ଗଣେଶ ଭସାଣି ବେଳେ ସାଉଣ୍ଡ ସିଷ୍ଟମ ବ୍ୟବହାରକୁ ନେଇ ହିଂସାକାଣ୍ଡ; ପଥରମାଡରେ ୬ ପୋଲିସ କର୍ମୀ ଆହତ

କଟକ: କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ଅଞ୍ଚଳର ବାରାଡିଆ ଗ୍ରାମରେ ଗଣେଶ ବିସର୍ଜନ ଶୋଭାଯାତ୍ରା ସମୟରେ ପଥରମାଡ଼ରେ ଥାନା ଅଧିକାରୀ (IIC) ଙ୍କ ସମେତ ଅତିକମରେ ଛଅ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବୁଧବାର ରାତିରେ ମାହାଙ୍ଗା ଥାନା ଅଧୀନ ବାରାଡିଆ ଗ୍ରାମରେ ଏହି…

ଏମ୍‌ଭି-୫୩ରୁ ଉଦ୍ଧାର ହେଲା ବଜ୍ରକାପ୍ତା : ବନ ବିଭାଗର ତତ୍ପରତା, ପ୍ରାକୃତିକ ପରିବେଶରେ ଛଡ଼ାଯିବ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବାଲିମେଳା ବନାଞ୍ଚଳ ଅଧୀନ ଏମ୍‌ଭି-୫୩ ଗାଁରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ବୁଧବାର, ୩୦ ସେପ୍ଟେମ୍ବର ୨୦୨୬ରେ ସୋମନାଥପୁର ସେକ୍ସନ୍ ଅଧୀନ ପୁଷପାଲି ବିଟ୍‌ର ବନ କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ଏହି ବଜ୍ରକାପ୍ତାକୁ ସୁରକ୍ଷିତ…

ଲୁଣିପାଣି ମତ୍ସ୍ୟଚାଷ ଉପରେ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର : ଲୁଣିପାଣିରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ମାଧ୍ୟମରେ ମତ୍ସ୍ୟ ଓ ଚିଙ୍ଗୁଡ଼ି ଚାଷକୁ ଅଧିକ ଲାଭଜନକ କରିବା ଏବଂ ମତ୍ସ୍ୟଚାଷୀଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ଆଜି ବ୍ରହ୍ମପୁରସ୍ଥିତ ଗଞ୍ଜାମ ମୁଖ୍ୟ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଲୁଣିପାଣି ମତ୍ସ୍ୟଚାଷ…

ସୋସିଆଲ ମିଡିଆରେ ନାବାଳକଙ୍କ ସୁରକ୍ଷା ପାଇଁ ଆଇନଗତ ସୁରକ୍ଷା ନିମନ୍ତେ  ସୁପ୍ରିମକୋର୍ଟଙ୍କ ପଦକ୍ଷେପକୁ ଶକ୍ତି ସଂଗଠନର…

ରାୟଗଡ଼ା, ୩୦/୦୯: ( ଯୋଗେଶ୍ୱର ଦାସ ) ସୋସିଆଲ ମିଡିଆ ଓ ଅନ୍ୟାନ୍ୟ ଡିଜିଟାଲ ପ୍ଲାଟଫର୍ମରେ ନାବାଳକଙ୍କ ସୁରକ୍ଷା ପାଇଁ ଆଇନଗତ ବ୍ୟବସ୍ଥା ସୁଦୃଢ଼ କରିବା ଦିଗରେ ସୁପ୍ରିମକୋର୍ଟଙ୍କ ପଦକ୍ଷେପକୁ ଶିଶୁ ଅଧିକାର କ୍ଷେତ୍ରରେ କାର୍ଯ୍ୟରତ ରାୟଗଡ଼ାର ଶକ୍ତି ସ୍ଵେଚ୍ଛା ସେବୀ ସଂଗଠନ ସ୍ୱାଗତ…

ରୁଷୀୟ Tu-95 ବୋମା ବିସ୍ଫୋରଣକାରୀ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୬ ଜୀବନ

ରୁଷ: ରୁଷ ସହିତ ଜଡିତ ଏକ ଖବର ସାମ୍ନାକୁ ଆସିଛି । ରୁଷର ବିମାନ Tu-95ବୋମା ବିସ୍ଫୋରଣକାରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏକ ତାଲିମ ମିଶନ ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଏହା ପରମାଣୁ ଅସ୍ତ୍ର ବହନ…

ବିହାର ବ୍ୟୁରୋକ୍ରାଟ୍ସ ଦମ୍ପତିଙ୍କ ଘରେ ଭିଜିଲାନ୍ସ ରେଡ୍: ନଗଦ କୋଟିଏ ଟଙ୍କା ଜବତ

ବିହାର: ଆଖି ଖୋସିଗଲା ଭଳି ସଂପତ୍ତି । ବିହାର ବ୍ୟୁରୋକ୍ରାଟ୍ସ ଦମ୍ପତିଙ୍କ ଘରେ ରେଡରେ ମିଳିଲା ନଗଦ କୋଟିଏ ଟଙ୍କା । କେବଳ ଏତିକି ନୁହେଁ ବିପୁଳ ହୀରା, ସୁନାଗହଣା ମିଳିଛି । ବ୍ୟୁରୋକ୍ରାଟ୍ସ ଦଂପତିଙ୍କ ବିଳାସପୂର୍ଣ୍ଣ ଘଣ୍ଟା ସଉକ । ଘରୁ ମିଳିଛି ୪୮ଟି ନାମୀଦାମୀ ବ୍ରାଣ୍ଡର ଘଣ୍ଟା ।…

ମାଙ୍ଗାଲୋର ରିଫାଇନାରୀରେ ଭୟାବହ ବିସ୍ଫୋରଣ: ଜଣେ ମୃତ, ୯ ଆହତ

କର୍ଣ୍ଣାଟକ: ବୁଧବାର ମଧ୍ୟାହ୍ନରେ କର୍ଣ୍ଣାଟକ ମାଙ୍ଗାଲୋରରେ ଅଘଟଣ । ଜାକଟ୍ଟେ ନିକଟସ୍ଥ ମାଙ୍ଗାଲୋର ରିଫାଇନାରୀ ଆଣ୍ଡ ପେଟ୍ରୋକେମିକାଲ୍ସ ଲିମିଟେଡରେ ଭୟାବହ ବିସ୍ଫୋରଣ ରେ ଅଗ୍ନିକାଣ୍ଡ ଘଟିଛିା ଫଳରେ ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ସହ ଆଉ ୮ଜଣ…

ଇରାନୀ ନୌକାରୁ ୩ ହଜାର କୋଟିର ଡ୍ରଗ୍ସ ଜବତ, ୫ ପାକିସ୍ତାନୀ ଅଟକ

ମୁମ୍ବାଇ : ଆରବ ସାଗରରେ ୩ ହଜାର କୋଟିର ଡ୍ରଗ୍ସ ଜବତ ହୋଇଥିବା ବେଳେ ୫ ପାକିସ୍ତାନୀ ଅଟକ ରହିଛନ୍ତି । ଆରବ ସାଗରରେ ବଡ଼ ଧରଣର ଡ୍ରଗ୍ସ ଚୋରାଚାଲାଣ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ତଟରକ୍ଷୀ ବାହିନୀ । ଏକ ଇରାନୀ ନୌକାରୁ ୫୨୬ କିଲୋଗ୍ରାମ ହେରୋଇନ୍ ଓ ମେଥାମ୍ଫେଟାମାଇନ୍ ଜବତ କରାଯାଇଛି…

ଯବାନଙ୍କ ଗୁଳିରେ ଟଳିଲା ଲସ୍କର-ଏ-ତୋଏବାର ଟପ୍ ଆତଙ୍କବାଦୀ ମୁସା

ଜମ୍ମୁ କଶ୍ମୀର : ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ଟପ୍ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଜମ୍ମୁ କଶ୍ମୀର ବଡଗାମ୍ ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଛି । ବଡ଼ଗାମ ଜିଲ୍ଲାରେ ଯବାନଙ୍କ ଗୁଳିରେ ପ୍ରାଣ ହରାଇଲା ଲସ୍କର…

ବଢ଼ିଲା ୬ ରବି ଫସଲର MSP, ଗ୍ରୀନ୍ ଏନର୍ଜି କରିଡରକୁ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ୩୦ରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ଏବଂ CCEA ବୈଠକରେ କୃଷି ଓ ଅକ୍ଷୟ ଶକ୍ତି କ୍ଷେତ୍ରକୁ ନେଇ ଏକାଧିକ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ୨୦୨୭-୨୮ ମାର୍କେଟିଂ ସିଜନ୍ ପାଇଁ ୬ଟି ରବି ଫସଲର ନ୍ୟୂନତମ ସହାୟକ…