Sign in
Sign in
Recover your password.
A password will be e-mailed to you.
ବ୍ରହ୍ମପୁର ଉପଖଣ୍ଡରେ ସ୍ଵାଧୀନତା ଦିବସ ପାଳନ
ଅମୃତ କାଳରେ ଆତ୍ମନିର୍ଭର ଭାରତର ଆହ୍ବାନ ବିକଶିତ ଭାରତର ମଜଭୁତ୍ ଭିତ୍ତି ସ୍ଥାପନ କରିଛି - ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ
ବ୍ରହ୍ମପୁର : ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ୮୦ତମ ପବିତ୍ର ସ୍ୱାଧୀନତା ଦିବସ ମହା ସମାରୋହରେ ପାଳନ ହୋଇଛି l ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ ଷ୍ଟାଡ଼ିୟମ ଠାରେ!-->!-->!-->…
ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ବିପୁଳ ଉତ୍ସାହ ଓ ଉଦ୍ଦୀପନା ର ସହ ପାଳନ ହୋଇଯାଇଛି l ଏହି ଅବସରରେ ପ୍ରତ୍ୟୁଷରୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସମଗ୍ର ସହରରେ ରାମଧୁନ ପରିବେଷଣ କରାଯାଇଥିଲା l ସକାଳ ୭ ଘଣ୍ଟ!-->…
ଶାଳିଆ ପ୍ରେସ କ୍ଲବ ତରଫରୁ ସ୍ୱାଧୀନତା ଦିବସ ପାଳିତ
ଚିଲିକା (ସଂଗ୍ରାମ ରଣା ) : ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ ସ୍ଥିତ ଶାଳିଆ ପ୍ରେସ କ୍ଲବ ପକ୍ଷରୁ କ୍ଳବ ପରିସରରେ ୮୦ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।ବରିଷ୍ଠ ସମାଜସେବୀ ସୁନୀଲ ମାନସିଂହ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସଭାପତି ଅଜିତ କୁମାର ସାହୁ ଜାତୀୟ!-->…
ରାଉରକେଲା ପୋଲିସକୁ ବଡ଼ ସଫଳତା: ଚୋରି ଟଙ୍କାରେ କାର୍ କିଣିଥିବା ଅଭିଯୁକ୍ତ ଗିରଫ, ସମ୍ପତ୍ତି ଉଦ୍ଧାର
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଅନ୍ତର୍ଗତ ଛେଣ୍ଡ ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଦୁଇଟି ପୃଥକ ଘରୁ ଚୋରି ମାମଲାର ପର୍ଦ୍ଦାଫାଶ କରିବା ସହ ଏକ ଆନ୍ତଃ-ଜିଲ୍ଲା ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାରେ ପୋଲିସ ସଫଳ ହୋଇଛି। ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ!-->…
ମୋ ପ୍ରିୟ ରାଜସୁନାଖଳା ଯୁବ କମିଟି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ନୟାଗଡ଼ (ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ମୋ ପ୍ରିୟ ରାଜସୁନାଖଳା ଯୁବ କମିଟି ସଂଯୋଜକ ଶଚିକାନ୍ତ ଷଡ଼ଙ୍ଗୀଙ୍କ ଦ୍ୱାରା ଆୟୋଜିତ ରକ୍ତଦାନ ଶିବିର ଶନିବାର ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି!-->…
୮୦ ତମ ସ୍ବାଧିନତା ଦିବସ ପାଳିତ, ବର୍ଷାରେ ଭିଜି ଦେଶ ପ୍ରେମର ବାର୍ତ୍ତା ଦେଲେ ବାଚସ୍ପତି
ନୟାଗଡ଼ (ନିସର୍ତ୍ତ): ପ୍ରତିକୂଳ ପାଗରେ ମଧ୍ୟ ମହାସମାରୋହରେ ପାଳିତ ହେଲା ସ୍ବାଧିନତା ଦିବସ । ବର୍ଷାରେ ଭିଜି ଦେଶ ପ୍ରେମର ବାର୍ତ୍ତା ଦେଲେ ବାଚସ୍ପତି । ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳା ମହୋତ୍ସବ ପଡ଼ିଆରେ ୮୦ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଛି ।!-->…
୮୦ତମ ସ୍ୱାଧୀନତା ଦିବସ: ରାଉରକେଲା ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଶୁଭେଚ୍ଛା ଓ ସୁରକ୍ଷାର ପ୍ରତିଶ୍ରୁତି
ବୀରମିତ୍ରପୁର : ପବିତ୍ର ୮୦ତମ ସ୍ୱାଧୀନତା ଦିବସର ଶୁଭ ଅବସରରେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ପୋଲିସ ପକ୍ଷରୁ ସମସ୍ତ ରାଉରକେଲାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଏହି ଗୌରବମୟ ଦିବସରେ ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ମହାନ ସଂଗ୍ରାମୀ ଓ ବୀର!-->…
ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ସ୍ଵଧାନତା ଦିବସ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ପ୍ରଥମ ଥର ପାଇଁ ୮୦ ତମ ସ୍ୱାଧୀନତା ଦିବସ ବେଶ ଉତ୍ସାହ ଓ ଦେଶ ଭକ୍ତିର ସହ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଯାଇଛି l ଏଥିରେ ସଂଘର ସଭାପତି ଡ଼.ମଧୁସୂଦନ ମହାପାତ୍ର 'ବନ୍ଦେ ମାତରମ୍ ' ଗାନ ପରେ ପତାକା!-->…
ବୀରମିତ୍ରପୁରରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଅଞ୍ଚଳରେ ଆଜି ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ଦେଶର ବୀର ସହିଦମାନଙ୍କୁ!-->…
ବିଜେଡି ଦଳ ଛାଡ଼ିଲେ ହେଭୀ ୱେଟ ନେତା ଆଡମା ରାବା: ଶତାଧିକ ସମର୍ଥକଙ୍କ ସହ ବିଜେପି ଦଳରେ ହେଲେ ସାମିଲ…
ମାଲକାନଗିରି, ୧୫/୦୮: ବିଜେଡି ରାଜନୀତିରେ ଏକ ନୂଆ ମୋଡ଼ ଦେଖାଦେଇଛି। ବିଜୁ ଜନତା ଦଳ (ବିଜେଡି)ରୁ ଇସ୍ତଫା ଦେବାର ଦୁଇଦିନ ପରେ ପୂର୍ବତନ ଜିଲ୍ଲା ଛାତ୍ର ସଭାପତି ତଥା ଦୁଇଥର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଭାପତି ଥିବା ଆଡମା ରାବା ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ରେ!-->!-->!-->…