ଯବାନଙ୍କ ଗୁଳିରେ ଟଳିଲା ଲସ୍କର-ଏ-ତୋଏବାର ଟପ୍ ଆତଙ୍କବାଦୀ ମୁସା

ଜମ୍ମୁ କଶ୍ମୀର : ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ଟପ୍ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଜମ୍ମୁ କଶ୍ମୀର ବଡଗାମ୍ ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଛି । ବଡ଼ଗାମ ଜିଲ୍ଲାରେ ଯବାନଙ୍କ ଗୁଳିରେ ପ୍ରାଣ ହରାଇଲା ଲସ୍କର…

ବଢ଼ିଲା ୬ ରବି ଫସଲର MSP, ଗ୍ରୀନ୍ ଏନର୍ଜି କରିଡରକୁ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ୩୦ରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ଏବଂ CCEA ବୈଠକରେ କୃଷି ଓ ଅକ୍ଷୟ ଶକ୍ତି କ୍ଷେତ୍ରକୁ ନେଇ ଏକାଧିକ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ୨୦୨୭-୨୮ ମାର୍କେଟିଂ ସିଜନ୍ ପାଇଁ ୬ଟି ରବି ଫସଲର ନ୍ୟୂନତମ ସହାୟକ…

ରୁଷରେ ଫସିଯାଇଛନ୍ତି ତେଲେଙ୍ଗାନାର ୪ ଯୁବକ; ଚାକିରି ନାଁରେ ଜବରଦସ୍ତି ସେନାରେ ଭର୍ତ୍ତି କରାଇବା ଅଭିଯୋଗ

ହାଇଦ୍ରାବାଦ: ତେଲେଙ୍ଗାନାର ଚାରି ଜଣ ଯୁବକ ଋଷରେ ଫସି ରହିଥିବା ଏକ ମାମଲା ସାମ୍ନାକୁ ଆସିଛି। ପରିବାର ଅଭିଯୋଗ କରିଛନ୍ତି ଯେ ସେମାନେ ସାଧାରଣ ନାଗରିକ ଭାବରେ କାମ କରିବାକୁ ରୁଷ ଯାଇଥିଲେ, କିନ୍ତୁ ପହଞ୍ଚିବା ପରେ ସେମାନଙ୍କୁ ଋଷ ସେନାରେ ସେବା କରିବାକୁ ପଠାଯାଇଥିଲା। ପରିବାର କହିଛନ୍ତି…

ମଝି ଆକାଶରେ ପାଇଲଟଙ୍କୁ ମରଣାନ୍ତକ ଆକ୍ରମଣ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୧୮୦ ଯାତ୍ରୀ

ତେଲ ଅଭିଭ: ଦୁବାଇରୁ ଇସ୍ରାଏଲର ତେଲ ଅଭିଭ ଯାତ୍ରା କରୁଥିବା ଫ୍ଲାଏଦୁବାଇ ବିମାନ FZ1073 ଅନ୍ତର୍ଜାତୀୟ ଟ୍ରାନ୍ସପଣ୍ଡରରେ ୭୫୦୦ କୋଡ୍ ଟ୍ରାନ୍ସମିଟ୍ କରିବା ସମୟରେ ଆତଙ୍କ ଖେଳିଯାଇଥିଲା। କାରଣ ମଝି ଆକାଶରେ ପାଇଲଟକୁ ଛୁରାମାଡ଼ ହୋଇଥିଲା। ୨ ପାଇଲଟଙ୍କ ଝଗଡ଼ାରୁ ଛୁରାମାଡ଼ ହୋଇଥିଲା। ଏହି…

ଅକ୍ଟୋବର ୨ରୁ ବିଜେଡିର ମାସେ ବ୍ୟାପୀ ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରତିଶ୍ରୁତି ପାଳନରେ ବିଫଳତା, ଏମଏମଡିଆର (MMDR) ଆଇନ ଏବଂ ସାଧାରଣ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗ କରି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ବ୍ୟାପକ ମାସବ୍ୟାପୀ ଜନସମ୍ପର୍କ ପଦଯାତ୍ରା କରାଯିବ। ଗାନ୍ଧୀ ଜୟନ୍ତୀ ବା ଶାସ୍ତ୍ରୀ…

ଗୁଣି ସନ୍ଦେହରେ କଙ୍ଗାରୁ କୋର୍ଟ, ଗାଁଦାଣ୍ଡରେ ମହିଳାଙ୍କୁ ନିସ୍ତୁକ ମାଡ଼

ଭଦ୍ରକ : ସଭ୍ୟ ସମାଜରେ ଅସଭ୍ୟ କାଣ୍ଡ । ପୂରୁଣା ଜମିବାଡ଼ି ବିବାଦରୁ ଗୁଣି ଗାରେଡ଼ି ସହ ଗୁପ୍ତ ଧନ ପାଇଁ ବଳି ଭଳି ଅଭିଯୋଗରେ ମହିଳାଙ୍କୁ ନିସ୍ତୁକ ମାଡ । ଛୋଟରୁ ବଡ଼ କେହି ଛାଡ଼ିଲେନି । ବାଡ଼ି ଠେଙ୍ଗା , ଛାଞ୍ଚୁଣି ସହ ଶାବଳରେ ପିଟିବା ଅଭିଯୋଗ ହୋଇଛି । ଏମିତି କି ମେଡିକାଲ ଆସିବା ବେଳେ…

ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲିଲା ଗୁଣ୍ଡିଚା ମନ୍ଦିର, ୩ ଦିନ ମାଗଣା ପ୍ରବେଶ

ପୁରୀ : ୬ ବର୍ଷର ଅପେକ୍ଷାର ଅନ୍ତ । ଆଜିଠୁ ଖୋଲିଲା ଗୁଣ୍ଡିଚା ମନ୍ଦିର । ଆଜି ସକାଳ ୭ଟା ୩୦ରୁ ମନ୍ଦିର ଖୋଲାଯାଇଛି । ଏଣିକି ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ପ୍ରବେଶ ସୁବିଧା ମିଳିବ । ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ଭକ୍ତମାନେ ମାଗଣାରେ ପ୍ରବେଶ କରିପାରିବେ । ଏହାପରେ ଭକ୍ତଙ୍କୁ…

ରବି ଫସଲର MSP ବଢ଼ାଇଲା କେନ୍ଦ୍ର

ଭୁବନେଶ୍ବର: ରବି ଫସଲ ପାଇଁ ବଢ଼ିଲା MSP|| ଚାଷୀଙ୍କୁ କେନ୍ଦ୍ରର ବଡ଼ ଉପହାର । ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ରବି ଫସଲ ପାଇଁ ନୂଆ ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ନିର୍ଦ୍ଧାରଣ କରାଯାଇଛି । ଗହମ, ବାର୍ଲି, ଚଣା, ମସୁର ଓ ସୋରିଷ ସମେତ ବିଭିନ୍ନ ରବି ଫସଲର…

ଜମି ବେପାର ନାଁରେ ୩ କୋଟି ଠକେଇ, ଟଙ୍କା ମାଗିବାରୁ ମିଳୁଛି ହତ୍ୟା ଧମକ

ଭୁବନେଶ୍ବର: ଜମି ବେପାର ନାଁରେ ୩ କୋଟି ଠକେଇ ଅଭିଯୋଗ । ବ୍ୟବସାୟ କରିବା କହି ନେଇଗଲେ ୩ କୋଟି । ମୂଳ ଟଙ୍କା ମାଗିଲେ ଆସୁଛି ଜୀବନରେ ମାରିଦେବାର ଧମକ । ଏଭଳି ଅଭିଯୋଗ ନେଇ ପାରାଦୀପ ଅଭୟଚାନ୍ଦପୁର୍ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଭୂତମୁଣ୍ଡାଇ ଗାଁର ରାଜେନ୍ଦ୍ର ଦାସ । ଦୁଇଜଣ ବ୍ୟକ୍ତି…

ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ, ମଲଗୁଡ଼ିକରେ ଫାୟାର ସେଫ୍ଟି ବିଭାଗର ଯାଞ୍ଚ

ଢେଙ୍କାନାଳ: ଢେଙ୍କାନାଳ ସହରର ବିଭିନ୍ନ ସପିଙ୍ଗ ମଲ୍ ଉପରେ ଫାୟାର ସେଫଟି ମେଜର ଯାଞ୍ଚ ।  ଓଡିଶା ସରକାରଙ୍କ ସୁରକ୍ଷିତ ଓଡିଶା ବିକଶିତ ଓଡ଼ିଶା ମାଧ୍ୟମରେ ଫାୟାର ସେପ୍ଟି ମେଜର ଯାଞ୍ଚ କାର୍ଯ୍ୟକ୍ରମ କରାଯାଇଛି ।  ଏହି ଅବସରରେ ସହର ମଧ୍ୟରେ ଥିବା ରିଲାନ୍ସ ଡିଜିଟାଲ, ଟ୍ରେଣ୍ଡସ , ବଜାର…