Sign in
Sign in
Recover your password.
A password will be e-mailed to you.
ରୁଷୀୟ Tu-95 ବୋମା ବିସ୍ଫୋରଣକାରୀ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୬ ଜୀବନ
ରୁଷ: ରୁଷ ସହିତ ଜଡିତ ଏକ ଖବର ସାମ୍ନାକୁ ଆସିଛି । ରୁଷର ବିମାନ Tu-95ବୋମା ବିସ୍ଫୋରଣକାରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏକ ତାଲିମ ମିଶନ ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଏହା ପରମାଣୁ ଅସ୍ତ୍ର ବହନ!-->…
ବିହାର ବ୍ୟୁରୋକ୍ରାଟ୍ସ ଦମ୍ପତିଙ୍କ ଘରେ ଭିଜିଲାନ୍ସ ରେଡ୍: ନଗଦ କୋଟିଏ ଟଙ୍କା ଜବତ
ବିହାର: ଆଖି ଖୋସିଗଲା ଭଳି ସଂପତ୍ତି । ବିହାର ବ୍ୟୁରୋକ୍ରାଟ୍ସ ଦମ୍ପତିଙ୍କ ଘରେ ରେଡରେ ମିଳିଲା ନଗଦ କୋଟିଏ ଟଙ୍କା । କେବଳ ଏତିକି ନୁହେଁ ବିପୁଳ ହୀରା, ସୁନାଗହଣା ମିଳିଛି । ବ୍ୟୁରୋକ୍ରାଟ୍ସ ଦଂପତିଙ୍କ ବିଳାସପୂର୍ଣ୍ଣ ଘଣ୍ଟା ସଉକ । ଘରୁ ମିଳିଛି ୪୮ଟି ନାମୀଦାମୀ ବ୍ରାଣ୍ଡର ଘଣ୍ଟା ।!-->…
ମାଙ୍ଗାଲୋର ରିଫାଇନାରୀରେ ଭୟାବହ ବିସ୍ଫୋରଣ: ଜଣେ ମୃତ, ୯ ଆହତ
କର୍ଣ୍ଣାଟକ: ବୁଧବାର ମଧ୍ୟାହ୍ନରେ କର୍ଣ୍ଣାଟକ ମାଙ୍ଗାଲୋରରେ ଅଘଟଣ । ଜାକଟ୍ଟେ ନିକଟସ୍ଥ ମାଙ୍ଗାଲୋର ରିଫାଇନାରୀ ଆଣ୍ଡ ପେଟ୍ରୋକେମିକାଲ୍ସ ଲିମିଟେଡରେ ଭୟାବହ ବିସ୍ଫୋରଣ ରେ ଅଗ୍ନିକାଣ୍ଡ ଘଟିଛିା ଫଳରେ ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ସହ ଆଉ ୮ଜଣ!-->…
ଇରାନୀ ନୌକାରୁ ୩ ହଜାର କୋଟିର ଡ୍ରଗ୍ସ ଜବତ, ୫ ପାକିସ୍ତାନୀ ଅଟକ
ମୁମ୍ବାଇ : ଆରବ ସାଗରରେ ୩ ହଜାର କୋଟିର ଡ୍ରଗ୍ସ ଜବତ ହୋଇଥିବା ବେଳେ ୫ ପାକିସ୍ତାନୀ ଅଟକ ରହିଛନ୍ତି । ଆରବ ସାଗରରେ ବଡ଼ ଧରଣର ଡ୍ରଗ୍ସ ଚୋରାଚାଲାଣ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ତଟରକ୍ଷୀ ବାହିନୀ । ଏକ ଇରାନୀ ନୌକାରୁ ୫୨୬ କିଲୋଗ୍ରାମ ହେରୋଇନ୍ ଓ ମେଥାମ୍ଫେଟାମାଇନ୍ ଜବତ କରାଯାଇଛି!-->…
ଯବାନଙ୍କ ଗୁଳିରେ ଟଳିଲା ଲସ୍କର-ଏ-ତୋଏବାର ଟପ୍ ଆତଙ୍କବାଦୀ ମୁସା
ଜମ୍ମୁ କଶ୍ମୀର : ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ଟପ୍ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଜମ୍ମୁ କଶ୍ମୀର ବଡଗାମ୍ ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଛି । ବଡ଼ଗାମ ଜିଲ୍ଲାରେ ଯବାନଙ୍କ ଗୁଳିରେ ପ୍ରାଣ ହରାଇଲା ଲସ୍କର!-->…
ବଢ଼ିଲା ୬ ରବି ଫସଲର MSP, ଗ୍ରୀନ୍ ଏନର୍ଜି କରିଡରକୁ ମଞ୍ଜୁରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ୩୦ରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ଏବଂ CCEA ବୈଠକରେ କୃଷି ଓ ଅକ୍ଷୟ ଶକ୍ତି କ୍ଷେତ୍ରକୁ ନେଇ ଏକାଧିକ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ୨୦୨୭-୨୮ ମାର୍କେଟିଂ ସିଜନ୍ ପାଇଁ ୬ଟି ରବି ଫସଲର ନ୍ୟୂନତମ ସହାୟକ!-->…
ରୁଷରେ ଫସିଯାଇଛନ୍ତି ତେଲେଙ୍ଗାନାର ୪ ଯୁବକ; ଚାକିରି ନାଁରେ ଜବରଦସ୍ତି ସେନାରେ ଭର୍ତ୍ତି କରାଇବା ଅଭିଯୋଗ
ହାଇଦ୍ରାବାଦ: ତେଲେଙ୍ଗାନାର ଚାରି ଜଣ ଯୁବକ ଋଷରେ ଫସି ରହିଥିବା ଏକ ମାମଲା ସାମ୍ନାକୁ ଆସିଛି। ପରିବାର ଅଭିଯୋଗ କରିଛନ୍ତି ଯେ ସେମାନେ ସାଧାରଣ ନାଗରିକ ଭାବରେ କାମ କରିବାକୁ ରୁଷ ଯାଇଥିଲେ, କିନ୍ତୁ ପହଞ୍ଚିବା ପରେ ସେମାନଙ୍କୁ ଋଷ ସେନାରେ ସେବା କରିବାକୁ ପଠାଯାଇଥିଲା। ପରିବାର କହିଛନ୍ତି!-->…
ମଝି ଆକାଶରେ ପାଇଲଟଙ୍କୁ ମରଣାନ୍ତକ ଆକ୍ରମଣ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୧୮୦ ଯାତ୍ରୀ
ତେଲ ଅଭିଭ: ଦୁବାଇରୁ ଇସ୍ରାଏଲର ତେଲ ଅଭିଭ ଯାତ୍ରା କରୁଥିବା ଫ୍ଲାଏଦୁବାଇ ବିମାନ FZ1073 ଅନ୍ତର୍ଜାତୀୟ ଟ୍ରାନ୍ସପଣ୍ଡରରେ ୭୫୦୦ କୋଡ୍ ଟ୍ରାନ୍ସମିଟ୍ କରିବା ସମୟରେ ଆତଙ୍କ ଖେଳିଯାଇଥିଲା। କାରଣ ମଝି ଆକାଶରେ ପାଇଲଟକୁ ଛୁରାମାଡ଼ ହୋଇଥିଲା। ୨ ପାଇଲଟଙ୍କ ଝଗଡ଼ାରୁ ଛୁରାମାଡ଼ ହୋଇଥିଲା। ଏହି!-->…
ଅକ୍ଟୋବର ୨ରୁ ବିଜେଡିର ମାସେ ବ୍ୟାପୀ ଜନସମ୍ପର୍କ ପଦଯାତ୍ରା
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରତିଶ୍ରୁତି ପାଳନରେ ବିଫଳତା, ଏମଏମଡିଆର (MMDR) ଆଇନ ଏବଂ ସାଧାରଣ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗ କରି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ବ୍ୟାପକ ମାସବ୍ୟାପୀ ଜନସମ୍ପର୍କ ପଦଯାତ୍ରା କରାଯିବ। ଗାନ୍ଧୀ ଜୟନ୍ତୀ ବା ଶାସ୍ତ୍ରୀ!-->…
ଗୁଣି ସନ୍ଦେହରେ କଙ୍ଗାରୁ କୋର୍ଟ, ଗାଁଦାଣ୍ଡରେ ମହିଳାଙ୍କୁ ନିସ୍ତୁକ ମାଡ଼
ଭଦ୍ରକ : ସଭ୍ୟ ସମାଜରେ ଅସଭ୍ୟ କାଣ୍ଡ । ପୂରୁଣା ଜମିବାଡ଼ି ବିବାଦରୁ ଗୁଣି ଗାରେଡ଼ି ସହ ଗୁପ୍ତ ଧନ ପାଇଁ ବଳି ଭଳି ଅଭିଯୋଗରେ ମହିଳାଙ୍କୁ ନିସ୍ତୁକ ମାଡ । ଛୋଟରୁ ବଡ଼ କେହି ଛାଡ଼ିଲେନି । ବାଡ଼ି ଠେଙ୍ଗା , ଛାଞ୍ଚୁଣି ସହ ଶାବଳରେ ପିଟିବା ଅଭିଯୋଗ ହୋଇଛି । ଏମିତି କି ମେଡିକାଲ ଆସିବା ବେଳେ!-->…