ବଢୁଛି ବୈତରଣୀ ଜଳସ୍ତର, ବନ୍ଧ ଉପରେ ଆଶ୍ରୟ ନେଲେ ବିପନ୍ନ ପରିବାର

ଭଦ୍ରକ: ବଢୁଛି ବୈତରଣୀ ନଦୀର ଜଳସ୍ତର। ବୈତରଣୀରେ ଚତୁର୍ଥ ଥର ବନ୍ୟା ଆସିଛି। ଆଖୁଆପଦା ଠାରେ ବିପଦ ସଂକେତ ଅତିକ୍ରମ କଲା ବନ୍ୟା ଜଳ। ଆଖୁଆପଦାଠାରେ ବିପଦ ସଂକେତ ୧୮.୩୩ ମିଟର ଥିବାବେଳେ ଏବେ ୧୮.୩୫ ମିଟର ଉପରେ ବନ୍ୟାଜଳ ପ୍ରଭାବିତ ହେଉଛି। ବୈତରଣୀରେ ବନ୍ୟା ଯୋଗୁଁ ଏବେ ଧାମନଗର ବ୍ଲକର ୧୨

ବିପଦ ସଙ୍କେତ ଉପରେ ଜଳକା, କମୁଛି ସୁବର୍ଣ୍ଣରେଖା ଜଳସ୍ତର

ଜଳେଶ୍ବର: କମୁଛି ସୁବର୍ଣ୍ଣରେଖା, ବଢୁଛି ଜଳକା । ଉପର ମୁଣ୍ତରେ ପ୍ରବଳ ବର୍ଷା ଏବଂ ଝାଡଖଣ୍ତ ଗାଲୁଡିହି ବ୍ଯାରେଜରୁ ପାଣି ଛଡା ଯିବା ଯୋଗୁ ସୁବର୍ଣ୍ଣରେଖା ଜଳସ୍ତର ବଢିଥିଲା । ଏବେ ଜଳସ୍ତର ହ୍ରାସ ପାଇ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ରାଜଘାଟରେ ସତର୍କ ସଙ୍କେତ ୯.୪୫ ମିଟର

ସୁଧାଂଶୁଙ୍କୁ ମିଳିବ ବୀରତ୍ବ ସେନା ପଦକ

ଜୁନାଗଡ଼: କଳାହାଣ୍ଡିର ଯୋଗ୍ୟ ପୁତ୍ର ମେଜର ସୁଧାଂଶୁ ପାଣି ବୀରତ୍ବ ସେନାପଦକ ପାଇଁ ରାଷ୍ଟ୍ରପତିଙ୍କ ଦ୍ଵାରା ମନୋନୀତ ହେଇଛନ୍ତି। ଏହି ଖବର ପ୍ରଚାରିତ ହେବା ମାତ୍ରେ ଜିଲାରେ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି। ସୂଚନାଯୋଗ୍ୟ ଗତ ୨୦୨୫ ସେପ୍ଟେମ୍ବରରେ ମେଜର ପାଣି କାଶ୍ମୀରରେ ଅପରେସନ

ବାଲିମେଳାରେ ଜିଲ୍ଲା ଭାଜପାର ମାସିକ ସାଙ୍ଗଠନିକ ବୈଠକ ଓ ସନ୍ଥ ରବିଦାସଙ୍କ ପବିତ୍ର ସ୍ମୃତି ସହ ଆଧ୍ୟାତ୍ମିକ ପର୍ବକୁ…

ବାଲିମେଳା : ବାଲିମେଳା ଟାଉନ୍ ହଲ୍ କାର୍ଯ୍ୟାଳୟ ପରିସରରେ ଆଜି ସକାଳ ୧୦ଟା ସମୟରେ ମାଲକାନଗିରି ଜିଲ୍ଲା ଭାଜପାର ମାସିକ ମଣ୍ଡଳସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାର ସମସ୍ତ ମଣ୍ଡଳର ସଭାପତି, ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାମାନେ ବୈଠକରେ ଯୋଗଦେଇ ସଂଗଠନର ଆଗାମୀ

ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନିତିକାନ୍ତି ପାଇଁ ଆସନ୍ତାକାଲି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ସୋମବାର ଦିନ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନିତିକାନ୍ତି ପାଇଁ ପୁରୀର ଶ୍ରୀଜଗନ୍ନାଥ ମନ୍ଦିରରେ ଚାରି ଘଣ୍ଟା ପାଇଁ ସାର୍ବଜନୀନ ଦର୍ଶନ ବନ୍ଦ ରହିବ। ଆସନ୍ତାକାଲି ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ରବିବାର ଏନେଇ ସୂଚନା ଦେଇଛି।

କ୍ରାନ୍ତି,ବ୍ରହ୍ମପୁର ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ “ମା’ ତୁଝେ ସଲାମ୍‌ – ୨୦୨୬” ରେ ଆହ୍ୱାନ

" ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ, ଏମାନଙ୍କୁ ସ୍ୱାଧୀନତା ଦିବସରେ ଦିଅନ୍ତୁ ଦେଶପ୍ରେମର ବାର୍ତ୍ତା ସହପିଲାମାନଙ୍କୁ ନିଶା ଆଉ ମୋବାଇଲ୍ ଠାରୁ ଦୂରେଇ ରଖନ୍ତୁ,ସେମାନଙ୍କର ମାନସିକ ଓ ଶାରୀରିକ ବିକାଶ ପାଇଁ ଯତ୍ନ ନିଅନ୍ତୁ।" ବ୍ରହ୍ମପୁର : ୮୦ ତମ ସ୍ଵାଧୀନତା ଦିବସ ଅବସରରେ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ୨୧ ଯାଏ ଜାରି ରହିବ ପ୍ରବଳ ବର୍ଷା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ରବିବାର ପ୍ରତ୍ୟୁଷରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରାୟ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ଅଛି ବୋଲି ଭାରତୀୟ

ବାଲୁଗାଁ ଆଇଆଇସି ଶ୍ରଦ୍ଧା ନାୟକଙ୍କ ଉପସ୍ଥିତିରେ ଗବପଦରରେ ରକ୍ତଦାନ ଶିବିର ଉତ୍ସବ ଅନୁଷ୍ଠିତ

ବାଲୁଗାଁ : ଦେଶର ୮୦ ତମ ସ୍ୱାଧୀନତା ଦିବସ ଅବସରରେ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଗବପଦର ଗ୍ରାମର ସନ୍ତୋଷୀ କ୍ଲବ ଉଦ୍ୟମରେ ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଦେଶସେବା ସହ ମାନବସେବାର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିବିରେ ଗ୍ରାମବାସୀଙ୍କ ମଧ୍ୟରେ ବ୍ୟାପକ

୧୫ ଅଗଷ୍ଟରେ ନେତାଜୀ ଆଜାଦ ହିନ୍ଦ ସ୍ପୋର୍ଟିଂ କ୍ଲବ ପକ୍ଷରୁ ଆନ୍ତଃରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଫୁଲବାଣୀ ଦଳ…

ଉମରକୋଟ/ଖୁଟୁଗୁଡ଼ା : ନେତାଜୀ ଆଜାଦ ହିନ୍ଦ ସ୍ପୋର୍ଟିଂ କ୍ଲବ, ୟୁ.ଭି. ୮ ନଂ ଖୁଟୁଗୁଡ଼ା ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ୱାଧୀନତା ଦିବସ ୧୫ ଅଗଷ୍ଟ ଅବସରରେ ଏକଦିବସୀୟ ଅନ୍ତର୍ରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଧୁମଧାମରେ ଆୟୋଜିତ ହୋଇ ସଫଳତାର ସହିତ ସମାପ୍ତ ହୋଇଛି। ଏହି

ସୁରକ୍ଷିତ, ସଶକ୍ତ ଓ ଆଧୁନିକ ଓଡ଼ିଶା ଗଠନ ଦିଗରେ ଓଡ଼ିଶା ପୋଲିସର ଉଲ୍ଲେଖନୀୟ ପଦକ୍ଷେପ

ନିଶାମୁକ୍ତ ଓଡ଼ିଶା ସହ ଆଧୁନିକ ପୋଲିସ ବାହିନୀ ଗଠନ ଆମର ଲକ୍ଷ୍ୟ: ଡିଜିପି ଭୁବନେଶ୍ୱର, : ଅଗଷ୍ଟ ୨୦୨୪ରୁ ଜୁଲାଇ ୨୦୨୬ ମଧ୍ୟରେ ଆଇନ-ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ, ନିଶାଦ୍ରବ୍ୟ ବିରୋଧୀ ଅଭିଯାନ, ମହିଳା ଓ ଶିଶୁ ସୁରକ୍ଷା, ସାଇବର ଅପରାଧ ଦମନ, ଉପକୂଳ ସୁରକ୍ଷା,