍ଟର

ଭୁବନେଶ୍ବର: ନୟାପଲ୍ଲୀ ଦୁଷ୍କର୍ମ ଘଟଣାରେ ଧରାପଡିଲା ଅଭିଯୁକ୍ତ । ଅଭିଯୁକ୍ତକୁ ଏନକାଉଣ୍ଟର କଲା ପୋଲିସ । ପୋଲିସକୁ ଚକମା ଦେଇ ଖସିବାକୁ ଉଦ୍ୟମ କରୁଥିବା ବେଳେ ଏନକାଉଣ୍ଟର କଲା ପୋଲିସ । ପୋଲିସ କବଳରୁ ଖସିବା ପାଇଁ ଫାୟାର କରିଥିଲା ଅଭିଯୁକ୍ତ । ଚନ୍ଦକା ଅଞ୍ଚଳରୁ ଖସିଯିବାକୁ ଚେଷ୍ଟା…

ନନ୍ଦନକାନନରେ ସାମିଲ ୧୧ଟି ଭିନ୍ନ ପ୍ରଜାତିର ୩୬ ପଶୁପକ୍ଷୀ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ନୂଆ ଆକର୍ଷଣ ଯୋଡ଼ିବା ଉଦ୍ଦେଶ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୧ଟି ଭିନ୍ନ ପ୍ରଜାତିର ୩୬ଟି ପଶୁପକ୍ଷୀଙ୍କୁ ସାମିଲ କରାଯାଇଛି।ଅଧିକାରୀମାନେ କହିଛନ୍ତି ଯେ, ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଅକ୍ଟୋବର ୩ ତାରିଖ ଦିନ ଏହି ନୂଆ ଭାବେ…

ଖୁଦୁରୁକୁଣୀ ଭସାଣି ବେଳେ ବିରୋଧ କରିବାରୁ ଏସ୍‌ଆଇଙ୍କୁ ଆକ୍ରମଣ

ହାଟଡିହୀ: ଖୁଦୁରୁକୁଣୀ ଭସାଣି ବେଳେ ଡିଜେ ବଜାଇବାକୁ ବିରୋଧ କରିବାରୁ ଏସ୍‌ଆଇଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ। କେନ୍ଦୁଝର ଜିଲା ଘଷିପୁରା ଥାନା ଚଉମୁଇଁରେ ଖୁଦୁରୁକୁଣୀ ଭସାଣି ବେଳେ ଡିଜେ ବଜାଇବାକୁ ବିରୋଧ କରିବାରୁ ଏସ୍‌ଆଇ କଳ୍ପତ୍ତରୁ ନାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ପରିତ୍ୟକ୍ତ କାର୍‌ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ରାଉରକେଲା: ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ବିଜୁ ଏକ୍ସପ୍ରେସ୍‌ ୱେ ଭଜପୁର ନିକଟ ସର୍ଭିସ୍‌ ରୋଡ୍‌ରୁ ଏକ କାର୍‌ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଏକ ପରିତ୍ୟକ୍ତ କାର୍ ଭିତରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତଦେହ ରହସ୍ୟଜନକ ପରିସ୍ଥିତିରେ ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ…

ପୋଲାଭରମ୍ : ବିକାଶର ପ୍ରସଙ୍ଗ ନା ବିନାଶର ପଦଧ୍ୱନି?

(ନେଡିଗୁଡ଼ କହୁଣୀକୁ ବୋହୁଥିବା ସମୟରେ ପୋଲାଭରମ୍ କୁ ନେଇ ସମୀକ୍ଷା) ପ୍ରସ୍ତୁତି: ଦେବବ୍ରତ ବେହେରା ଏକ ବୃହତ୍ ନଦୀବନ୍ଧ ପ୍ରକଳ୍ପକୁ କେବଳ ଜଳସେଚନ, ବିଦ୍ୟୁତ୍, ପାନୀୟଜଳ ଓ ବନ୍ୟା ନିୟନ୍ତ୍ରଣର ଦୃଷ୍ଟିରୁ ଦେଖିଲେ ଏହାର ସମ୍ପୂର୍ଣ୍ଣ ଚିତ୍ର ଆମ ସମ୍ମୁଖକୁ ଆସିପାରେନାହିଁ। ଏପରି…

ସୀମାଲଙ୍ଘି ଭାରତକୁ ପଶୁଥିବା ବେଳେ ଯବାନଙ୍କ ଗୁଳିରେ ୨ ପାକିସ୍ତାନୀ ନିହତ

ନୂଆଦିଲ୍ଲୀ : ପଞ୍ଜାବର ତରନତାରନରେ ସୀମା ଡେଇଁ ପଶିବାକୁ ଚାହୁଁଥିଲେ ପାକିସ୍ତାନୀ । ପ୍ରବେଶକାରୀଙ୍କୁ ବିଏସଏଫ ଗୁଳି କରିଛି । ପାକିସ୍ତାନ ପଟୁକିଛି ବ୍ୟକ୍ତି ଭାରତ ମଧ୍ୟରେ ବେଆଇନ ବାବେ ପ୍ରବେଶ କରୁଥିବା ବେଳେ ବିଏସଏଫ ପକ୍ଷରୁ ଆକ୍ସନ ନିଆଯାଇଛି । ଆଜି ଅପରାହ୍ନ ୧୨ଟାରେ ବିଏସଏଫ…

ଫ୍ଲାଏ ଦୁବାଇ ବିମାନରେ କ୍ୟାପଟେନଙ୍କ ଉପରେ ଆକ୍ରମଣ ଘଟଣା: UAEରେ କୋ-ପାଇଲଟଙ୍କୁ ନେଇ ତଦନ୍ତ ଜାରି

ନୂଆଦିଲ୍ଲୀ: ଫ୍ଲାଏ ଦୁବାଇ ବିମାନରେ କ୍ୟାପଟେନ୍ ଙ୍କୁ ଛୁରାମାଡ଼ ଘଟଣାକୁ ନେଇ ବଡ଼ ବୟାନ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । କହିଛନ୍ତି, ଆକ୍ରମଣ କରିଥିବା ଓମାନର କୋ-ପାଇଲଟ୍ ଇସଲାମିକ୍ କଟ୍ଟରପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ହୋଇଥିଲେ । ତେବେ…