ଭୁଶୁଡ଼ିଗଲା ମହାମେଣ୍ଟ, ବିପୁଳ ଆସନରେ ବିଜୟଲାଭ କଲା ଏନଡିଏ

ବିହାର: ବିହାର ନିର୍ବାଚନରେ ଏନଡିଏକୁ ଐତିହାସିକ ବିଜୟ ମିଳିଛି। ବିପୁଳ ଆସନରେ ଏନଡିଏ ବିଜୟଲାଭ କରି ବିରୋଧୀ ମହାମେଣ୍ଟକୁ କଡ଼ା ଜବାବ ଦେଇଛି। ମହାମେଣ୍ଟ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ସରକାର ଗଢ଼ିବାର ସ୍ଵପ୍ନ ଦେଖୁଥିବା ବିରୋଧୀଙ୍କ ମହାମେଣ୍ଟ ୫୦ଟି ଆସନ ବି ଦଖଲ କରିପାରି ନାହିଁ।

୧୫୦ ବର୍ଷ ବଞ୍ଚିବ ମଣିଷ, ଚାଇନାରେ ଚାଲିଛି ପରୀକ୍ଷା…

ନୂଆଦିଲ୍ଲୀ: ଚୀନର ବୈଜ୍ଞାନିକମାନେ ଏମିତି ଏକ ଔଷଧ ପ୍ରସ୍ତୁତ କରୁଛନ୍ତି ଯାହା ମଣିଷମାନଙ୍କ ବୟସ ୧୫୦ ବର୍ଷ ପର୍ଯ୍ୟନ୍ତ ବଢାଇପାରିବ। ଶେନଝେନର ବାୟୋଟେକ୍ କମ୍ପାନୀ ଲନଭୀ ବାୟୋସାଇଁସେଞ୍ଜ ଏହି ଔଷଧ ଉପରେ କାମ କରୁଛି। କମ୍ପାନୀର ନାଁ ଲନଭି ବାୟୋସାଇଁସେଞ୍ଜ । ଏହା ଏକ ଆଣ୍ଟି-ଏଜିଂ ମେଡିସିନ୍

ବନ୍ଦ ଘରୁ ୫ ମୃତଦେହ ଜବତ

ଉତ୍ତରପ୍ରଦେଶ : ୟୁପିର ଶ୍ରୀବାସ୍ତିରେ ଇକୋନା ଥାନା ଅଞ୍ଚଳରେ ହୃଦୟବିଦାରକ ଘଟଣା । ଗୋଟିଏ ପରିବାରର ୫ ଜଣକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏକ ବନ୍ଦ ଘରୁ ସ୍ବାମୀ, ସ୍ତ୍ରୀଙ୍କ ସହିତ ୩ ପିଲାଙ୍କ ମୃତଦେହ ମିଳିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ବିହାର ଜନାଦେଶ: ୧୯ ଆସନ ଜିତି ରେକର୍ଡ କଲେ ଚିରାଗ ପାସୱାନ

ବିହାର : ବିହାର ବିଧାନସଭା ନିର୍ବାଚନରେ ଟ୍ରେଣ୍ଡ ଅନୁଯାୟୀ NDA ଆଗୁଆ ରହିଛି । ବିହାରରେ ଏନଡିଏ ପୁଣି ଥରେ ସରକାର ଗଢିବ ବୋଲି ସ୍ପଷ୍ଟ ରହିଛି । ମହାଗଠବନ୍ଧନର ସମସ୍ତ ଦଳ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛନ୍ତି । ଗତ ବିଧାନସଭା ନିର୍ବାଚନରେ ୧୧୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା

ଆଇଇଡି ପକାଇ ଆତଙ୍କୀ ଉମରର ଘର ଧ୍ବଂସ କଲା ଯାଞ୍ଚ ଏଜେନ୍ସି

ନୂଆଦିଲ୍ଲୀ : ନଭେମ୍ବର ୧୦ରେ ସନ୍ଧ୍ୟା ପ୍ରାୟ ୭ଟାରେ ରାଜଧାନୀ ଦିଲ୍ଲୀରେ ଘଟିଥିବା ବିସ୍ଫୋରଣ ପୁରା ସହରକୁ ଥରାଇ ଦେଇଥିଲା । ବିସ୍ଫୋରଣରେ ୧୨ ଜଣ ପରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା । ଜମ୍ମୁ ଏବଂ କଶ୍ମୀରର ବାସିନ୍ଦା ଡାକ୍ତର ଉମର ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା । ଏଥିପାଇଁ

ଜନସଂଖ୍ୟା ଦୃଷ୍ଟିରୁ ଅମୃତ ଯୋଜନା 2.0. ନିମନ୍ତେ ଆଲୋଚନା ଚକ୍ର !

କୋରାପୁଟ/କୋଟପା : ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟି ଦେଇ ଅମୃତ ଯୋଜନା 2.0. ନିମନ୍ତେ କ୍ଷେତ୍ର ଅଧିକାରୀ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆଲୋଚନା ଚକ୍ର ବୈଠକ ଅନୁଷ୍ଠିତ ହୋଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ

ବରିଷ୍ଠ କଳାକାର ମହାସଂଘ କଳାକାର ସମାଜର ତ୍ରାଣକର୍ତ୍ତା

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ"ର ବାର୍ଷିକୋତ୍ସବ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ - ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜମ୍ ସଭା ପ୍ରକୋଷ୍ଠରେ ମହାସମାରୋହରେ ପାଳିତ ହୋଇଯାଇଛି। ଉତ୍ସବର ପ୍ରଥମ ପର୍ଯ୍ୟାୟରେ

ପାଟଖଣ୍ଡା ପ୍ରତିଷ୍ଠାନର ପରିଚାଳକ ତଥା ବିଶିଷ୍ଟ ବ୍ୟବସାୟୀ ଙ୍କ ପରଲୋକ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ତଥା ପାଟଖଣ୍ଡା ପ୍ରତିଷ୍ଠାନ ର ପରିଚାଳକ ହିମାଂଶୁ ଶେଖର ଦାସ (ଟୁଟୁ ଦାସ) (୫୭) ଅସୁସ୍ଥତା କାରଣରୁ କଟକ ସ୍ଥିତ ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ, ଗୁରୁବାର ଚିକିତ୍ସିତ ଅବସ୍ଥାରେ ହିଁ ଦେହାନ୍ତ ହୋଇଥିଲା l ଏହି

ଜଳିଗଲା ଅଠରବାଙ୍କି ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ

ପାରାଦୀପ : ପାରାଦୀପ ଅଠରବାଙ୍କିରେ ଥିବା ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ରେ ଅଗ୍ନିକାଣ୍ଡ। ମଟରସାଇକେଲ ପାର୍ଟସ ଗୋଦାମ ଘରେ ଲାଗିଥିଲା ନିଆଁ। ଦୁଇ ମହଲାରେ ଥିଲା ମୋଟର ସାଇକେଲ ଗୋଦାମ ଘର। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା

ଗୋପାଳଜୀୟୁ ମନ୍ଦିରରୁ ଚୋରି, ଲୁଟି ନେଲେ ୧୨ଟି ରୂପା ମୁକୁଟ

ପାରାଦ୍ଵୀପ : ଗତକାଲି ବିଳମ୍ବିତ ରାତିରେ ପାରାଦ୍ଵୀପ ବୃନ୍ଦାବନ କଲୋନୀ ଗୋପାଳଜୀୟୁ ଶିବ ମନ୍ଦିରରୁ ଚୋରି ହୋଇଥିବା ଦେଖିବାକୁ ମିଳିଛି । ଦୁବୃର୍ତ୍ତମାନେ ମନ୍ଦିରର ତିନୋଟି ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍ କରିବା ସହିତ ୮ ଟି ବଡ଼ ରୂପା ମୁକୁଟ, ରୂପାର ୪ ଟି ଛୋଟ ମୁକୁଟ, ହାର ଓ