ବିବାହ ପ୍ରତାରଣା ଓ ବ୍ଲାକମେଲିଂ ଅଭିଯୋଗ : OSRTC ଡ୍ରାଇଭର ଗିରଫ; ଅନ୍ତରଙ୍ଗ ଭିଡିଓ ଭାଇରାଲ ଧମକ ଦେଇ ୫ ଲକ୍ଷ ଟଙ୍କା…

ବ୍ରହ୍ମପୁର : ବିବାହର ପ୍ରଲୋଭନ ଦେଖାଇ ଅନ୍ତରଙ୍ଗ ଭିଡିଓ ଉତ୍ତୋଳନ କରିବା ଏବଂ ପରବର୍ତ୍ତୀ ସମୟରେ ତାହାକୁ ଭାଇରାଲ କରିବାର ଧମକ ଦେଇ ଲକ୍ଷାଧିକ ଟଙ୍କା ଦାବି କରିବା ଅଭିଯୋଗରେ ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ଜଣେ ସରକାରୀ ବସ୍ ଡ୍ରାଇଭରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

ବରିଷ୍ଠ ନାଗରିକଙ୍କୁ ସମ୍ମାନ ଓ ସୁରକ୍ଷା ସୁସ୍ଥ ସମାଜର ପରିଚୟ: ଛତ୍ରପୁର ବିଧାୟକ

ଛତ୍ରପୁର : ବରିଷ୍ଠ ନାଗରିକଙ୍କୁ ସମ୍ମାନ ଓ ସୁରକ୍ଷା ଏକ ସୁସ୍ଥ ଓ ସଶକ୍ତ ସମାଜର ପରିଚୟ। ସେମାନଙ୍କ ପ୍ରତି ସମ୍ମାନ ଓ ସମ୍ବେଦନଶୀଳତା କେବଳ ପରିବାରର ନୁହେଁ, ସମଗ୍ର ସମାଜର ଦାୟିତ୍ୱ ବୋଲି ଜିଲ୍ଲା ପ୍ରଶାସନର ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆଜି ଛତ୍ରପୁରସ୍ଥିତ ସଂସ୍କୃତି…

ପ୍ରକୃତି ପ୍ରେମରୁ ଜନଆନ୍ଦୋଳନ: ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷାରେ ଦିଗାମ୍ବର ଉପାଧ୍ୟାୟଙ୍କ ଅନନ୍ୟ ଯାତ୍ରା…

ତିନି ଦଶନ୍ଧିରୁ ଅଧିକ ସମୟର ନିରନ୍ତର ସାଧନାକୁ ସରକାରୀ ସ୍ୱୀକୃତି; ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାରରେ ସମ୍ମାନିତରାଉରକେଲା/ସୁନ୍ଦରଗଡ଼ : ପ୍ରକୃତି ସହ ମଣିଷର ସମ୍ପର୍କକୁ ଅଧିକ ନିବିଡ଼ କରିବା, ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ସାଧାରଣ ଲୋକଙ୍କୁ ସାମିଲ କରିବା…

ସ୍କୁଲ-କଲେଜ ସମୟରେ ଘରୋଇ କମ୍ପାନୀର ମାଲବାହୀ ଟ୍ରେନ୍ ଚଳାଚଳକୁ ବିରୋଧ: ଜିଲ୍ଲାପାଳଙ୍କୁ ଫେରାଦ ହେଲେ ପୂର୍ବତନ…

ବୀରମିତ୍ରପୁର, : ସହରର ମଧ୍ୟଭାଗରେ ବେଆଇନ ରେଳ ଧାରଣା ନିର୍ମାଣ ତଥା ସ୍କୁଲ-କଲେଜ ସମୟରେ ମାଲବାହୀ ଟ୍ରେନ୍‌ର ସଣ୍ଟିଂ (Shunting) କାର୍ଯ୍ୟ ଯୋଗୁଁ ରାଜଗାଙ୍ଗପୁର ସହରବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଭିନ୍ନ ବିଭାଗୀୟ…

ଫ୍ଲାଇଦୁବାଇ ପାଇଲଟ ସ୍ମିତ ମଚ୍ଛାରଙ୍କୁ ମିଳିବ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ

ଗୁଜରାଟ : ଫ୍ଲାଇଦୁବାଇ ବିମାନରେ ନିଜ ଜୀବନକୁ ବିପଦରେ ପକାଇ ଯାତ୍ରୀମାନଙ୍କୁ ସୁରକ୍ଷିତ ରକ୍ଷା କରିଥିବା ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାରଙ୍କ ପାଇଁ ରାଜ୍ୟ ପୁରସ୍କାର ଘୋଷଣା କରିଛନ୍ତି ଗୁଜରାଟ ସରକାର । ତାଙ୍କର ଅସାଧାରଣ ସାହସ ଓ ମାନବିକ କାର୍ଯ୍ୟ ପାଇଁ ତାଙ୍କୁ ଗୁଜରାଟ ଗରିମା ସମ୍ମାନ…

ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ, ୯ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ପାକିସ୍ତାନର ଘାତକ ଏୟାରଷ୍ଟ୍ରାଇକ । ୯ ନାଗରିକଙ୍କ ମୃତ୍ୟୁ ଦାବି କଲା କାବୁଲ । ୨୨ ଆତଙ୍କବାଦୀ ନିହତ ହୋଇଥିବା କହିଲା ଇସଲାମାବାଦ। ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ପୁଣି ବଢ଼ିଛି ଉତ୍ତେଜନା। ଆଫଗାନିସ୍ତାନ ଭିତରେ ପାକିସ୍ତାନ ପୁଣି…

ଭାରତୀୟ ପାଇଲଟ ସ୍ମିତ୍ ଙ୍କ ସାହସକୁ ସଲାମ କଲେ ପିଏମ୍ ମୋଦି

ନୂଆଦିଲ୍ଲୀ : ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମାଚ୍ଛରଙ୍କ ସାହସକୁ ସଲାମ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆରେ Xରେ ପୋଷ୍ଟ କରି ସ୍ମିତ୍ ଙ୍କୁ ହିରୋ ବୋଲି କହିବା ସହ ତାଙ୍କ ପାଇଁ ଭାରତ ଗର୍ବିତ ବୋଲି ଉଲ୍ଲେଖ କରିଛନ୍ତି ମୋଦି । ମୋଦି କହିଛନ୍ତି, ଅତ୍ୟନ୍ତ ବିପଜ୍ଜନକ…

ଦେଶରୁ ମୌସୁମୀ ପ୍ରତ୍ୟାହାର ଜାରି: ଗରମରେ ସିଝିବ ଅକ୍ଟୋବର ! ଶକ୍ତିଶାଳୀ ଏଲ୍ ନିନୋ ନେଇ ଚିନ୍ତା…

ନୂଆଦିଲ୍ଲୀ: ୨୦୨୬ ମସିହାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶରୁ ପ୍ରତ୍ୟାହାର ଜାରି ରଖିଛି। ସେପ୍ଟେମ୍ବର ୨୩ ତାରିଖ ସୁଦ୍ଧା ଦିଲ୍ଲୀ ସହିତ ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନର ଅଧିକାଂଶ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାହାର କରିସାରିଛି। ତଥାପି, ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ କିଛି ଦିନ…

ଆଫଗାନିସ୍ତାନରେ ଭୂକମ୍ପ, ୫.୩ ତୀବ୍ରତାରେ ଦୋହଲିଲା ହିନ୍ଦୁକୁଶ ଅଞ୍ଚଳ

ନୂଆଦିଲ୍ଲୀ : ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ । ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳ ସ୍ଥଳଭାଗରେ ଆଜି ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୫.୩ ରହିଥିବା ଜଣାପଡିଛି । ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ଅନୁସାରେ,…

ପାର୍ବଣ ପୂର୍ବରୁ ଝଟକା, ପୁଣି ବଢ଼ିଲା କମର୍ସିଆଲ ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ : ପାର୍ବଣ ପୂର୍ବରୁ ଝଟକା। ପୁଣି ବଢିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ। ଭୂରାଜନୈତିକ ଉତ୍ତେଜନା ଏବଂ ଯୋଗାଣ ଅଭାବ ମଧ୍ୟରେ ନୂତନ ମାସ ଆସିବା ସହିତ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଅକ୍ଟୋବର ୧ ତାରିଖରୁ ବାଣିଜ୍ୟିକ ଏଲପିଜି ସିଲିଣ୍ଡର…