ସୁଧୁରୁଛି ଓରାଙ୍ଗଉଟାନଙ୍କ ସ୍ୱାସ୍ଥାବସ୍ଥା, ସୁହାଉଛି ଓଡ଼ିଶା ଜଳବାୟୁ, ବଢ଼ୁଛି ଓଜନ

ଭୁବନେଶ୍ବର: ଓରାଙ୍ଗଉଟାନଙ୍କୁ ସୁଟ କରୁଛି ଓଡ଼ିଶା ଜଳବାୟୁ । ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ସହ ଓଜନ ମଧ୍ୟ ବଢ଼ୁଛି ଏହା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ବିଶେଷଜ୍ଞ ଡାକ୍ତରୀ ଦଳ ନିୟମିତ ଭାବେ ଓରାଙ୍ଗଉଟାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି ।…

ଚାଲାଣ ବେଳେ ଯୋଗାଣ ବିଭାଗର ଆକ୍ସନ, ଗ୍ୟାସ ସିଲିଣ୍ଡର ବୋଝେଇ ୨ ମିନି ଟ୍ରକ ଜବତ

ଭୁବନେଶ୍ବର: ମିନି ଟ୍ରକରେ ଚୋରାରେ ଗ୍ୟାସ ସିଲିଣ୍ଡର ଚାଲାଣ । ଯୋଗାଣ ବିଭାଗର ଚଢ଼ାଉ । ପାହାଳରେ ଗ୍ୟାସ ସିଲିଣ୍ଡର ବୋଝେଇ ଦୁଇଟି ମିନି ଟ୍ରକ ଜବତ କଲେ ଯୋଗାଣ ବିଭାଗ ଅଧିକାରୀ । ପାହାଳ ଥାନା ଅଞ୍ଚଳରୁ ଜବତ କରି ଥାନାରେ ଅଟକ ରଖାଯାଇଛି । ବିନା ଲାଇସେନ୍ସ ଓ ଡିଷ୍ଟ୍ରିବ୍ୟୁଟର ବିନା…

ପଞ୍ଚାୟତ-ପୌର ଭୋଟ୍ ପାଇଁ ପ୍ରସ୍ତୁତି, ତ୍ରୁଟିମୁକ୍ତ ଭୋଟର ତାଲିକା ପାଇଁ ମୁଖ୍ୟ ପ୍ରଶିକ୍ଷକଙ୍କ ଟ୍ରେନିଂ

ଭୁବନେଶ୍ବର: ପଞ୍ଚାୟତ-ପୌର ଭୋଟ୍ ପାଇଁ ପ୍ରସ୍ତୁତି । ତ୍ରୁଟିମୁକ୍ତ ଭୋଟର ତାଲିକା ପାଇଁ ମୁଖ୍ୟ ପ୍ରଶିକ୍ଷକଙ୍କ ଟ୍ରେନିଂ । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଆଉ ପାଦେ ଆଗକୁ ନେଉଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା…

SCB ମାନସିକ ରୋଗ ବିଭାଗରେ ସୁରକ୍ଷାକର୍ମୀ ଓ ଆଟେଣ୍ଡାଣ୍ଟଙ୍କ ମାଡ଼ରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ବର: କଟକ SCBରେ ରୋଗୀଙ୍କ ମୃତ୍ୟୁ, ମାଡ଼ ଅଭିଯୋଗ । ଚିକିତ୍ସା ପାଇଁ ଆସିଥିଲେ, ମୃତ୍ୟୁ ପରେ ଉଠିଲା ପ୍ରଶ୍ନ । SCB ମାନସିକ ରୋଗ ବିଭାଗରେ ସୁରକ୍ଷାକର୍ମୀ ଓ ଆଟେଣ୍ଡାଣ୍ଟଙ୍କ ମାଡ଼ରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଅଭିଯୋଗ କରିଛନ୍ତି। ଏନେଇ ମଙ୍ଗଳାବାଗ ଥାନାରେ…

ଝାଡ଼ାବାନ୍ତି ସଚେତନତା ଆଳରେ ଦେଢ଼ କୋଟି ଟଙ୍କାର ଠକେଇ, ସ୍ୱାସ୍ଥ୍ୟ ବିଭାଗର ତଦନ୍ତକାରୀ ଟିମର ତନାଘନା ଆରମ୍ଭ

ଯାଜପୁର: ଝାଡ଼ାବାନ୍ତି ସଚେତନତା ନାଁରେ ଦେଢ଼ କୋଟିରୁ ଅଧିକ ଟଙ୍କା ହରିଲୁଟ ଅଭିଯୋଗର ତନାଘନା ତଦନ୍ତ । ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପହଁଚିଲେ ସ୍ୱାସ୍ଥ୍ୟ ବିଭାଗର ତଦନ୍ତକାରୀ ଟିମ । ଅତିରିକ୍ତ ନିର୍ଦେଶକ ଡ. ପାଇକରାୟଙ୍କ ନେତୃତ୍ୱରେ ଏକ ଚାରିଜାଣିଆ ଟିମ୍ ମୁଖ୍ୟ…

ବାଇକ ସୋ’ରୁମରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଥିବା ଏକ ବାଇକ୍ ଶୋ’ରୁମ୍‌ରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ବାଇକ୍, ଆନୁଷଙ୍ଗିକ ସାମଗ୍ରୀ, ଆସବାବପତ୍ର ଏବଂ ଅନ୍ୟାନ୍ୟ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଶୋ’ରୁମ୍ ଭିତରେ ଏକ ଇ-ବାଇକ୍ ଚାର୍ଜ…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ସହକାରୀ ନିର୍ଦ୍ଦେଶକ, ବାବୁଙ୍କର ରହିଛି ୪ କୋଠା, ୩୦ ପ୍ଲଟ…

ଭୁବନେଶ୍ୱର: ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ସମ୍ବଲପୁରସ୍ଥିତ ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କୁ ଗିରଫ କରିଛି।ତାଙ୍କ ସହ ଜଡ଼ିତ ସାତୋଟି ସ୍ଥାନରେ ଏକକାଳୀନ ଚଢ଼ଉ ସମୟରେ ଭିଜିଲାନ୍ସ ଅଧିକାରୀମାନେ କୋଟି…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ସୁପ୍ରିମକୋର୍ଟରେ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ପତ୍ନୀ ବିଦ୍ୟାଭରତୀ ପଣ୍ଡାଙ୍କ ଜାମିନ ଆ‌ବେଦନକୁ ହାଇକୋର୍ଟଙ୍କ ପରେ ସୁପ୍ରିମ୍ କୋର୍ଟ ମଧ୍ୟ ଖାରଜ କରିଛନ୍ତି। ଏବେ ପୋଲିସ୍ ତାଙ୍କୁ ଯେକୌଣସି ସମୟରେ ଗିରଫ କରିପାରେ ବୋଲି କୁହାଯାଉଛି। ସୂଚନାଥାଉକି, ୨୦୨୧…

୫୮ ବର୍ଷର ଲବଣୀଧର ଉଚ୍ଚ ବିଦ୍ୟାଳୟରେ ପ୍ରଥମ ମହିଳା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଭବ୍ୟ ସ୍ୱାଗତ

ସୁନ୍ଦରଗ଼ଡ଼ : ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ନିଆଳିପାଲି ସ୍ଥିତ ୧୯୬୭ ମସିହାରେ ପ୍ରତିଷ୍ଠିତ ଲବଣୀଧର ଉଚ୍ଚ ବିଦ୍ୟାଳୟରେ ନବନିଯୁକ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁସ୍ମିତା ଯୋଷୀଙ୍କୁ ଏକ ଭବ୍ୟ ସ୍ୱାଗତ ସମାରୋହ ମାଧ୍ୟମରେ ସ୍ୱାଗତ ଜଣାଯାଇଛି। ବିଦ୍ୟାଳୟର ପୂର୍ବତନ ପ୍ରଧାନ…

ଗଞ୍ଜାମରେ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟନ କଲା ଟିପିଏସ୍ଓଡିଏଲ୍

ବ୍ରହ୍ମପୁର : ମହିଳା ଓ ଯୁବବର୍ଗଙ୍କୁ ବ୍ୟବହାରିକ ଦକ୍ଷତା, ରୋଜଗାର ଏବଂ ଜୀବିକାର ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ଗଞ୍ଜାମ ଜିଲ୍ଲାର ନାରାୟଣପୁରଠାରେ ଏକ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟନ…