Sign in
Sign in
Recover your password.
A password will be e-mailed to you.
କାଜୁ ବଗିଚାରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ନବରଙ୍ଗପୁର : କାଜୁ ବଗିଚାରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ମୋକିଆ ଗାଁରେ ଅଭାବନୀୟ ଘଟଣା । ଏକ କାଜୁ ବାଡ଼ରୁ ଜଣେ ଯୁବକ ଓ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାରକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ । ଗୋଟିଏ!-->…
ହାଇକୋର୍ଟରେ ବିଚାରପତି ପଦ ପୂରଣ ଦାବିରେ ବାର୍ ଆସୋସିଏସନର ଆନ୍ଦୋଳନ
କଟକ: ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ଅଭାବକୁ ନେଇ ଆଜି ଆନ୍ଦୋଳନାତ୍ମକ ପଦକ୍ଷେପ ନେଇଛି ହାଇକୋର୍ଟ ବାର୍ ଆସୋସିଏସନ୍ । ବିଚାରପତିଙ୍କ ଖାଲି ପଦବୀ ଶୀଘ୍ର ପୂରଣ ଦାବିରେ ଆଇନଜୀବୀମାନେ ଆଜି କୋର୍ଟ କାର୍ଯ୍ୟରୁ ବିରତ ରହିଛନ୍ତି । ବାର୍ ଆସୋସିଏସନ୍ର ପ୍ରତିନିଧିମାନେ କଟକରୁ ଭୁବନେଶ୍ୱର!-->…
ବ୍ରହ୍ମପୁରରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ : ବୟସ୍କ ବ୍ୟକ୍ତିଙ୍କ ଅବଦାନ ପ୍ରତି କୃତଜ୍ଞତା ପ୍ରକାଶ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ତରଫରୁ ବରିଷ୍ଠ ନାଗରିକ ଦିବସ -୨୦୨୬ ପାଳନ ହୋଇଛି l ଏଥି ନିମନ୍ତେ ହିଲ୍ ପାଟନା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଏଥିରେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ମହାନଗର!-->…
ଟାଙ୍ଗୀସାହି ମୌଜାରେ ଅନ୍ୟ ପଞ୍ଚାୟତର କାର୍ଯ୍ୟକୁ ବିରୋଧ : ଜମିର ପ୍ରକୃତ ସ୍ଥିତି ଯାଞ୍ଚ ପରେ ନିର୍ମାଣ କାର୍ଯ୍ୟ…
ରାଜସୁନାଖଳା: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅଧୀନ ରାଜସୁନାଖଳା ଗ୍ରାମପଞ୍ଚାୟତର ନୃସିଂହପୁର ଟାଙ୍ଗୀସାହି ମୌଜାସ୍ଥିତ କଙ୍କାଳି ପୀଠରେ ଅନ୍ୟ ଏକ ପଞ୍ଚାୟତ ପକ୍ଷରୁ କମ୍ୟୁନିଟି ସେଣ୍ଟର ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି। ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ବଧିପାଟଣା ଗ୍ରାମ ନାମରେ ପ୍ରାୟ ୬!-->…
ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା
ପୁରୀ: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତମାନଙ୍କ ସୁଗମ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉତ୍ତର ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା ଆୟୋଜନ କରାଯାଉଛି । ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଗୁମୁଟ ଠାରୁ କୂର୍ମ ବେଢ଼ା ପର୍ଯ୍ୟନ୍ତ ରାମ୍ପ୍ ଏବଂ ରେଲିଂ ନିର୍ମାଣ ଇତିମଧ୍ଯରେ!-->…
ସେବା ସଂକଳ୍ପ ଅଭିଯାନ: ଯୁବମୋର୍ଚ୍ଚାର ରକ୍ତଦାନ ଶିବିରରୁ ୧୧୨ ୟୁନିଟ୍ ରକ୍ତ ସଂଗ୍ରହ, ୨୦୦ରୁ ଊର୍ଦ୍ଧ୍ୱଙ୍କ ଚକ୍ଷୁ…
ବ୍ରହ୍ମପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନସେବା ତଥା ସୁଶାସନର ବାର୍ତ୍ତାକୁ ପାଥେୟ କରି ଭାରତୀୟ ଜନତା ପାର୍ଟି ପକ୍ଷରୁ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ 'ସେବା ସଂକଳ୍ପ ଅଭିଯାନ' ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସେବା ଭାରତୀ ସମେତ ବିଜେପି!-->…
ସାଳନ୍ଦୀରେ ପୁଣି ବନ୍ୟା, ୫ ଦିନ ହେଲା ଜଳବନ୍ଦୀ ୪୦ରୁ ଅଧିକ ପରିବାର
ଭଦ୍ରକ: ସାଳନ୍ଦୀ ନଦୀରେ ଆସିଥିବା ଷଷ୍ଠ ବନ୍ୟା ଯୋଗୁଁ ବେହାଲ ହୋଇପଡ଼ିଛି ଭଦ୍ରକ ଜିଲ୍ଲା । ତିହିଡି ବ୍ଲକ ବାରସର ପଞ୍ଚାୟତର ୪ଟି ଗାଁର ଲୋକେ ଗତ ୫ ଦିନ ହେବ ଜଳବନ୍ଦୀ ଜୀବନ ବିତାଉଛନ୍ତି । ବନ୍ୟା ପାଣି ଘେରରେ ରହିଛନ୍ତି ୪୦ରୁ ଅଧିକ ପରିବାର ।
ଗାଁକୁ ଯାତାୟାତ କରୁଥିବା ରାସ୍ତା!-->!-->!-->…
କନ୍ଧମାଳ ଜିଲ୍ଲାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ସୋଲାର ରଥ’ର ଶୁଭାରମ୍ଭ
ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ବାବଦରେ ସଚେତନ କରିବ ‘ସୋଲାର ରଥ’
ଫୁଲବାଣୀ : ସ୍ୱଚ୍ଛ ଓ ନବୀକରଣଯୋଗ୍ୟ ଶକ୍ତିର ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ, ମାସବ୍ୟାପୀ ‘ସେବା ସେତୁ ଅଭିଯାନ’ ଅଧୀନରେ କନ୍ଧମାଳ ଜିଲ୍ଲାର ଫୁଲବାଣୀଠାରେ ଟିପି!-->!-->!-->!-->!-->!-->!-->…
ଗଞ୍ଜାମରୁ ବିଶ୍ୱ ବଜାରକୁ କୃଷିଜାତ ଉତ୍ପାଦ ରପ୍ତାନି ପାଇଁ ରପ୍ତାନିମୁଖୀ କ୍ଷମତା ବିକାଶ କାର୍ଯ୍ୟକ୍ରମ : ସମ୍ଭାବନାକୁ…
ଗଞ୍ଜାମରୁ ରପ୍ତାନି ବୃଦ୍ଧି ପାଇଁ ଗଠନ ହେବ ଜିଲ୍ଲାସ୍ତରୀୟ ରପ୍ତାନି ପ୍ରୋତ୍ସାହନ ପରିଷଦ
ଛତ୍ରପୁର : ଗଞ୍ଜାମ ଜିଲ୍ଲାର କୃଷି ଓ କୃଷିଜାତ ଉତ୍ପାଦକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାର ସହ ସଂଯୋଗ କରିବା ଏବଂ କୃଷକ ଉତ୍ପାଦକ ସଂଗଠନ, କୃଷକ ଉତ୍ପାଦକ କମ୍ପାନୀ ଓ ପ୍ରଗତିଶୀଳ ଚାଷୀମାନଙ୍କୁ!-->!-->!-->!-->!-->…
ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ: ୨ ମୃତ, ୬ ଆକ୍ରାନ୍ତ
ସୋରଡ଼ା: ଗଞ୍ଜାମ ଧରାକୋଟ ପଟାଶାଳ ମଳିକ ସାହିରେ ଝାଡ଼ାବାନ୍ତିର ଆତଙ୍କ ଦେଖିବାକୁ ମିଳିଛି । ଝାଡ଼ାବାନ୍ତିରେ ୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ରାନ୍ତ ମାନଙ୍କୁ ବ୍ରହ୍ମପୁର MKCGରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କାହିଁକି ବ୍ୟାପିଲା!-->…