Sign in
Sign in
Recover your password.
A password will be e-mailed to you.
୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ କିରାଣି
କଳାହାଣ୍ଡି: ଭିଜିଲାନ୍ସ ଜାଲରେ RWSS କିରାଣି । କଳାହାଣ୍ଡି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବରିଷ୍ଠ କିରାଣୀ ଟି ଭେଙ୍କଟ ଗିରି ରାଓଙ୍କୁ ମାଡିବସିଲା ଭିଜିଲାନ୍ସ । ପେନସନ ଓ ଗ୍ରାଚୁଟି କାଗଜ ପତ୍ର କରାଇଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ।!-->…
ଆସନ୍ତା୨୩ରେ ଇସ୍କନର ଅଦିନିଆ ରଥଯାତ୍ରା
ଭୁବନେଶ୍ବର: ପୁଣି ଇସ୍କନର ମନମାନୀ । ଆସନ୍ତା୨୩ତାରିଖ ରବିବାର ଦିନ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ତାଇୱାନର ଜିମେଣ୍ଡିଙ୍ଗ ଏମଆରଟି EXIT-6ରେ ଆୟୋଜିତ ହେବାକୁ ଥିବା ଅଦିନିଆ ରଥଯାତ୍ରାରେ ଯୋଗ ଦେବାପାଇଁ ଇସ୍କନ ଅନୁଗାମୀ ଏବଂ ଜଗନ୍ନାଥ ପ୍ରେମୀଙ୍କୁ ଅନଲାଇନ ମାଧ୍ୟମରେ ସୂଚନା!-->…
ଟିପିଏସ୍ଓଡିଏଲ ପକ୍ଷରୁ ବୌଦ୍ଧ ଜିଲ୍ଲାରେ ବିଶ୍ୱସନୀୟ ନୂଆ ଲିଙ୍କ୍ ଲାଇନ୍ ପ୍ରତିଷ୍ଠା
ବ୍ରହ୍ମପୁର : ଗ୍ରାମାଞ୍ଚଳର ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଇବା ପ୍ରତିଶ୍ରୁତିକୁ ଦୃଢ଼ କରି, ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ସେକ୍ସନ୍ ଅଧୀନରେ ଉଦୟପୁରରୁ ମଲ୍ଲିକୁଦ ପର୍ଯ୍ୟନ୍ତ ୨.୦୧ କିଲୋମିଟର ନୂଆ ଲିଙ୍କ୍ ଲାଇନ୍ ସଫଳତାର!-->…
ଚିତ୍ରକୋଣ୍ଡା ବିଧାୟକଙ୍କ ବିରୋଧରେ ଅଭିଯୋଗକୁ ଖଣ୍ଡନ କଲେ ଜିଲ୍ଲା ପ୍ରତିନିଧି
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକଙ୍କ ଜିଲ୍ଲା ପ୍ରତିନିଧି ଶ୍ରୀ ଗୋବିନ୍ଦ ପାତ୍ର । ଚିତ୍ରକୋଣ୍ଡା ଠାରେ ଆୟୋଜିତ ଏକ ପ୍ରେସମିଟ ଜରିଆରେ ସେ ଏହି ସୂଚନା ଦେଇଛନ୍ତି ।
ଗତ!-->!-->!-->…
ପରିତ୍ୟକ୍ତ କୂଅରୁ ହାତୀ ଶାବକ ଉଦ୍ଧାର
କଣ୍ଟାବାଞ୍ଝି : ପରିତ୍ୟକ୍ତ କୂଅରୁ ହାତୀ ଶାବକ ଉଦ୍ଧାର । ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ବିଜାମାଲ ଗାଁ ନିକଟ ଏକ ପରିତ୍ୟକ୍ତ କୂଅରେ ହାତୀ ଛୁଆଟି ଖସି ପଡ଼ିଥିଲା । ସ୍ଥାନୀୟଲୋକେ ଦେଖି ବନବିଭାଗକୁ ଖବର ଦେଇଥିଲେ । ମୁରିବାହାଲ ଦମକଳ ବାହିନୀ ପହଞ୍ଚି ଶାବକକୁ କୂଅରୁ!-->…
ପୋଖରୀ ଭିତରକୁ ପଶିଲା କାର୍, ଦୁଇ ମୃତ
ଭଞ୍ଜନଗର : ପୋଖରୀକୁ ପଶିଗଲା କାର୍ । ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଗଙ୍ଗାପୁର ଗାଁ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ନୀଳାଞ୍ଚଳ ପାତ୍ର ଓ ସନ୍ତୋଷ ମହାପାତ୍ର । କାର୍ ଭିତରେ ମୋଟ ୪ ଜଣ ଥିଲେ । ଗାଡିଟି ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଯାଇଥିଲା ।!-->…
ASO ମୁଖ୍ୟ ଲିଖିତ ପରୀକ୍ଷା ରଦ୍ଦ, ଡିସେମ୍ବର ୭ରେ ସାନି ପରୀକ୍ଷା
କଟକ : ASO ମୁଖ୍ୟ ଲିଖିତ ପରୀକ୍ଷା ବାତିଲ୍ । ଜୁଲାଇ ୧୩ରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ଡିସେମ୍ବର ୭ ତାରିଖରେ ସାନି ପରୀକ୍ଷା ହେବ । ଜୁଲାଇ ୧୩ରେ ହୋଇଥିବା ପରୀକ୍ଷା ପରିଚାଳନାରେ ବିଭ୍ରାଟ ହୋଇଥିବା ସନ୍ଦେହ କରି ହାଇକୋର୍ଟ ରେଜିଷ୍ଟ୍ରାର ଏହି!-->…
ସିଟିଏସ ସର୍ଭେ ପ୍ରାପ୍ୟ ପାଇନାହାନ୍ତି ଶିକ୍ଷକ ! ଦାୟୀ କିଏ ?
କୋରାପୁଟ/କୋଟପାଡ଼ : ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗର ତତ୍କାଳୀନ କମିଶନର ତଥା ସଚିବଙ୍କ ଚିଠି ନମ୍ବର-5094/2025 ତାରିଖ-29/04/2025, ଅନୁଯାୟୀ ଅଧାରୁ ପାଠପଢ଼ା ଛାଡ଼ିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ ତଥା ପାଠପଢ଼ାର ମୁଖ୍ୟସ୍ରୋତରେ ସାମିଲ୍ କରିବାର!-->…
ନଭେମ୍ବର ୧୫ରେ ଓଡ଼ଗାଁ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆସନ୍ତା ୧୫ ତାରିଖରେ ସ୍ଥାନୀୟ ମହୋତ୍ସବ ପଡ଼ିଆରେ ଆୟୋଜିତ ହେବ।ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଅନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ, ଚାଷୀ ବିଶେଷଜ୍ଞଙ୍କ ଦ୍ଵାରା ଆଲୋଚନା ସଚେତନତା ଓ ସାଂସ୍କୃତିକ!-->…
ଜଙ୍ଗଲୀ ହାତୀଙ୍କ ଉପଦ୍ରଵ, ଅନେକ ଫସଲ ନଷ୍ଟ କରିଥିବା ଅଭିଯୋଗ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳ ଅଧିନସ୍ତ ମୁଣ୍ଡିଗଡ଼ ପଞ୍ଚାୟତର ତିନୋଟି ଗ୍ରାମରେ କେତେକ ଜଙ୍ଗଲୀ ହାତୀପଲ ଙ୍କ ଉପଦ୍ରଵ ବଢି ଚାଲିଛି l ସୂଚନା ଅନୁସାରେ କଳାହାଣ୍ଡି ଏବଂ ବୌଦ୍ଧ ସୀମାନ୍ତରୁ ଏହି ହାତୀପଲ ଆସି ଖମନପଡା,ମଣ୍ଡଳ ପଦର ଓ!-->…